Latest Odisha News

BREAKING NEWS

Browsing Category

ଓଡିଶା

Odisha

 ଶ୍ରମିକ ସାମାଜିକ ସୁରକ୍ଷା  ଯୋଜନାରେ ସାମିଲ ହେବେ ଡେଲିଭରି ବୟଙ୍କ ସହ ୫୦ ବର୍ଗ;  ମିଳିବ ଏସବୁ ସହାୟତା

ଭୁବନେଶ୍ୱର:ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ  ।  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଏମାନଙ୍କୁ ସରକାର ଯୋଗାଇ ଦେବେ ସହାୟତା । ଶ୍ରମିକ ତଥା…

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି l ଲଗାଣ ବର୍ଷା…

ହାଇକୋର୍ଟରୁ ଜାମିନ ପାଇଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ, ତଥାପି ବାହାରି ପାରିବେନି ଜେଲରୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ମିଳିଛି ଜାମିନ । ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ  ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଏବେ ଅର୍ଚ୍ଚାନଙ୍କୁ ଦୁଇଟି ମାମଲାରେ ଜାମିନ ମିଳିଛି । ତେବେ ହାଇକୋର୍ଟ ଜାମିନ…

ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ସ୍ଥିତି ବେହାଲ, ରାସ୍ତାରେ ୨ ଫୁଟର ଡ୍ରେନ ପାଣି

ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରିହଛି । ଦୁଇଦିନ ଧରି ତୁହାକୁ ତୁହା ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀରରେ ମା’ ପାଟଣେଶ୍ୱରୀଙ୍କ ମନ୍ଦିର ପାଣିରେ ବୁଡି ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ଜିଲ୍ଲାର ଅଧିକାଂଶ ସହରର…

ଅବପାତ ଗଭୀର ଅବପାତର ରୂପ ନେଲା; ୧୦ ଜିଲ୍ଲାରେ ପ୍ରବଳ ବର୍ଷା, ଭୂସ୍ଖଳନ ଆଶଙ୍କା

ଭୁବନେଶ୍ୱର: ଗଭୀର ଅବପାତ ପରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ବର୍ଷାର ପରମାଣ ଆହୁରି ବୃଦ୍ଧି ପାଇବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ  । ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ କରାଯାଇଛି । ବୌଦ୍ଧରେ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଇତିମଧ୍ୟରେ ଉତର-ପୂର୍ବ…

ବର୍ଷାରେ ବେହାଲ ଓଡିଶା: ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ମନ୍ଦିରର ଛାତରୁ ପାଣି ଗଳୁଥିବା ବେଳେ ତଳପଟେ…

ଚିଦାମ୍ବରମଙ୍କ ପ୍ରଶ୍ନ: ବିଜେଡି କ’ଣ ଚାହେଁ ବାବୁଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ସରକାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଓ ଜଗନ ମୋହନ ରେଡ୍ଡୀଙ୍କ ଓ୍ୱାଇଏସଆର କଂଗ୍ରେସ। ଏହି ଦୁଇ ଦଳ କେଉଁ ସ୍ବାର୍ଥ ପାଇଁ ସମର୍ଥନ କଲେ ବା ଏହାକୁ ବିରୋଧ କରିଥଲେ କଣ ଫରକ ପଡ଼ିଥାନ୍ତା…

ସାରା ରାଜ୍ୟରେ ବର୍ଷା ବିତ୍ପାତ; ବୌଦ୍ଧରେ ୨୪ ଘଣ୍ଟାରେ ସର୍ବାଧିକ ୩୯୦ ମିମି ବର୍ଷା

ଭୁବନେଶ୍ୱର:ସାରା ରାଜ୍ୟରେ ବର୍ଷା ବିତ୍ପାତ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ଥିବା ଲୋକେ ଅବସ୍ଥା ବେହାଲ ହୋଇ ପଡିଲାଣି । ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ…

ପାହାଡ଼ ଉପରୁ ଖସିଲା ପଥର, ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୁଳ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯାଇଥିଲା। ଫଳରେ ଟ୍ରାକରୁ ଚକ ଖସି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲା। ତାଳଚେରରୁ…

ବର୍ଷା ଦିନେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହ, ପୋଲିସ କଲା ସତର୍କ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ରାସ୍ତା ଘାଟରେ ଚଳାଚଳ…