Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନ ବାବୁଙ୍କ ଅସଲ ଚେହେରା; ଦଳ ଭିତରେ ଚୁପ୍ ରହିଲେ ଦୁର୍ନୀତି ଚଳିବ, ପାଟି ଖୋଲିଲେ ଜେଲ ଯିବ: ଆପ୍

ଭୁବନେଶ୍ୱର: ବିଜେଡି ସରକାରଙ୍କୁ ଆମ୍ ଆଦମୀ ପାର୍ଟିର ଟାର୍ଗେଟ। ଦଳୀୟ ନେତା ଯେତେ ଅନ୍ୟାୟ କରିଲେ ସୁଦ୍ଧା ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆପର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର। ସେ କହିଛନ୍ତି, ସୋନପୁରର ବିଧାୟକ ତଥା ସ୍ୱାସ୍ଥ୍ୟ…

ପୋଖରୀରେ ବୁଡ଼ି ଚାଲିଗଲା ବାପା-ଝିଅଙ୍କ ଜୀବନ

ଢେଙ୍କାନାଳ: ଗନ୍ଦିଆ ଥାନା ବାଇଁଶିଆ ପଞ୍ଚାୟତ ଖଙ୍କରା ଗାଁରେ ଅଘଟଣ। ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ବାପା-ଝିଅ। ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତି ମହେଶ୍ୱର ନାୟକଙ୍କୁ ୪୮ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ ମନ୍ଦାକିନି ନାୟକଙ୍କ ବୟସ ୮ ବର୍ଷ।…

ବିଧାନସଭାରେ ଉପସ୍ଥାପିତ ହେଲା ୨୮,୨୦୦ କୋଟି ଟଙ୍କାର ଅତରିକ୍ତ ବଜେଟ

ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୨୩-୨୪ ପାଇଁ ଅତିରିକ୍ତ ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଶାସନିକ ବ୍ୟୟ ୨, ୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ୨୦, ୧୦୦ କୋଟି, ବିପର୍ଯ୍ୟୟ…

କାରରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଯୁବକଙ୍କୁ ଗିରଫ କଲା ଅବକାରୀ ବିଭାଗ

ଅନୁଗୁଳ: ଅବକାରୀ ବିଭାଗକୁ ପୁଣି ସଫଳତା। କାରରେ ଗଞ୍ଜେଇ ଚାଲାଣ ବେଳେ ମାଡି଼ ବସିଲା ଅବକାରୀ ବିଭାଗ। ଏହି ଘଟଣାରେ ୪୫ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଘଟଣାଟି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘଟିଛି। ସୂଚନା ଅନୁସାରେ ବୌଦ୍ଧରୁ ଏକ କାରରେ ଗଞ୍ଜେଇ…

ଏହି ତାରିଖରେ ପଡୁଛି ପୁଅଜିଉନ୍ତିଆ ବ୍ରତ, ଜାଣନ୍ତୁ ଏହି ବ୍ରତ ପାଳନ କଥା

ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ…

ବିଜେଡି ପାଇଁ ଦେଶରେ ମହିଳାଙ୍କୁ ମିଳିଲା ସଂରକ୍ଷଣ !

ଭୁବନେଶ୍ୱର: ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ଓ ଶ୍ରେୟର ଲଢେଇ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଶାସକ ଦଳ ବିଜେଡି ଏହି ପ୍ରସଙ୍ଗକୁ ନେଇ ମାହୋଲ ତିଆରି କରିବା ଆରମ୍ଭ କରିଛି। ବିଶେଷ କରି…

ମାଡି ଚାଲିଛି ଡେଙ୍ଗୁ, ରାଜଧାନୀରୁ ଆଉ ୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଥମୁନି ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ…

ଆଜି ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୨୫ ସେପ୍ଟେମ୍ବରରେ ଫେରିଯିବ ମୌସୁମୀ !

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ଏନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ। ଆଇଏମଡି ଅନୁଯାୟୀ, ଶୁକ୍ରବାର ଏବଂ ଶନିବାର ସକାଳ ୮.୩୦ ପର୍ଯ୍ୟନ୍ତ ଝାରସୁଗୁ଼ଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ…

ଉପର ମୁଣ୍ଡରେ ପ୍ରବଳ ବର୍ଷା, ପୁଣି ଖୋଲିଲା ହୀରାକୁଦର ୧୬ଟି ଗେଟ

ସମ୍ବଲପୁର: ଉପର ମୁଣ୍ଡାରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହୀରାକୁଦ କତୃପକ୍ଷ । ଗତକାଲି ୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୧୬ଟି ଗେଟ…

ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ ୫୦ରୁ ୬୦ ହଜାର ରୋଜଗାର କରୁଥିଲା ଅଭିଯୁକ୍ତି।…