Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଜାତୀୟ ପ୍ରସାରଣ ଦିବସ: ଜାଣନ୍ତୁ କଣ ଅଛି ଏବର୍ଷର ଥିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି।…

୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର। ଫେରାର ହୋଇଥିବା…

ରାଜଧାନୀରେ ଜାରି ରହିଛି ଫୁଟ୍ ପାଟ୍ରୋଲିଂ, ରାସ୍ତାରେ ବ୍ଲକିଂ ଚେକିଂକୁ କଡ଼ାକଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଜୋରଦାର ନାଇଟ୍ ପାଟ୍ରୋଲିଂ। ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ରବିବାର ରାତିରେ ଭୁବନେଶ୍ୱରର ବିଭିନ୍ନ ବଜାର ଅଞ୍ଚଳରେ ଚେକିଂ ବ୍ଲକିଂ ହୋଇଛି। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ…

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ: ୫ ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନ

ସମ୍ବଲପୁର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ…

ସ୍ଵାସ୍ଥ୍ୟ ପାଇଁ ହିତକାରୀ ଏହି ପତ୍ର: ଜାଣନ୍ତୁ ଏହାର ନାମ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି। ତେବେ ଏପରି କିଛି ଗଛ ଅଛି ଯାହା ଆମ ଶରୀରରେ ଥିବା ଅନେକ ରୋଗର ନିରାକରଣ…

ସେକ୍ସ ରାକେଟ ଅଭିଯୋଗରେ ହୋଟେଲରେ ପୋଲିସର ଚଢ଼ାଉ, ୧୪ ଗିରଫ

ଝାରସୁଗୁଡ଼ା: ସେକ୍ସ ରାକେଟ ଅଭିଯୋଗରେ ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୋଲିସର ରାତି ଅଧିଆ ଚଢ଼ାଉ। ଏହି ଘଟଣାରେ ହୋଟେଲରୁ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚପଡ଼ା ନିକଟ ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ପୋଲିସ ସୂଚନା ପାଇଁ ରାତି ଅଧିଆ…

ଜରି ବସ୍ତା ଭିତରୁ ନବଜାତ ଶିଶୁ ଉଦ୍ଧାର

ମାଲକାନଗିରି: ଶନିବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସହରର ତଳସାହିରେ ଏକ ପରିବାର ଶନିବାର ଅପରାହ୍ନରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। କାନ୍ଦ ପାଖ ଘରୁ ଆସୁଛି ବୋଲି ଧରିନେଇ ପ୍ରଥମେ ସେମାନେ ଏହାକୁ ଅଣଦେଖା…

ଜଣେ କି ଦୁଇ ଜଣ ନୁହେଁ, ପୂରା ଗାଁର ଅଧିକାଂଶ ଲୋକଙ୍କୁ ଠକି ଦେଇଛନ୍ତି ସାଇବର ଠକ

ବ୍ରହ୍ମପୁର: ଜଣେ କି ଦୁଇ ଜଣ ନୁହେଁ ପୁରା ଗୋଟିଏ ଗାଁକୁ ଠକି ଦେଇଛନ୍ତି ସାଇବର ଠକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମରେ ଏକ ମୋବାଇଲ ଆପ୍ ଜରିଆରେ ଶହ ଶହ ନିଯୁକ୍ତିର ଆଶା ଦେଖାଇ ବେକାର ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ଠାରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି…

ନିଶା କାରବାର ଉପରେ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କଠୁ ମାଡ଼ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ଚଢାଉ କରିବାକୁ ଯାଇ ମାଡ ଖାଇଛନ୍ତି ଅବକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଘୋଡାହଡା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଆକ୍ରମଣ କରିବାରୁ ଅବକାରୀ ଇନ୍ସପେକ୍ଟର ଓ ଜଣେ କନଷ୍ଟେବଳ ଗୁରୁତର ଆହତ…