Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗୁଆ ନିର୍ବାଚନ ନେଇ ମୁହାଁମୁହିଁ ବିଜେପି-ବିଜେଡି: ସାଂସଦଙ୍କୁ କାଉଣ୍ଟର କଲେ ବିଧାୟକ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କରିବୁନି । ଏକା ଏକା ଲଢିବୁ । ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ବିଜେଡି ସହ ମେଣ୍ଟ କରିବୁନି । ନିକଟରେ ବିଜେପି ସାଂସଦ ଅପରାଜିତା…

କଂଗ୍ରେସକୁ ଫେରିବେ ନିଲମ୍ବିତ ନେତା ଓ ଦଳ ଛାଡିଥିବା ନେତା, ଦିଲ୍ଲୀରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ରାଜ୍ଯରେ ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ଘଣି ହେଉଥିବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ ଏବେ ନିଜକୁ ଆହୁରି ମଜବୁତ କରି ଭୋଟ୍ ବ୍ୟାଙ୍କ ହାତେଇବାକୁ ଯାେଜନା କରୁଛି। ତେଣୁ ଦଳ ଛାଡିଥିବା ନେତା ଏବଂ ନିଲମ୍ବିତ ନେତାଙ୍କୁ ଦଳକୁ କିଭଳି ଫେରାଇ ଅଣାଯିବ ସେ ନେଇ ପ୍ରସ୍ତୁତି…

ଖୁବଶୀଘ୍ର ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି…

ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଯାଉଛି…

ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ। ବିଶିଷ୍ଟ ସେବା…

ବିବାଦରେ ବିଏମସି: କର୍ପୋରେଟରଙ୍କୁ ଅଣଦେଖା ,ପତାକା ଉତ୍ତୋଳନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ବର: ବିଏମସିରେ ଅଫିସର ରାଜ୍ । ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଉଛି ବିଏମସି । ଆସନ୍ତା ସ୍ବାଧୀନତା ଦିବସରେ ଓ୍ବାର୍ଡ ଅଫିସରେ କର୍ପୋରେଟରଙ୍କୁ ବାଦ୍ ଦେଇ ଓ୍ବାର୍ଡ ଅଫିସର ପତାକା ଉତ୍ତୋଳନ କରିବେ । ଯାହାକୁ ନେଇ ଏବେ କର୍ପୋରେଟର ମହଲରେ…

ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅତ୍ୟାଧୁନିକ ତେଜସ୍ ରେକ୍ଲ ଲଗାଯାଇଥିବା ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଏହାର ଯାତ୍ରା ସମୟରେ…

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ, ସାଂସଦ ଅପରାଜିତା

ଭୁବନେଶ୍ୱର: ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ରାଜ୍ୟ ଶାଖା ପକ୍ଷରୁ ସୋମବାର ଭୁବନେଶ୍ୱରରେ 'ହର ଘର ତ୍ରିରଙ୍ଗା' ରାଲି ଆୟୋଜନ କରାଯାଇଛି। ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ…

ଅଗ୍ନି ନିର୍ବାପକ ନୋଟିସ ଅବଧି ଶେଷ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ?

ପୁରୀ (ସନ୍ତୋଷ କୁମାର ଦାସ): ବଡଦାଣ୍ଡରେ ଥିବା କୋଠା ଗୁଡିକୁ ଦିଆଯାଇଥିବା ତିନିମାସର ଅଗ୍ନି ନିରାପତ୍ତା ନୋଟିସ ଅବଧି ପୂରଣ ହୋଇଛି। ଏବେ କଡାକଡି ଯାଞ୍ଚର ସମୟ। ତେବେ ଏହି ତିନିମାସ ଭିତରେ କିଏ କେତେ ନିୟମ ଆନୁପାଳନ କରିଛି, ଯାଞ୍ଚ ହେବ ତ ତାହା ଏବେ ବଡ ପ୍ରଶ୍ନ। ନିୟମ ଅନୁପାଳନ…