Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା; କେଉଁଠି ରଖିବେ ୨ ଚକିଆ, ୪ ଚକିଆ, ଜାଣନ୍ତୁ ପୂରା ବିବରଣୀ

ପୁରୀ:ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇ ତିନି ଠାକୁର  ଶ୍ରୀମନ୍ଦିରରୁ ଯିବେ ଗୁଣ୍ଡିଚାଘର । ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ । ଗହଳଚହଳ ହେଇ ପଡିଲାଣି ବଡଦାଣ୍ଡ ।  ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ବରିଷ୍ଠ ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠୁ ଅଧିକ ୨୦୧ ପ୍ରତିଶତ ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ପରେ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ରାମଚନ୍ଦ୍ର ସେନଙ୍କୁ ଭିଜିଲାନ୍ସ ଗିରଫ କରିଛି । ରାମଚନ୍ଦ୍ରଙ୍କ ଠାରୁ ଭିଜିଲାନ୍ସ ଆୟଠୁ ଅଧିକ…

ପ୍ରଶାସନିକ ସେବାଠୁ ଖଣି, ବ୍ୟବସାୟ ସବୁଠି ଦକ୍ଷିଣ ଭାରତୀୟଙ୍କ ରାଜ; ଏହା ଖାଲି ସଂଯୋଗ ନା ସୁଚିନ୍ତିତ ପ୍ରୟାସ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଜଣେ ହେଲେ ବି ଓଡ଼ିଆ ଅଧିକାରୀ ନାହାନ୍ତି ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ୩ ଜଣ ଦକ୍ଷିଣ ଭାରତୀୟ ଅଫିସର । ସେତିକି ନୁହେଁ, ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କର…

ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତି: ଆଜି କମିପାରେ ତାପମାତ୍ରା

ଭୁବନେଶ୍ୱର:ଆଷାଢରେ ନିଆଁ ବର୍ଷା । ମୌସୁମୀ ଆସିବାକୁ ତଥାପି ଡେରି ଅଛି । ପ୍ରାକ ମୌସୁମୀ ବର୍ଷା ବି ନାହିଁ । ଅନ୍ୟପକ୍ଷେ ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି । ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜଧାନୀବାସୀଙ୍କ…

ରାଜ୍ୟରେ ସଚିବ ଅଛନ୍ତି, ତେଣୁ ବ୍ୟୟବହୁଳ ନିର୍ବାଚନ ନହେବା ଦରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନାଁ ନେଇ 5ଟି ସଚିବଙ୍କ କାର୍ଯ୍ୟଧାରାକୁ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏବେର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟି ଯାଇଛି। ତିନି ରାଜନୈତିକ ଦଳର ନେତା ଏହାକୁ ନେଇ ବୟାନବାଜି କରୁଛନ୍ତି। ଏହାରି ଭିତରେ ରାଜ୍ୟର ପୂର୍ବତନ…

ଯୁବକର ଖଣ୍ଡା ଚୋଟରେ ଦୁଇ ମହିଳାଙ୍କ ମୃତ୍ଯୁ

ପାରାଦୀପ: ଏକ୍ସପ୍ରେସ୍ ୱେ କଲୋନୀରେ ଯୁବକର ଉନ୍ମତ୍ତ କାଣ୍ଡ। ଯୁବକର ଖଣ୍ଡା ଚୋଟରେ ୨ ମହିଳା ମୃତ। ରବିବାର ଜଗତତ୍ସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର ଏକ୍ସପ୍ରେସୱେ କଲୋନୀରେ ଏହି ହତ୍ୟାକାଣ୍ଡ ସମସ୍ତଙ୍କୁ ହତବାକ କରିଦେଇଛି। ଜଣେ ମୃତକଙ୍କ ନାମ ମୀନାରାଣି ସାହୁ (୫୦) ଏବଂ ଅନ୍ୟଜଣେ…

ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ, ରାତିରେ ପ୍ରତିବାଦ କଲେ ପାକନାଗୁଡା ବାସିନ୍ଦା

ନବରଙ୍ଗପୁର: ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ। ପାକନାଗୁଡା ଗାଁର ଶତାଧିକ ଲୋକ ଶନିବାର ବିଳମ୍ବିତ ରାତିରେ ତଣ୍ଡାଗୁଡାସ୍ଥିତ ଗ୍ରୀଡ୍ କାର୍ଯ୍ୟାଳୟର ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରିଛନ୍ତି। ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି…

ଏଠି ରାଜନେତା ନିରବ, ବ୍ୟୁରୋକ୍ରାଟ ନେତୃତ୍ବ ନେଉଛନ୍ତି: ଜୁଏଲ ଓରାମ

ସୁନ୍ଦରଗଡ: ସାଂସଦ ଅପରାଜିତା ଷଡ଼ଙ୍ଗୀ ସଚିବଙ୍କୁ ବିରୋଧ କରି ଦେଇଥିବା ମନ୍ତବ୍ୟକୁ ସମର୍ଥନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ। ଫାଇଭ ଟି ସଚିବ ପ୍ରସଙ୍ଗ ଉଠାଇ ଜୁଏଲ ଓରାମ କହିଛନ୍ତି,  ସଚିବ ଯେପରି ଚଳାଇଛନ୍ତି ଆପଣ ଦେଖୁଛନ୍ତି, ମୁଁ ବି ଦେଖୁଛି। ଏଇଟା ପବ୍ଲିକ ଓ…

ପୁରୀରେ ନକଲି ଅବଢା ବିକ୍ରି ଜଗନ୍ନାଥ ସଂସ୍କୃତି ବିରୋଧୀ: ଗଜପତି

ପୁରୀ: ନକଲି ଅବଢ଼ା ବିକ୍ରି ବନ୍ଦ ହେବା ଦରକାର। ମହାପ୍ରସାଦର ସ୍ବତନ୍ତ୍ର ମର୍ଯ୍ୟାଦା ଓ ପ୍ରସ୍ତୁତ ପ୍ରଣାଳୀ ରହିଛି। ଏଥିପାଇଁ ନୀତି ନିୟମ ରହିଛି। ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନକଲି ଅବଢ଼ା ବିକ୍ରି ହେଉଥିବା ନେଇ ଏବେ ସୁଆର ମହାସୁଆର ନିଯୋଗର ଅଭିଯୋଗକ୍ରମେ…

ରଥଯାତ୍ରା ପାଇଁ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ

ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ। ଯାତ୍ରୀ ପରିବହନକୁ ସୁଗମ ଓ ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ। ଏଥିଲାଗି…