Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେଲ ମାରିଲା ମହାପ୍ରୟାଣ ଗାଡି: ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ବାମୀ

ସମ୍ବଲପୁର: ଫେଲ ମାରିଲା ମହାପ୍ରୟାଣ ଗାଡି  । ସ୍ତ୍ରୀର ଶବ ନେବାକୁ ଟଙ୍କା ନଥିବାରୁ ଗାମୁଛା ପକାଇ ଭିକ ମାଗିଲେ ସ୍ବାମୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  ସମ୍ବଳପୁର ଭୀମସାରରେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁକତୁଙ୍ଗା ଗାଁର ପାଣ୍ଡବ  ମୁଖୀଙ୍କ ପତ୍ନୀ କର୍କଟ…

ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହେବ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଜୋର ଧରିଲାଣି ନିର୍ବାଚନୀ ତାତି । ଦଳ,କର୍ମୀ ସମସ୍ତେ ଚଳଚଞ୍ଚଳ । ଏସବୁ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ନେଇ ଚାଲିଛି ଜୋରଦାର ଉଦ୍ୟମ । ଅକ୍ଟୋବର ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ…

ପାରିବାରିକ କଳହର କରୁଣ ପରିଣତି: ଜନ୍ମ କଲା ଦେଢ଼ ମାସର ପୁଅକୁ ହତ୍ୟା କଲା ପିଶାଚ ମାଆ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗାଁରେ  ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କରିଛି ଜନ୍ମ କଲା ମା। ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଛି ଜନ୍ମକଲା ମା ପାର୍ବତୀ…

ସମ୍ବଲପୁରରେ ଚାଞ୍ଚଲ୍ୟ: ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଲେ ଯୁବକ, କାରଣ ଅସ୍ପଷ୍ଟ

ସମ୍ବଲପୁର : ସମ୍ବଲପୁରରେ ଚାଞ୍ଚଲ୍ୟକର ଘଟଣା ଘଟିଛି  ।  ଚାଉଁରପୁର ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ  । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି  ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର…

ମେଡିକାଲରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସାରେ ଅବହେଳା ଅଭିଯୋଗ

କନ୍ଧମାଳ: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଚିକିତ୍ସା ଅବହେଳାରୁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତାରୋକ କରିଛନ୍ତି  । ଫଳରେ ଶହ ଶହ ଗାଡି ମଟର ଅଟକି ରହିଛି  । ମୃତକ…

ବାଲେଶ୍ବର ଶୋଭାରମପୁରରେ ଯୁବକଙ୍କୁ ଗୁଳିମାଡ ଘଟଣା: ୮ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବାଲେଶ୍ଵର : ବାଲେଶ୍ଵର ଶୋଭାରମପୁରରେ ଯୁବକଙ୍କୁ ଗୁଳିମାଡ ଘଟଣା  । ପୋଲିସ ଏହି ଘଟଣାରେ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି  । କଥା କଟିରୁ ଏହି ଗୁଳିକାଣ୍ତଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି  । ଗତକାଲି ରାତିରେ ଶୋଭାରମପୁରର ଅନ୍ଧାରୀ ମଙ୍ଗଳା ଠାକୁରାଣୀ…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର  । ପ୍ରବଳ ବର୍ଷା ନେଇ ଆଜି ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ବିଧାୟକ ଓ ସାଂସଦ ଅନୁପସ୍ଥିତ ରହିବା ବଢ଼ାଇଲା ଚର୍ଚ୍ଚା

ବାରିପଦା : ବାରିପଦା ସହରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ଆଦିରନ ମାରାଥନ'ରେ ହଜାର ହଜାର ଯୁବ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା। ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ବି. ଗଙ୍ଗାଧର ଓ ବିଜେଡିରୁ ଆସିଥିବା ରାଜନୈତିକ ନେତାମାନେ ପତାକା…

୨୦୨୪ ପାଇଁ ତିନି ଦଳର ସମରସଜ୍ଜା, ଜାଣନ୍ତୁ ତିନି ଦଳ କେମିତି ଭୋଟ୍ ଭିକ୍ଷା କରିବେ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏହାର ନେତା ଓ କର୍ମୀଙ୍କ ପାଇଁ ଏକ ବିଶାଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ବିଜେପି ପକ୍ଷରୁ କଣ୍ଟ୍ରୋଲ ରୁମ୍ ଓ ଓ୍ୱାର ରୁମ୍…

ଶିକ୍ଷକ: ଏପଟେ ନିଯୁକ୍ତି, ସେପଟେ ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଡିଏ ହଜାର ନୂତନ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ କରି ସାରା ଓଡ଼ିଶାରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୂର୍ବ ଫର୍ମାଟ ଅନୁଯାୟୀ ପେନସନ ଓ କେନ୍ଦ୍ରୀୟ ଦରମା ଅନୁସାରେ ଦରମା ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…