Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ: ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସେ ସମବେଦନା ଜ୍ଞାପନ…

ପୁଣି ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ବନକଲାଗିରେ ‘ନକଲି କସ୍ତୁରୀ’ ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବନକଲାଗି ନୀତିରେ ବ୍ୟବହାର ପାଇଁ ନିମ୍ନମାନର ବା ନକଲି ସାମଗ୍ରୀ ଯୋଗାଇ ଦେଉଥିବା ସେବାୟତ ଅଭିଯୋଗ କରିବା ପରେ ପୁରୀ ଶ୍ରୀମନ୍ଦିର ଏବେ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବନକଲାଗି ନୀତିରେ ବିଳମ୍ବ ହେବା ପରେ ଭକ୍ତ ଓ ଦତ୍ତମହାପାତ୍ର ସେବାୟତମାନେ…

ବାଲେଶ୍ବର ମେମୁ ଟ୍ରେନର ଲୋକପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ଖଡଗପୁୁରରେ ପଚରାଉଚରା

ବାଲେଶ୍ବର: ନୀଳଗିରି ରୋଡ ଷ୍ଟେସନରେ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଖଡଗପୁର ରେଲଓ୍ବେ ଡିଭିଜନର ତଦନ୍ତ ଆରମ୍ଭ। ଯାତ୍ରିବାହୀ ଟ୍ରେନର ଲୋକପାଇଲଟ, ଟେକ୍ନିକାଲ ଷ୍ଟାଫ, କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଖଡଗପୁରରେ ପଚରାଉଚରା କରାଯାଉଥିବା…

କିସକୁ ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର

ଭୁବନେଶ୍ୱର: ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କିସକୁ ସମ୍ମାନଜନକ ଇଣ୍ଟରନ୍ୟାସ୍‍ନାଲ୍‍ ଗ୍ରୀନ୍‍ ଗାଉନ୍‍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମରେ…

ଆରବିଆଇ ପକ୍ଷରୁ କୁଇଜ୍ ପ୍ରତିଯୋଗିତା, ରୀତିକା ଓ ସଚ୍ଚିଦାନନ୍ଦ ରାଜ୍ୟ ଚାମ୍ପିଅନ୍

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ (FLW) ଆୟୋଜନ କରି ଆସୁଛି । ଯାହା ସାରା ଦେଶର ଜନସାଧାରଣଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଆର୍ଥିକ ଶିକ୍ଷାର ବାର୍ତ୍ତା ପ୍ରଚାର କରୁଛି । ଆର୍ଥିକ ଶିକ୍ଷା ପାଇଁ ଜାତୀୟ…

୩ ବର୍ଷର ଝିଅକୁ ହତ୍ୟା ପରେ ୭ ରାଜ୍ୟରେ ୧୦ ବର୍ଷର ଲୁଚକାଳି, ମହାରାଷ୍ଟ୍ରରୁ ଗିରଫ ହେଲା ପିଶାଚ ବାପା

ଭୁବନେଶ୍ୱର: ୩ ବର୍ଷର ଝିଅକୁ ମାରିଲା । ୧୦ ବର୍ଷ ଧରି ୭ ରାଜ୍ୟରେ ଲୁଚକାଳି ଖେଳିବା ପରେ ମହାରାଷ୍ଟ୍ରରୁ ଗିରଫ ହୋଇଛି ପିଶାଚ ବାପା । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନିଜ ୩ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ପ୍ୟାନ କାର୍ଡ ବ୍ୟବହାରକୁ ଟ୍ରେସ୍ କରି ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ।…

ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲଗାଇବା ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବା ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଭିତ୍ତିଭୂମି ଅଭାବ ଓ ଆବଶ୍ୟକ ସପ୍ଲାଏର୍ସ ନଥିବାରୁ ଅବଧି ବୃଦ୍ଧି କରାଯାଇଛି ।…

ନା ‘ଇଣ୍ଡିଆ’, ନା ଏନଡିଏ; କ’ଣ ରହିବ ଏହି ୫ ଦଳର ଆଭିମୁଖ୍ୟ?

ନୂଆଦିଲ୍ଲୀ: ଦିଲ୍ଲୀ ଓ ବେଙ୍ଗାଲୁରୁରେ ୬୨ ରାଜନୈତିକ ଦଳର ନେତା ଉପସ୍ଥିତ ରହି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଙ୍କ କଷୁଛନ୍ତି।  ଦିଲ୍ଲୀରେ ଅଶୋକା ହୋଟେଲରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ…

ଏନ୍ଏଚ୍-୧୬ରେ ବ୍ରିଜ୍ ଦବିବା ଘଟଣା, ନିର୍ମାଣଗତ ତ୍ରୁଟି ବୋଲି କହିଲା ଏନ୍ଏଚ୍ଆଇ

ଯାଜପୁର: ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ରେ ଯାଜପୁର ରସୁଲପୁର ନିକଟରେ ବ୍ରିଜ୍ ଦବି ଯାଇଛି । ଫଳରେ ଏନ୍ଏଚ୍-୧୬ରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ମଙ୍ଗଳବାର ସକାଳୁ ବାଲେଶ୍ୱର-ଭୁବନେଶ୍ୱର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ,…

ଭଦ୍ରକ ଜାତୀୟ ରାଜପଥର ଫ୍ଲାଏ ଓଭର ବ୍ରିଜ ଉପରେ ବଡ଼ ଗାତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ଏକ ଫ୍ଲାଏ ଓଭର ଉପରେ ବଡ ଗାତ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିଲ୍ଲାର ଆରଡ଼ି ନିକଟରେ ଥିବା ଫ୍ଲାଏଓଭରର ଉପରେ ଏକ ଓସାରିଆ ଗାତ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଯାହା ଆଗାମୀ ଦିନରେ ବ୍ରିଜ୍ ଉପରେ…