Latest Odisha News

BREAKING NEWS

Browsing Category

ଓଡିଶା

Odisha

କମୁଛି ପାରଦ , ବଢୁଛି ଶୀତ : ୧୦ଡିଗ୍ରୀ ତଳେ ୧୬ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ  ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । ଶୀତରୁ ରକ୍ଷା ପାଇବା ପାଇଁ କିଏ  ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି  । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି  । ୧୬ ସହରର ତାପମାତ୍ରା…

ଉପାନ୍ତର ଗୌରବ ଗୁପ୍ତେଶ୍ଵର: ମାତ୍ର ୨୬ବର୍ଷ ବୟସରେ IIT ଖଡଗପୁରରୁ ଡକ୍ଟରେଟ ସମ୍ମାନରେ ସମ୍ମାନିତ

ନୂଆପଡା: କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆସେ ।  ଦୃଢ ଇଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ  । ଏମିତି କିଛି  ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଉପାନ୍ତ ଦମାପଲା ଗାଁର ୨୬ ବର୍ଷୀୟ ଯୁବକ ଗୁପ୍ତେଶ୍ଵର ।  କମ ବୟସ ଓ ଏକ ଗରୀବ ପରିବାରରେ ଶିକ୍ଷା କୁ ପ୍ରାଧାନ୍ୟ ଦେଇ IIT…

ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ l ନର୍ସିଂହୋମ ଘେରିଲେ ପରିବାର ଲୋକେ । ଯାଜପୁର ମାନସାପୋଲ ନିକଟରେ ଓମ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ମୃତ ମହିଳା ହେଲେ ଯାଜପୁର ଥାନା…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା, ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କରାଯିବ ନିମନ୍ତ୍ରଣ

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଗତକାଲି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରଯାଇଥିଲା। ଯଜ୍ଞ ପାଇଁ…

ଲୋକାର୍ପିତ ହୋଇଛି ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କ

ପୁରୀ: ଚାଲିଛି ପର୍ଯ୍ୟଟନ ଋତୁ । ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ଲାଇଟ୍ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ…

ପଦ୍ମପୁୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରସ୍ତୁତି ବେଳେ ରାଜ୍ୟ ସରକାରକୁ ହାଇକୋର୍ଟଙ୍କ ଝଟକା

କଟକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ହାଇକୋର୍ଟ ଏହି ମାମଲାରେ ଦାୟର ଆବେଦନର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁଥିରେ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ନୂଆ ଜିଲ୍ଲା ଗଠନ ପାଇଁ ଘୋଷଣା…

ରାଉରକେଲାରେ କୋଲେରା ଆତଙ୍କ, ସରକାରୀ ରିପୋର୍ଟ ତୁଳନାରେ ବେସରକାରୀ ମୃତ୍ୟୁ ସଂଖ୍ୟା ଅଧିକ

ରାଉରକେଲା:  ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ କୋଲେରା ବା ହଇଜା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମଧୁସୂଦନପାଲିର ସାବିତ୍ରୀ ଗିରି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସହିତ ରାଉରକେଲାରେ କୋଲେରା ରୋଗରେ ଅଣଆନୁଷ୍ଠାନିକ…

ମକର ସଂକ୍ରାନ୍ତିରେ ନୀଳଗିରିରୁ ବାଲେଶ୍ବର ଗଡ଼ିବ ମେମୁ ଟ୍ରେନ୍!

ବାଲେଶ୍ୱର: ଖୁବଶୀଘ୍ର ନୀଳଗିରିର ଗୋଇନାଥପୁର ରେଳ ଷ୍ଟେସନରୁ ବାଲେଶ୍ୱର ଯାଏଁ ମେମୁ ଟ୍ରେନ୍ ଗଡ଼ିବ। ଦକ୍ଷିଣ-ପୂର୍ବ ରେଳପଥର ଆଞ୍ଚଳିକ ପ୍ରବନ୍ଧକ ଅନିଲ କୁମାର ମିଶ୍ର ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମେମୁ ଟ୍ରେନ ପାଇଁ ରେକ ଆସିସାରିଛି ଏବଂ ମନ୍ତ୍ରଣାଳୟ…

ଦେଶରେ ଥିବା ୧୦ଟି କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ରହିଛି: କେନ୍ଦ୍ର ସରକାର

ଭୁବନେଶ୍ୱର: ଗୁରୁବାର ଦିନ ଭାରତ ସରକାର ରାଜ୍ୟସଭାରେ ଦେଇଥିବା ଏକ ବୟାନରେ ଦେଶରେ ୧୦ଟି କଳାବାଘ (ମେଲାନିଷ୍ଟିକ୍ ଟାଇଗର୍) ଥିବା ନେଇ ପ୍ରକାଶ କରିଛନ୍ତି। ଏହି ସମସ୍ତ ବାଘ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ଭାବେ ଦେଖିବାକୁ ମିଳନ୍ତି ବୋଲି କୁହାଯାଇଛି। ସଂସଦର…