Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ଭଦ୍ରକ: ଶନିବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଏଏସ୍ଆଇ। ଏଏସଆଇ ମାନସ କୁମାର ପରିଡା ଜିଲ୍ଲାର ବନ୍ତ ଥାନାରେ ନିୟୋଜିତ ଥିଲେ। ପୂର୍ବରୁ ରୁଜୁ ହୋଇଥିବା ଏକ ଜମିଜମା ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ମା'ଙ୍କୁ ସାହାଯ୍ୟ କରିବା ପାଇଁ ଜଣେ…

ସରକାରଙ୍କୁ ନୀତି ତିଆରିରେ ସହଯୋଗ କରିବ ଲଣ୍ଡନର ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାର ଅଂଶବିଶେଷ ସ୍ୱରୂପ ଟିବିଆଇ ସରକାରଙ୍କୁ ପରାମର୍ଶମୂଳକ ସହାୟତା ପ୍ରଦାନ କରିବ। ଯାହା ଫଳରେ ସରକାର ନିଜର ସାମଗ୍ରିକ…

ହସ୍ପିଟାଲର ଏସି ଚୋରି କରିବାକୁ ଆସି ବିଦ୍ୟୁତ ଆଘାତରେ ଚାଲିଗଲା ଚୋରର ଜୀବନ !

କଟକ : କଟକ ସହରରେ ଥିବା ଶିଶୁ ଭବନ ହସ୍ପିଟାଲରୁ ଏସି ଚୋରି କରିବାକୁ ଯାଇ ଜଣେ ବ୍ୟକ୍ତି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଶନିବାର ଦିନ ସହରର ଶିଶୁ ଭବନର ଅଧିକାରୀମାନେ କ୍ୟାମ୍ପସରେ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ…

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋକିମ୍-ଚିରଞ୍ଜୀବ ଝଡ଼

ଭୁବନେଶ୍ୱର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ନେଇ ନେତାଙ୍କ ମଧ୍ୟରେ କଥାକଟାକଟି ହୋଇଛି। ଅନେକ ଦଳୀୟ…

ଶ୍ରୀମନ୍ଦିରକୁ ଛାଡ଼ିବା ପାଇଁ ଭକ୍ତଙ୍କଠାରୁ ନେଉଥିଲେ ଲାଞ୍ଚ; ଧରାପଡି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  OSAP ର ଭାରତୀୟ ରିଜର୍ଭ ବ୍ୟାଟାଲିୟନ (ଆଇଆରବିଏନ୍) ଜଣେ ସିପାହୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି । ସେ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବା ଲାଗି ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା…

ଆଇଟିଇଆର ନିକଟ ଜଗମୋହନ ନଗରରେ ଉଦ୍‌ଘାଟିତ ହେଲା ପୋଲିସ ଫାଣ୍ଡି

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି ।  ପୋଲିସ୍ କମିଶନର  ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ  ଶନିବାର…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ଜୋର ଧରିଲା; ରାଜସ୍ୱମନ୍ତ୍ରୀ କହିଲେ, ଆବଶ୍ୟକ ପଡିଲେ ଖୋଲାଯିବ

ପୁରୀ:ଶ୍ରୀନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଦାବି ଜୋର ଧରିଲା । ନେତାଙ୍କଠାରୁ ଜନତା ସମସ୍ତେ ଏବେ ଶ୍ରୀମନ୍ଦିର ୪ ଦ୍ୱାର  ଖୋଲିବା ପାଇଁ ଅଡି ବସିଛନ୍ତି ।  କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା  । ହେଲେ ଏବେ ଆଉ କରୋନା ଭୟ ନାହିଁ । ତେଣୁ ଚାରି ଦ୍ୱାର ଖୋଲି ଭକ୍ତଙ୍କ…

ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ବିରୋଧ; ଗାଁରେ ପୂରେଇ ଦେଲେନି ଲୋକେ

ପୁରୀ: ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବିରୋଧ । ନେତାଙ୍କ ବିରୋଧରେ ଚାପା ଅସନ୍ତୋଷ ବାହାରି ଆସିଥିଲା ଜନତାଙ୍କର । ପୂର୍ବତନ ମନ୍ତ୍ରୀ ଶନିବାର ପୁରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇଥିଲେ । ସେଠାରେ ଏକ  …

ସୋଆକୁ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି । ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍‌ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ…

୨୯ ସେପ୍ଟେମ୍ବରରୁ “ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ “ପ୍ରୋପ୍ୟାକ୍ ଓଡ଼ିଶା-୨୦୨୩ ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର…