Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଛନ୍ତି । ୫ଟି ମହାନଗର ନିଗମ ତଥା ଭୁବନେଶ୍ୱର, ବ୍ରହ୍ମପୁର,…

ବୋଲେରୋକୁ ଧକ୍କା ଦେଲା ଟ୍ରେନ, ୩୦ ମିଟର ଘୋଷାଡି ନେଲା

ପାରାଦୀପ:ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଧକ୍କା ଦେଲା ବୋଲେରୋକୁ । ପ୍ରାୟ ୩୦ମିଟର ଘୋଷାଡ଼ି ହୋଇଗଲା ବୋଲେରୋ । ଆଜି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି କ୍ୟାଣ୍ଟିନ ପାଖରେ ଏହି ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି ନିଜ…

ଆଇଜ୍ବାଲ ଚିଡ଼ିଆଖାନାରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନରୁ ଆସିଲା ଆଉ ଏକ ଖୁସି ଖବର । ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସିବା ନେଇ ସୂଚନା ମିଳିଛି । ଏଥିପାଇଁ ମିଜୋରାମ ଅଭିମୁଖେ ବାହାରିଛନ୍ତି ୬ ଜଣିଆ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ବର…

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୩…

କବି ଜୟନ୍ତଙ୍କ ଶେଷଇଚ୍ଛା.. ମୋର ସବୁ ଲେଖା ପୋତିଦେବ.. ମୃତ୍ୟ ପରେ ଯଥା ଶୀଘ୍ର ଶେଷକୃତ୍ୟ ସମ୍ପନ୍ନ କରିବ

କଟକ: ନୀରବି ଯାଇଛି ଚନ୍ଦ୍ରଭାଗା  । ସବୁଦିନ ପାଇଁ ଚନ୍ଦ୍ରଭାଗାର ମୋହ ଛାଡି ଖାନନଗରକୁ ଆପଣେଇ ନେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର । ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର କଟକରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର,ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର: ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ଦୁଇ ଠିକାଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ…

ରାଜବାଟୀରେ ଇଏ କି ନ୍ୟାୟ ? ସାଇକେଲରେ ବାନ୍ଧି ପିଟିଲେ , ବୁଲାଇଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ରାଜବାଟୀକୁ ଚୋରୀ କରିବାକୁ ଆସି ଧରାପଡିଛି ଚୋର  । ଆଉ ଚୋରକୁ କାବୁ କରିବା ପରେ ତାକୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି । ସୁରକ୍ଷାକର୍ମୀଙ୍କ ନିର୍ଯ୍ୟାତନା ସବୁ ସୀମା ପାର୍ କରିଛି  । ରାଜବାଟୀର ସୁରକ୍ଷାକର୍ମୀ…

ଭୁବନେଶ୍ୱର ଷ୍ଟେସନକୁ ଆସନ୍ତାକାଲି ଯାଏ ଆସିବନି ଟ୍ରେନ: ୧୧ ଯୋଡା ଟ୍ରେନର ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟ୍ରାକ ବିଛାକାମ ଶେଷ ହୋଇଥିବାବେଳେ ସିଗନାଲ ସିଷ୍ଟକୁ ପୁନଃ ବ୍ୟବସ୍ଥିତ କରାଯାଉଛି । ଫଳରେ ଗତକାଲି ଭୁବନେଶ୍ୱର ଷ୍ଟେସନରେ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ ଚଳାଚଳ ପ୍ରଭାବିତ…

ଭଉଣୀ ସୁଭଦ୍ରାଙ୍କ ତରଫରୁ ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଲା ପାଟରାକ୍ଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ । ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା…

ନବରଙ୍ଗପୁର ଏକବାରି ଜଙ୍ଗଲରେ ଯବାନ-ନକ୍ସଲ ଗୁଳି ବିନିମୟ: ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବୋରାଇ ଥାନା ଅଞ୍ଚଳରେ ଥିବା ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି  । ଯବାନଙ୍କ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି  । ଘଟଣା ଘଟିବା ପରେ  ବୋରେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ…