Latest Odisha News

BREAKING NEWS

Browsing Category

ଓଡିଶା

Odisha

୯୦ରୁ ୯୧ ଦିନ ହେଲେ ଆତ୍ମାହୁତି; ଏମିତି ଚେତାବନୀ ଦେଇ ଆନ୍ଦୋଳନ ସ୍ଥଗିତ କଲା ଡ୍ରାଇଭର ମହାସଂଘ

ଭୁବନେଶ୍ୱର: ଶେଷରେ ଡ୍ରାଇଭର ମହାସଂଘ ନିଜ ଜିଦରୁ ଓହରିଲା । ଅନ୍ଦାେଳନ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଏ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି  ପ୍ରଶାନ୍ତ ମେନ୍ଦୁଲି । ୩ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ରହିବା ନେଇ ସୂଚନା ଦେଇଛନ୍ତି ସଭାପତି । ତେବେ ୯୧ ଦିନ ହେଲେ ଆତ୍ମାହୁତି ଦେବୁ…

ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଚେତାବନୀ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଥମୁନି ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ମହାସଂଘ ଭେଟିବା ପରେ ୩ ମାସ ମଧ୍ୟରେ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ହେଲେ ଆଜି ସ୍ଥିତି ବଦଳିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର…

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ ।…

ଡ୍ରାଇଭର ମହାସଂଘ ନିଷ୍ପତ୍ତି: ସରକାର ଘୋଷଣା ନ କଲା ଯାଏ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ତୃତୀୟ ଦିନରେ ପହଞ୍ଚିଛି । ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବ ବୋଲି ଆଶା କରାଯାଉଥିଲା।   ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା ।  ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ…

ନିଷ୍ପତ୍ତିରୁ ଓହରିଲେ ଘରୋଇ ବସ ମାଲିକ ସଂଘ; ସ୍ୱାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର: ନିଷ୍ପତ୍ତିରୁ ଓହରିଛନ୍ତି ଘରୋଇ ବସ ମାଲିକ ସଂଘ । ଫଳରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇଛି । ବସ ଚଳାଚଳ ବନ୍ଦ କରିବେ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ  ସୂଚନା ଦେବା ପରେ ଏକ ବଡ ସମସ୍ୟା ଟଳି ଯାଇଛି । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ…

ଶିଶୁପାଳଗଡ଼ ଓ ପାରାଭାଡ଼ି ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଛି ।  ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିବା  ଦରକାର । ଏଥିପାଇଁ ପଦକ୍ଷେପ ନେବା ଲାଗି ଏଏସଆଇ ଓ ରାଜ୍ୟ ସରକାରଙ୍କୁ…

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ…

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା। ହାଇକୋର୍ଟ ମାମଲାର ଶୁଣାଣିକୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଗୁରୁବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି…

ନଭେମ୍ବର ସୁଦ୍ଧା ୯ ମାଓପ୍ରବଣ ଜିଲ୍ଲାକୁ 4G ସେବା

ଭୁବନେଶ୍ୱର: ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ। ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।…