Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନମୋହୁଛି ଭଳିକି ଭଳି ହସ୍ତତନ୍ତ : ସନ୍ଧ୍ୟା ହେଲେ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଲାଗୁଛି ଗହଳି

ଭୁବନେଶ୍ବର:  ଚିକମିକ ଆଲୋକମାଳାରେ ଝଲସୁଛି ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ  । ସନ୍ଧ୍ୟାରେ ଲାଗୁଛି ପ୍ରବଳ ଲୋକଙ୍କ ଗହଳି  । ବିଭିନ୍ନ ରାଜ୍ୟରୁ ଆସିଥିବା ଘର କରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକ  । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳିପାରୁଛି…

ପ୍ରସ୍ତୁତ ହେଲା ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା, ମାଗଣା ମହାପ୍ରସାଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି

ପୁରୀ: ଶ୍ରୀମନ୍ଦିରର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ…

ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି…

ସୌମ୍ୟଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ ପଡିଥିଲେ। ଏଥିରେ ସେ ୫ଟି ସଚିବଙ୍କ…

ଜୁଆ ଆଡ୍ଡା ଉପରେ ଚଢାଉ: ୭ ଜୁଆଡି ଗିରଫ, ୭୦ ହଜାର ଟଙ୍କା ସହ ୨୪ ଗାଡି ଜବତ

କରଞ୍ଜିଆ: ଚାଲିଥିଲା ଜୁଆ ଖେଳ ଆଉ ମାଡି ବସିଲା ପୋଲିସ  । ଜୁଆ ଖେଳ ଚାଲିଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି  । ଏବଂ ନଗଦ ୬୯ ହଜାର ୫୦୦ ଟଙ୍କା ସହ ୨୪ଟି ଗାଡି ଜବତ କରିଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ  । ସୂଚନା ମୂତାବକ…

ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ : ମଧ୍ୟାହ୍ନ ଧୂପ ପରେ ହେବ ନୀତିକାନ୍ତି

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ  ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ | ଦେବୀ  ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ…

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ: ଅନଲାଇନରେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ,  ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫  ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ  ଓଡିଶା…

ରାସ୍ତା ପାଇଁ ରାସ୍ତାରୋକ୍ : ରେଢାଖୋଲ ୫୫ନଂ ଜାତୀୟ ରାଜପଥ ମରାମତି ଦାବି

ରେଢ଼ାଖୋଲ : ରାସ୍ତା ପାଇଁ ରାସ୍ତା ଅବରୋଧ। ଆଜି ସକାଳ ୬ଟାରୁ ୫୫ ନମ୍ବର ଜାତୀୟ ରାଜପଥ ରେଢାଖୋଲ ଭୀମଭୋଈ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମଡ଼ର ଅଟକି ରହିଥିବା ଦେଖିବାକୁ ମିଳିଛି  । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି…

ଉଦ୍ଧାର ହେଲେ ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି : ସେଲଫି ନେବା ବେଳେ ଖସି ପଡିଥିଲେ

ସମ୍ବଲପୁର: ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର  । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ  । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ  ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା ।   …

ଦିନକ ପୂର୍ବରୁ ସୁସ୍ଥ ଥିବା ଝିଅ କେମିତି ମରିଲା? ହଷ୍ଟେଲରେ ଝିଅର ମୃତ୍ୟୁକୁ ନେଇ କାନ୍ଦୁଛନ୍ତି ବାପା-ମା’

ଜୟପୁର: ଝିଅ ପାଠପଢିବ । ବଡ ମଣିଷ ହେବ । ଏମିତି ଆଶାସ୍ୱପ୍ନ ନେଇ ବାପା-ମା’ ଝିଅକୁ ହଷ୍ଟେଲରେ ଛାଡି ଆସିଥିଲେ । ହେଲେ ହଷ୍ଟେଲରୁ ଆସିଲା ଦୁଃଖଦ ଖବର । ଝିଅକୁ ଦେଖିବା ପାଇଁ ବାପା-ମା’ ଧାଇଁଆସିଥିଲେ ଡାକ୍ତରଖାନା । କିନ୍ତୁ ଝିଅ ଆଉ ତାଙ୍କର ନଥିଲା । ସବୁଦିନ ପାଇଁ ସେମାନଙ୍କୁ ଛାଡି ଚାଲି…