Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଧିକ ରୋଜଗାର ଲୋଭ ଦେଖାଇ ଅନଲାଇନରେ କରୁଥିଲେ ଠକେଇ, ୩ ଗିରଫ

ଭୁବନେଶ୍ୱର: ଅନଲାଇନ୍ ଠକେଇ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଅର୍ଥନୈତିକ ଅପରାଧିକ ଶାଖା ୩ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି । ଏମାନେ www.r46.in ୱେବସାଇଟ୍ ଖୋଲି ଡିଜିଟାଲ୍ ମାର୍କେଟିଂ ଜରିଆରେ ଅଧିକାର ରୋଜଗାର ଆଶା ଦେଖାଇ…

ମେ ପହିଲାରୁ ଜୁଲାଇ ୩୧ ଯାଏ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ମେ ୧ରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଜୁଲାଇ ୩୧ ଯାଏ ୩ ମାସ ବନ୍ଦ ରହିବ । ଏହି ସମୟରେ କୁମ୍ଭୀରମାନ ପ୍ରଜନନ କରିଥାନ୍ତା । କୁମ୍ଭୀରମାନେ ଲୁଣିପାଣିରେ ଅଣ୍ଡା ଦେଇଥାନ୍ତି । କୁମ୍ଭୀରମାନଙ୍କୁ…

ସମ୍ବଲପୁରରେ ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ: ବର୍ଷିଲା ବିଜେପି, ବିଜେଡି କହିଲା ପୋଲିସ ଦେବ ଉତ୍ତର

ଭୁବନେଶ୍ୱର: ଏପ୍ରିଲ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏପ୍ରିଲ ୧୧ ତାରିଖରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଗୁଇନ୍ଦା ଏସପି ଏପରି…

ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକର ଚା ବିକ୍ରେତା ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ପ୍ରେରଣାଦାୟକ ଯାତ୍ରାକୁ ମନେ ପକାଇଥିଲେ। ମୋଦୀ ଶିକ୍ଷକମାନଙ୍କ ଅନ୍ୟାନ୍ୟ ଉଦାହରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି,…

୨୦୨୫ ପର୍ଯ୍ୟନ୍ତ ଇ-ଯାନ ଉପରେ ମିଳିବ ବର୍ଦ୍ଧିତ ସବ୍‌ସିଡି

ଭୁବନେଶ୍ୱର: ରାଜ୍ୟରେ ଇ-ଯାନ କିଣିବାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାର ନିକଟରେ ଏହା ସବ୍‌ସିଡି ବଢ଼ାଇଥିଲେ। ଏହି ବର୍ଦ୍ଧିତ ସବ୍‌ସିଡି ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ପଛୁଆ ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ବର୍ଦ୍ଧିତ ସବ୍‌ସିଡି ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ…

ନିଶା ପାଇଁ ବାପର ଜୀବନ ନେଲା ପୁଅ

କଟକ : ପିଶାଚ ସାଜିଲା ପୁଅ । ପିଟି ପିଟି ବାପାର ଜୀବନ ନେଇଗଲା । ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ । ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫)। ବାଲୁଙ୍କେଶ୍ୱର ପୁଅ ହେଉଛନ୍ତି ଅପର୍ତି ମହାନ୍ତି ।…

ଆଟମିକ ଏନର୍ଜି କମିଶନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ତେଲେ କେନ୍ଦ୍ର ସରକାର। ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଅଜିତ ବର୍ତ୍ତମାନ ‘ଭାବା ଆଟମିକ୍‌ ରିସର୍ଚ…

ରାଜ୍ୟରେ ୨୦ ବର୍ଷରେ ୩ ଗୁଣ ବଢ଼ିଛି କ୍ଷୀର ଉତ୍ପାଦନ ଓ ମାଂସ ୬ ଗୁଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୦ ବର୍ଷରେ କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିଛି। ବିଶ୍ୱ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କ୍ଷୀର ଓ ଅଣ୍ଡା ଉତ୍ପାଦନ ୩…

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା। ଗତକାଲି ସେ ଗାଁ ନିକଟ ଜମିରେ…

ସମ୍ବଲପୁରବାସୀଙ୍କୁ ମିଳିଲା ଆଶ୍ୱସ୍ତି, ହଟିଲା କର୍ଫ୍ୟୁ

ସମ୍ବଲପୁର : କଟକଣାରୁ ମୁକ୍ତ ହେଲେ ସମ୍ବଲପୁରବାସୀ । ୧୪ ଦିନ ପରେ ଉଠିଲା କର୍ଫ୍ୟୁ । ଆଉ ୨ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ପୂର୍ବରୁ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ବେଳେ ଆଜି ଧନୁପାଲି ଓ ଟାଉନ୍‌ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇଛନ୍ତି ଉପଜିଲ୍ଲାପାଳ । ହନୁମାନ ଜୟନ୍ତୀ…