Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥମୁନି ଜନନୀ ଯନ୍ତ୍ରଣା: ଆମ୍ବୁଲାନ୍ସ ନ ଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

ନୀଳଗିରି : ଥମୁନି ଜନନୀ ଯନ୍ତ୍ରଣା  । ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ  । ନୀଳଗିରି ବ୍ଲକ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ପତ୍ନୀ ଦଶ ମାସର ଗର୍ଭବତୀ ଥିଲେ  । ଗତକାଲି…

ଉଡ଼ାଣର ୨୫ ମିନିଟ୍ ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି : ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ…

ବାଲୁକା ପୂଜା କରିବା ପାଇଁ ଯାଇ ନିଖୋଜ ଥିଲେ ନାବାଳିକା, ଆଜି ମିଳିଲା ମୃତଦେହ

ପାରାଦୀପ: ପାରାଦୀପରେ ଅଭାବନୀୟ ଘଟଣା ଘଟିଛି  । ଗତକାଲି ବାଲୁକା ପୂଜା କରିବା ପାଇଁ ଯାଇ ପାରାଦୀପ ଅଠରବାଙ୍କି ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ  । ହେଲେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି  ।  ବାଲିପ୍ଲଟ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି।…

ଜଳେଶ୍ବରରେ ଗୋରୁ ଗାଡି ପୋଡି ଘଟଣା: ବଜରଙ୍ଗଦଳର ୪ ଯୁବକଙ୍କୁ ଅଟକ ରଖିବା ପ୍ରତିବାଦରେ ଥାନା ଘେରାଉ

ଜଳେଶ୍ବର: ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ। ଗତକାଲି ଗୋରୁ ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଏପରିକି ଗୋସୁରକ୍ଷାକାରୀ ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ। ଏହାର ପ୍ରତିବାଦରେ ଗତକାଲି ରାତିରୁ ସ୍ଥାନୀୟ ଲୋକ…

ଭୁବନେଶ୍ବର ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ, ଜଣେ ଅଟକ

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି  । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି  । ସୂଚନା ଅନୁଯାୟୀ  ଭୁବନେଶ୍ବର ରେଳ…

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ । ଯୁକ୍ତ-୨ ଶ୍ରେଣୀରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ବିତୀୟ ସୁଯୋଗ ମିଳିବ  । ପ୍ରଥମ ପର୍ଯ୍ୟାୟରେ କିଛି  ସମସ୍ୟା ଯୋଗୁଁ ନାଁ ଲେଖାଇପାରିନଥିବା ଛାତ୍ରଛାତ୍ରୀମାନେ  ଆସନ୍ତା ୧୩…

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ !

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଭିନ୍ନ ଭିନ୍ନ ଘଟଣାରେ ଦୁଇ ଝିଅଙ୍କର ମୃତ୍ୟୁ

କଟକ: ସିଡିଏ ସେକ୍ଟର-୬ରେ ମଙ୍ଗଳବାର ବିଦ୍ୟୁତ ଆଘାତରେ ଜଣେ ଯୁବତୀ (୨୦)ଙ୍କ ମୃତ୍ୟୁ ଘଟିଛି। ମୃତ କଣ୍ଢେଇ ଦାସଙ୍କ ଘର ସ୍ଥାନୀୟ ହେରଣପୁର ବସ୍ତିରେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୁଦୁରୁକୁଣୀ ଓଷା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଯୁବତୀ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ…

ଚାକିରି କରାଇଦେବା ନାଁରେ ୫୩ ଲକ୍ଷ ଟଙ୍କାର ଠକେଇ, ଯୁବତୀଙ୍କ ସମେତ ୬ ଜଣ ଗିରଫ

କଟକ: ଚାକିରି କରାଇଦେବା ନାଁରେ ଠକେଇ। ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୫୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଯୁବତୀଙ୍କ ସମେତ ଜାଲ ଚାକିରି ନିଯୁକ୍ତି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଗିରଫ। ରବିବାର କଟକରୁ କମିସନରେଟ୍ ପୁଲିସ ଏହି ଠକେଇ ଗ୍ୟାଙ୍ଗକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ନାଁ…

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଭାଇ-ଭଉଣୀଙ୍କ 'ରାହୁରେଖା ଲାଗି' ନୀତି ଅନୁଷ୍ଠିତ ହେଉଥିବାରୁ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, 'ରାହୁରେଖା ଲାଗି' ଦେବଦେବୀଙ୍କ…