Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ଡେଙ୍ଗୁ ଜ୍ୱର ବ୍ୟାପିବା ପରେ କଟକକୁ ଡେଙ୍ଗୁ ଭୟ, ପରିମଳ ଉପରେ ପ୍ରଶାସନର ଗୁରୁତ୍ୱ

କଟକ: ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆଜି କଟକ ମହାନଗର ନିଗମ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ମାସରେ ଅଧିକ ସମୟ ଧରି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ହେଁ ଏଯାଏଁ ସିଲଭର ସିଟିରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ତଥାପି, ସଦ୍ୟ ସରକାରୀ ତଥ୍ୟ କହୁଛି,…

ରାଜ୍ୟରେ ମୋବାଇଲ ଟାଓ୍ୱାର କେତେ ଅଛି, ବିଜେଡି ଓ କଂଗ୍ରେସକୁ ହିସାବ ଦେଲେ କେନ୍ଦ୍ର ଟେଲିକମ ମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳ ଓ କଂଗ୍ରେସକୁ କଡ଼ା ସମାଲୋଚନା କରି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟରେ ଟେଲିକମ୍ ଘନତ୍ୱକୁ ନେଇ ବିରୋଧୀ ଓଡ଼ିଶାବାସୀଙ୍କୁ ମିଛ କହିବା ବନ୍ଦ କରନ୍ତୁ। ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଯୋଗ ଦେଇ ବୈଷ୍ଣବ କହିଛନ୍ତି ଯେ, ଦୂରସଞ୍ଚାର…

‘ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ କିଛି ଅଧିକାରୀ ଫଟୋ ଉଠାଇଲେ ଆଗେଇବନି’

ଭୁବନେଶ୍ୱର: ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ ନେଇ ଓଡ଼ିଶାର ବିଜେଡି ସରକାରକୁ କଟାକ୍ଷ କରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦାବି କରିଛନ୍ତି ଯେ, ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ଏପର୍ଯ୍ୟନ୍ତ ଉପଯୁକ୍ତ ପଦକ୍ଷେପ ନେଇନାହିଁ।…

ସ୍ୱର୍ଗତଃ ସୁଶ୍ରୀ ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା, ଯୋଗଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ

କଟକ: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ (କୁନି ଅପା)ଙ୍କ ଗତ ୧୦ ତାରିଖ ଦିନ ଦେହାନ୍ତ ହୋଇଛି । ଆସନ୍ତା ୧୬ ତାରିଖ ସଂଧ୍ୟା ୭ଟାରେ ରେ ସ୍ୱର୍ଗତଃ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ରାଜ୍ୟ…

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶବ ପରିଚାଳନା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା‌ ଅନ୍ତର୍ଗତ ବାହାନଗାରେ ହୋଇଥିବା ଦୁର୍ଭାଗ୍ୟଜନକ ଟ୍ରେନ୍‌ ଦୁର୍ଘଟଣାରେ ମୃତ ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ପ୍ରୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜାତୀୟ…

ଲାଞ୍ଚ ନେବା ପଡିଲା ମହଙ୍ଗା; ମାଡି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡି ବସିଲା ଭିଜିଲାନ୍ସ ।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ।  ବରିଷ୍ଠ କିରାଣି ମନୋଜ ଜଣେ  ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର…

କଲେଜ ଯାଉଥିବା ତିନି ଛାତ୍ରୀଙ୍କୁ ପିଟିଦେଲା ଟ୍ରକ; ୨ ମୃତ

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି । ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର…

ବିଜେପି ଦଳର ପ୍ରବଞ୍ଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି – କଂଗ୍ରେସ

ଭୁବନେଶ୍ୱର: ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି । ଯେତେ ତ୍ରିରଙ୍ଗା ଯାତ୍ରା କରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ…

ଗାଁ ମଶାଣିରେ ସମ୍ପନ୍ନ ହେଲା ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ…

ବଳ ଗୋଟାଉଛି କଂଗ୍ରେସ; ଗିରିଧର ଗମାଙ୍ଗଙ୍କ ପରେ ଦଳକୁ ଫେରିବେ ଜୟରାମ ପାଙ୍ଗି!

ଭୁବନେଶ୍ୱର: ବିଆରଏସରୁ ମୁହଁ ଫେରାଉଛନ୍ତି ନେତା । ଓଡ଼ିଶାରେ ଦଳଗଠନକୁ ନେଇ ବିଆରଏସର ଆଭିମୁଖ୍ୟକୁ ଦେଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ପରେ ଏବେ ଜୟରାମ ପାଙ୍ଗିଙ୍କ ପାଳି । ଜୟରାମ ଏବେ କଂଗ୍ରେସକୁ ପୁଣି ଫେରିବାକୁ ଚାହୁଁଥିବା ନେଇ…