Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରମ୍ଭ ହେଲା ପଥୋତ୍ସବ : ଦୁଲୁକିଲା ରାଜଧାନୀ ରାଜରାସ୍ତା , ସାମିଲ ହେଲେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ କଳାକାର

ଭୁବନେଶ୍ବର : ପୁଣି ଫେରିଲା ପଥୋତ୍ସବ । ଆଜିଠୁ ରାଜଧାନୀର ରାଜରାସ୍ତାରେ ପାଳିତ ହେଉଛି ପଥୋତ୍ସବ । ଏହି କାର୍ଯ୍ୟକ୍ରମ ପାଇଁ ଆଜି ସକାଳୁ ସକାଳୁ ଦୁଲୁକି ଉଠିଛି ରାଜଧାନୀର ରାଜରାସ୍ତା। ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ ପାଳନ କରାଯାଇଛି  । ମାଷ୍ଟର କ୍ୟାଣ୍ଟିନ ଛକଠାରୁ…

ରାଉରକେଲାରେ ସୁଧୁରୁଛି ଡାଇରିଆ ସ୍ଥିତି, ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା

ରାଉରକେଲା: ରାଉରକେଲାରେ ଡାଇରିଆ ପରିସ୍ଥିତି ସୁଧୁରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି। ରାଉରକେଲାରେ ବର୍ତ୍ତମାନ ୫୩…

ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଭକ୍ତ ଦାସ ହରାଇଲେ ପଦ

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାରା ଦେଶରେ ଲୋକସଭା ନିର୍ବାଚନ ଅଛି। ଏହା ପୂର୍ବରୁ କଂଗ୍ରେସ ବିଭିନ୍ନ ସ୍ଥାନରେ ନେତୃତ୍ବ ପରିବର୍ତ୍ତନ ସହିତ ପ୍ରଭାରୀ ବଦଳାଉଛି। ଏହି କ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଚର ଅଜୟ କୁମାର। ଏଇଆଇସିସି…

ବ୍ଲଗର କାମିୟା ଜାନିକୁ ନେଇ ବିବାଦ: କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା

ଭୁବନେଶ୍ୱର: ବ୍ଲଗର କାମିୟା ଜାନିକୁ ନେଇ ବିବାଦ ବଢିବାରେ ଲାଗିଛି। ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ 5-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯାନର ସଦସ୍ୟମାନେ ଲୋୟର ପିଏମଜିରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରି…

ଭିକ୍ଷାବୃତ୍ତିରୁ ଚୋରି: ଅପରାଧିକ ଗ୍ୟାଙ୍ଗର ରଣନୀତିର ପର୍ଦ୍ଦାଫାଶ କଲା ଭଦ୍ରକ ପୋଲିସ

ଭଦ୍ରକ: ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଡିସେମ୍ବର ୧୪ ତାରିଖରେ ଚାନ୍ଦିଗାଁ ଅଞ୍ଚଳରେ ଦାଖଲ ହୋଇଥିବା ଦୁଇଟି ପୃଥକ ଚୋରି ଅଭିଯୋଗର କର୍ତ୍ତୃପକ୍ଷ ତଦନ୍ତ କରିବା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍…

ନିର୍ବାଚନ ଆସନ୍ନ ବେଳେ ଭୁବନେଶ୍ବରରେ ସିବିଆଇ ଅଧିକାରୀ, ଛାତିରେ ପଶିଲା ଛନକା!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଶାସକ ବିରୋଧୀ ମୁହାଁମୁହିଁ ଏବଂ ନିର୍ବାଚନ ଆସନ୍ନ ବେଳେ ରାଜଧାନୀ ଭୁବନେଶ୍ବରରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପହଁଚିଛନ୍ତି। ତେବେ କେଉଁ କାରଣ ପାଇଁ ଆସିଛନ୍ତି ଜଣାନଥିଲେ ମଧ୍ୟ ଅନେକଙ୍କ ଛାତିରେ ଛନକା ପଶିବା ଆରମ୍ଭ କରିଛି ବୋଲି କୁହାଯାଉଛି।…

ପୋଲିସ ପଞ୍ଝାରେ ୫ ଠକ, ଜାଣନ୍ତୁ ଆପଣଙ୍କ ଅଜାଣତରେ କିପରି ତିଆରି ହେଉଥିଲା କ୍ରେଡିଟ୍ କାର୍ଡ?

ଭୁବନେଶ୍ୱର: ଆଜିର ଯୁଗରେ କ୍ରେଡିଟ୍ କାର୍ଡ ପ୍ରାୟତଃ ରଖୁଛନ୍ତି। ଧାର ମାଗିବା ଅପେକ୍ଷା କ୍ରେଡିଟ୍ କାର୍ଡ ବ୍ୟବହାରକୁ ଅଧିକ ଲୋକେ ପସନ୍ଦ କରୁଛନ୍ତି। କିନ୍ତୁ ଏଥିପାଇଁ ଅନେକ ଦସ୍ତଖତ ସହିତ କାଗଜପତ୍ର କାମ ରହିଛି। କିନ୍ତୁ କିଛି ଧୁର୍ତ ବା ଠକ ବାହାରିଛନ୍ତି ସେମାନେ ଆପଣଙ୍କ ନାଁରେ…

ଚାକିରି ନିୟମିତ ନକଲେ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଯୋଜନାରେ ୨୦୧୩ରେ ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତରମାନେ ୨୦୨୪ ଜାନୁଆରୀ ୧୬ ତାରିଖ ସୁଦ୍ଧା ସେମାନଙ୍କ ଚାକିରିକୁ ନିୟମିତ କରିବାକୁ ସରକାର ଦାବି କରି ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେଲେ ସାମୂହିକ…

ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପାଣ୍ଡିଆନ ପ୍ରବେଶ କରାଇବା ଧର୍ମକୁ ଅବମାନନା: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ଲହର କମିୟା ଜାନିଙ୍କ ପ୍ରବେଶକୁ ନେଇ ବିବାଦ ଘେରକୁ ଆସିଛନ୍ତି 5-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍। ଜାନୀଙ୍କ ଶ୍ରୀମନ୍ଦିର ଗସ୍ତ ଏବଂ ପରବର୍ତ୍ତୀ ସମୟରେ 'ମହାପ୍ରସାଦ' ସେବନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା…

କିଏ କାମିୟା ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମିତି ଦେଲା?: କଂଗ୍ରେସ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ବ୍ଲଗର କାମିୟା ଜାନିଙ୍କୁ ପ୍ରବେଶ ଅନୁମତି କିଏ ଦେଲେ । ଫାଇଭ ଟି ଅଧ୍ୟକ୍ଷ ତଥା ବିଜେଡି ନେତା ପାଣ୍ଡିଆନ କାହା ଅନୁମତିରେ ଶ୍ରୀମନ୍ଦିର ଭିତରକୁ ସଂପୃକ୍ତ ମହିଳାଙ୍କୁ ନେଇ ଯାଇଥିଲେ, ଏଭଳି ପ୍ରଶ୍ନ କର ଶନିବାର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ…