Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ…

୨୦୨୪ ନିର୍ବାଚନୀ ଫାଇଟ୍: ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି…

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢେଇ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ । ଆଜି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି । ୧୭ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛନ୍ତି ପ୍ରଭାରୀ । ତେବେ ଓଡିଶାର ପ୍ରଭାରୀ ଭାବେ ବିଜୟ ପାଲ ସିଂହ…

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ…

ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ୨.୩୫ କୋଟି ଠକେଇ, ୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ବର: ୨.୩୫ କୋଟି ଠକେଇ ଅଭିଯୋଗରେ ୨ଜଣ ଦୋଷୀ ସାବ୍ୟସ୍ତ। ଦୋଷୀ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ। ବାଲେଶ୍ଵର ଓପିଆଇଡି କୋର୍ଟ ପକ୍ଷରୁ ଏମାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ।…

ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ । ଖବର ମୁତାବକ,…

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ

ସମ୍ବଲପୁର: ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ରହିଥିଲେ ।…

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି।…

ଏଥର ବଜେଟରୁ କ’ଣ ଚାହୁଁଛି ମଧ୍ୟବିତ୍ତ ପରିବାର, ପ୍ରାତଃ ଭ୍ରମଣରେ ଦୁଇ ଚାକିରିଆଙ୍କ କଥା

ଭୁବନେଶ୍ୱର: ମୁଁ କ'ଣ ଆବଶ୍ୟକତା କରୁଛି, ମୁଁ ଘର ଚଳାଇବାକୁ କଣ କରିପାରିବି? ମୁଁ ଅନେକ ଥର ଦରମା ଗଣିବା ପରେ ଅନେକ ଥର ଅଭାବ ରହୁଛି। ଆଗକୁ ନିର୍ବାଚନ ଆସୁଛି, ତେଣୁ କେଇମାସ ପକେଟ ଉପରେ ବୋଝ କମିଯିବ ବୋଲି ଆଶା। ଏହା ହେଉଛି ଏକ ଚା ଖଟିରେ ସକାଳୁ ସକାଳୁ ଖବର କାଗଜ ପଢିବା ବେଳେ ଜଣେ…

ଫୋକସରେ ପଶ୍ଚିମ ଓଡ଼ିଶା: ଯେଉଁ ଦଳ ମନ ଜିିଣିବ; ତାକୁ ଜିତାଇବେ ଜନତା!

ଭୁବନେଶ୍ୱର: ୧୧ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡିଛି। ଶନିବାର ମା ସମେଲଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ କରି ରାଜ୍ୟ ସରକାର…

ନିର୍ବାଚନ ଆସନ୍ନ ବେଳେ ଦଳ ବଦଳ କରୁଥିବା ପରିବାରକୁ ଆକ୍ରମଣ? ବାଦ ପଡିଲେନି ଛୋଟ ପିଲା

ଭଦ୍ରକ: ଯଦିଓ ଏବେ ପାଗ ଶୀତୁଆ ରହିଛି ହେଲେ ନିର୍ବାଚନ ଆସନ୍ନ ବେଳେ ସାମାଜିକ ସ୍ଥିତି ଉଷ୍ମ ରହିଛି। କାରଣ ଦଳ ବଦଳ କରିବାକୁ ଯାଉଥିବା ଏକ ପରିବାର ରାଜନୈତିକ ଶତ୍ରୁତା କାରଣରୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯେଉଁଥିରେ ଦୁଇ ଜଣ ଛୋଟ ପିଲା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…