Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ, ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜନକୁ ବିରୋଧ

ପାରାଦୀପ: ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ । ମାସକୁ ୨୬ ଟି ବଦଳରେ ମାତ୍ର ୭ରୁ ୮ଟି ଡିଉଟି କମ୍ପାନୀ ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କଲେ ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜିତ କରିବାକୁ କହୁଛନ୍ତି କମ୍ପାନି କତୃପକ୍ଷ । ଯାହାର ପ୍ରତିବାଦରେ କମ୍ପାନି ଭିତରେ ଆଜି…

ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଲେ ପୁଅ ; କହିଲେ ଅବସ୍ଥା ସ୍ଥିର ରହିଛି , ଜଗନ୍ନାଥଙ୍କ…

ଭୁବନେଶ୍ୱର : ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ତାଙ୍କ ପୁଅ ସୁନୀଲ ମହାନ୍ତି ସୂଚନା ଦେଇଛନ୍ତି ।  ଜଗନ୍ନାଥଙ୍କ ଆଶୀର୍ବାଦରୁ  ଖୁବ୍ ଶୀଘ୍ର ବାପାଙ୍କ ଦେହ ଭଲ ହୋଇଯିବ  । ମହେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ବୁଲେଟିନ୍ ଜାରି ହୋଇଛି…

ରାଜସ୍ଥାନରେ ଇଡି-ଏସିବି ଟକ୍କର: ଲାଞ୍ଚ ଅଭିଯୋଗରେ ଇଡି ଅଧିକାରୀଙ୍କୁ ଜେଲରେ ପୁରାଇଲା ଏସିବି

ଜୟପୁର:  ରାଜସ୍ଥାନରେ ବିଗତ ଦିନରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘଣେ ଇଡି ଚଢାଉ କରିଥିଲା । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜେରା କରିଥିଲା । ଏବେ ରାଜସ୍ଥାନ ଏସିବି ଇଡିର ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି । କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍‌ ଲଗାଇଥିବା ବେଳେ ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ସୂଚନା ଅନୁସାରେ, ୨୦୨୧ ମସିହାରେ ମାହାଙ୍ଗା…

ଟ୍ୟୁସନ୍ ଫି ପାଇଁ ତଣ୍ଟି କାଟି ନାବାଳକକୁ ହତ୍ୟା : ଡିସିପି

ଖୋର୍ଦ୍ଧା : ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣା  । ଟିଉସନ୍ ଫି ପାଇଁ ନାବାଳକକୁ ହତ୍ୟା କରାଯାଇଛି । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ଭୁବନେଶ୍ବର ଡିସିପି ପ୍ରତୀକ ସିଂ  । ମୃତ ବାଳକ ଶୁଭମ୍ ସ୍ବରୂପ ପାଲଟାସିଂ ର ବାପା ଏବଂ ମାଆ ଟ୍ୟୁସନ୍ କରନ୍ତି । ହତ୍ୟା କରିଥିବା ଯୁକ୍ତ…

ଟଙ୍କା ବଦଳ ପାଇଁ ଆଜି ବି ଆରବିଆଇ ସାମ୍ନାରେ ଲାଗିଛି ଲମ୍ବା ଧାଡ଼ି

ଭୁବନେଶ୍ୱର: ଟଙ୍କା ବଦଳ ପାଇଁ ଆଜି ବି ଆରବିଆଇ ସାମ୍ନାରେ ଲାଗିଛି ଭିଡ । ଏକଦମ ଲମ୍ବା ଧାଡି । ସକାଳୁ ସକାଳୁ ଏହି ଧାଡି ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି ଇଓଡବ୍ଲ୍ୟୁ ଏବଂ ଇଡି ଖୋଳତାଡ କରିବା ପରେ ବି କିଛି ଫରକ ପଡିନି । ହେଲେ ଏ ଯାଏ ଧରାପଡୁନି ଏ ଟଙ୍କା କିଏ ଦେଉଛି  ।…

ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି: ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍

ବାରଙ୍ଗ: ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି । ଏବେ ଗ୍ରାହକଙ୍କ ପାଇଁ ତଣ୍ତ ଗଣିବେ ମଦ ଦୋକାନୀ । ୧୦ଟଙ୍କା ବଢେଇକି ନେଉଥିଲେ ଏବେ ୨୦ଲକ୍ଷ ଫାଇନ୍ ଦେବେ । ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ। ସୂଚନା ଅନୁସାରେ,…

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ…

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର

ପୁରୀ: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି ଅଧିକ ଚିକିତ୍ସା ପାଇଁ । ଗତକାଲି…

“ଅମୃତକଳସ ଯାତ୍ରା’ ପାଇଁ ଓଡ଼ିଆ କଳାକାରଙ୍କ ଚିତ୍ରିତ କଳସକୁ ଚୟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଅମୃତକଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶିଷ୍ଟ ଓଡ଼ିଆ କଳାକାର ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତିଙ୍କ ହାତରେ ଚିତ୍ରିତ କରାଯାଇଥିବା କଳସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୟନ କରିଛନ୍ତି । ଅମର ଶହିଦମାନଙ୍କ ତ୍ୟାଗ ପ୍ରତି ସମ୍ମାନ ପାଇଁ ମେରି ମାଟି ମେରା ଦେଶ-ଅମୃତକଳସ ଯାତ୍ରା’…