Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା, ୪ ମୃତ, ଅନେକ ଗୋରୁ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଵାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲେ ମଧ୍ୟ…

ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର :ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ବଗପାଟିଆ ପୁନର୍ବାସ…

ସ୍କୁଟି ଯୋଜନା ରାଜ୍ୟ ସରକାରଙ୍କ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍କୁଟି ଯୋଜନା ନିର୍ବାଚନୀ ଧୁଆଁବାଣ । କେବଳ ସ୍ୱୟଂ ସହାୟକ ଗୋଷ୍ଠିର ୨ ଲକ୍ଷ ମିଶନ ଶକ୍ତିର ମା’ ମାନଙ୍କୁ ସ୍କୁଟି ଦେଇଦେଲେ ମହିଳାମାନେ ସଶକ୍ତ ହେଇଯିବେ କି? ରାଜ୍ୟର ୭୦ଲକ୍ଷ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ରୋଜଗାର କେତେ ଏପର୍ଯ୍ୟନ୍ତ…

ରାଜ୍ୟର ଶାସନ ବ୍ୟବସ୍ଥା ବାବଦରେ ଅବଗତ କରାଇବାକୁ ଦିଲ୍ଲୀ ଯିବେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟର ସରକାର ଏବେ ଦଳରେ ପରିଣିତ ହୋଇଛି। ଦଳୀୟ କାମରେ ମାତିଛନ୍ତି ସରକାରୀ କର୍ମଚାରୀ। ଏହା କହିଛନ୍ତି ବିରୋଧୀ ଦଳ ନେତା। ଏବେ ଏହି କଥା ଦେଶର ପ୍ରମୁଖ ଅଧିକାରୀ ଏବଂ ବ୍ୟକ୍ତିଙ୍କ କାନରେ ଖବର ପକାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।…

ଟଙ୍କପାଣି ରୋଡରୁ ହଟିଲା ଜବରଦଖଲ, ୯ ହଜାର ସ୍କୋୟାର ଫୁଟ୍‌ର ଜମି ଅବରୋଧମୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ଼ରୁ ହଟିଲା ଜବରଦଖଲ । ଗୁରୁବାର ପ୍ରାୟ ୯ ହଜାର ସ୍କୋୟାର ଫୁଟ୍‌ର ଜମିକୁ ଅବରୋଧମୁକ୍ତ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏନଫୋର୍ସମେଣ୍ଟ ଟିମ୍ । ସ୍ଥିତି ବାନ ସମ୍ପତ୍ତିକୁ ଯିବା ଲାଗି ଥିବା ରାସ୍ତା ଉପରେ ବାଞ୍ଛାନିଧି ବହଳ ଓ ନକୂଳ…

ଦଳୀୟ ସଂଗଠନକୁ ମଜବୁତ କରିବାକୁ ୨୦୨୪ରେ ପୁରୀରୁ ପ୍ରାର୍ଥୀ ହେବେ କି ନବୀନ ଏବଂ ମୋଦୀ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ସେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ, ଏଥର ମଧ୍ୟ ସେ ସେପରି କରିପାରନ୍ତି ବୋଲି କେତେକ ରାଜନୈତିକ ବିଶ୍ଳେଷକ…

ବସ୍ତାର ବିଧାୟକ ପ୍ରାର୍ଥୀ ଭାବେ ରବି ଜେନାଙ୍କ ପତ୍ନୀଙ୍କ ଏଂଟ୍ରି, ନିତ୍ୟାନନ୍ଦ ଆଉଟ୍!

ବାଲେଶ୍ୱର: ପର୍ଯ୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆଗାମୀ ନିର୍ବାଚନରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରି ବାଲେଶ୍ୱର ଜିଲ୍ଲାର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବା ଜଣାପଡିଛି। ଦଳର ଜନସମ୍ପର୍କ…

ଚିଟଫଣ୍ଡ କମ୍ପାନୀ କେଡବ୍ଲୁଆଇଏଲର ଉଦଳା ଶାଖା ପରିଚାଳକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ବାଲେଶ୍ୱର: ଜମାକାରୀଙ୍କୁ ଠକିଥିବା ଅଭିଯୋଗରେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ କୋଲକାତା ଓ୍ବାଇର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଉଦଳା ଶାଖା ପରିଚାଳକ ସଂଗ୍ରାମ କେଶରୀ ପାତ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ତାଙ୍କୁ ୬୧ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।…