Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅକ୍ଟୋବର ୩୧ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଲା ବସ୍ ମାଲିକ ସଂଘ

ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ  । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି  । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ ଶହ ବସ୍ ଚଳାଇବେ । ୧୬ ଶହରୁ ୧…

ସୁଆଣ୍ଡ ଗ୍ରାମକୁ ମଦମୁକ୍ତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: ସୁଆଣ୍ଡ ଗ୍ରାମକୁ ମଦମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ଆଜି ଗୋପବନ୍ଧୁ ଦାସଙ୍କ ପବିତ୍ର ୧୪୬ତମ ଜନ୍ମଦିନ ଅବସରରେ ସମାଜସେବା ସଂସ୍ଥା ସ୍ୱଚ୍ଛର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଅଧକ୍ଷତାରେ ସମସ୍ତ ସଦସ୍ୟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ଏଥର ସହିଦନଗରରେ ଚମକିବ ଇକୋ ଫ୍ରେଣ୍ଡଲି ତୋରଣ : ଉଚ୍ଚତା ୮୫ ଫୁଟ

ଭୁବନେଶ୍ବର: ପାଖେଇ ଆସୁଛି ଦୁର୍ଗା ପୂଜା  । ଏହି  ଅବସରରେ  ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସଭାପତି, ଉପସଭାପତି, ଉପଦେଷ୍ଟା,କର୍ମକର୍ତ୍ତା,ସମ୍ପାଦକ ଓ ୩୦ ନମ୍ବର ଓ୍ବାର୍ଡର କର୍ପୋରେଟର ଏଥିରେ ଉପସ୍ଥିତ ଥିଲେ । ଚଳିତବର୍ଷ ସମିତି…

ସ୍ୱାଧୀନତାକୁ ୭୭ବର୍ଷ ପରେବି ଗାଁ କୁ ନାହିଁ ରାସ୍ତା, ରେଳ ଧାରଣା ଦେଇ ଯାଉଛନ୍ତି ଗ୍ରାମବାସୀ

ଜଳେଶ୍ୱର: ଦେଶ ସ୍ୱାଧୀନତାକୁ ଇତି ମଧ୍ୟରେ ୭୭ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଗ୍ରାମକୁ ରାସ୍ତାଟିଏ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଦେଶ, ବିକାଶର ଅମୃତ ମହୋତ୍ସଵ ପାଳନ କରୁଥିବା ବେଳେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଚାଷୀମାନେ ରେଳ ଧାରଣାକୁ ମୁଖ୍ୟ ରାସ୍ତା…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାର ସାମିଲ ହେବେ । ଏଯାଏ ସତ୍କାର ନେଇ…

ଟ୍ରାଫିକ୍ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ, ରଙ୍ଗ୍ ରୁଟରେ ଡ୍ରାଇଭିଂ କରି ୨୦୧ଟି ବାଇକ ଜବତ

ଭୁବନେଶ୍ବର: ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦ୍ଦେଶ କ୍ରମେ ଗତ ୦୭ ଏବଂ ୦୮ ତାରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା। ଏହି…

କଟକ ସହରରୁ ଉଠିଯିବ ମାଲଗୋଦାମ: କାହିଁକି ଉଠିବ ଏବଂ କେଉଁଠିକୁ ଯିବ, ଜାଣନ୍ତୁ ପୂରା ବିବରଣୀ

କଟକ:କଟକ ସହରର ପରିଚୟ…ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି । ଦିନକୁ ଦିନ ଜନସଂଖ୍ୟା ବଢୁଛି । ବ୍ୟବସାୟୀ…

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି

ଭୁବନେଶ୍ବର: ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  । ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି  । ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ଭଦ୍ରକ ଜିଲ୍ଲା ଡାକ୍ତର ସଂଘ ପକ୍ଷରୁ ନୂତନ ରାଜ୍ୟ ସଭାପତି ଡ଼ା ଜୟନ୍ତ ପଣ୍ଡା ଓ ଶ୍ୟାମସୁନ୍ଦର ଖଣ୍ଡେଲବାଲଙ୍କୁ…

ଭଦ୍ରକ: ଭଦ୍ରକ ଜିଲ୍ଲା ଚିକିତ୍ସକ ସଂଘ IMA ପକ୍ଷରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଥିବା CDMO କନଫରେନ୍ସ ହଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଡାକ୍ତର ସଂଘ ପକ୍ଷରୁ ନୂତନ କରି ୨୦୨୪ ଓ ୨୦୨୫ ପାଇଁ ରାଜ୍ୟ ସଭାପତି ଭାବେ ବାରିପଦାର ପ୍ରତିଷ୍ଠିତ ଡାକ୍ତର ଶ୍ୟାମସୁନ୍ଦର…

ଶକ୍ତିପୀଠର କାହାଣୀ: ମା’ଙ୍କ ଏହି ମନ୍ଦିରରେ ପୂଜା ପାଏ ମାଛ କଣ୍ଟା

ଭୁବନେଶ୍ଵର: ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । ଦେବଗଣ ଓ ଚଣ୍ଡିଚାମୁଣ୍ଡାଙ୍କ ସହ ମର୍ତ୍ତକୁ ଆସି ପାପିଙ୍କ ପାପକୁ ନାଶ କରି ସଂସାରକୁ ସୁଖରେ…