Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଦିନ ଭିଜିବ ଓଡ଼ିଶା ! ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଖୁବ ଶୀଘ୍ର ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ବାୟୁମଣ୍ଡଳ…

ଗାଁକୁ ନାହିଁ ରାସ୍ତା, ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ଜଗତସିଂହପୁର : ଗାଁକୁ ନାହିଁ ରାସ୍ତା । ରୋଗୀଟିଏ ରୋଗରେ ପଡ଼ିଲେ ନାଁ ଆସିପାରୁଛି ଆମ୍ବୁଲାନ୍ସ, ନାଁ ଆସିପାରୁଛି ଅଗ୍ନିଶମ ଗାଡ଼ି । ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଟେକିଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥାନ୍ତି ଗ୍ରାମବାସୀ। ଆମେ କୌଣସି ଉପାନ୍ତ ଅଞ୍ଚଳ କଥା କହୁନାହୁଁ ବରଂ ଏ…

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ ! ମାରିସାରିଲାଣି ୨୬ଟି ମେଣ୍ଢା, ବନ ବିଭାଗର ତନାଘନା

କଟକ : ନିଆଳିକୁ ପୁଣି ଫେରିଛି ଅଜଣା ଜନ୍ତୁ ଆତଙ୍କ ! କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ୧୦ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଗାଁର ଶରତ ଚୌଧୁରୀଙ୍କ ଆଜି ସକାଳେ ଗୁହାଳ ଖୋଲିବାପରେ ୧୦ଟି ମେଣ୍ଢାଙ୍କ…

ଗରମ ଡାଲିରେ ପଡି ଛାତ୍ର ମୃତ୍ୟୁ ଘଟଣାରେ WEO, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ   ଗରମ  ଡାଲିରେ ପଡି ଛାତ୍ରଙ୍କର ମୃତ୍ୟୁ ଘଟଣାରେ କୋଇଡା ବ୍ଲକ WEO (Welfare Extension Officer) ବିକାଶ ରଞ୍ଜନ ନାଏକ ଏବଂ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ସୁନ୍ଦରଗଡ…

ଜୟନାରାୟଣ ହାଜିର ହୋ ! ୨୦୧୮ ଦିଲେଶ୍ୱର ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍…

୪ ଦିନ ନିଖୋଜ ପରେ କୂଅରୁ ଉଦ୍ଧାର ହେଲା ଓକିଲଙ୍କ ମୃତ ଦେହ

କଟକ: ୪ ଦିନ ହେଲା ନିଖୋଜ ଥିବା ଓକିଲଙ୍କୁ ପୋଲିସ ଉଦ୍ଧାର କରିଛି ଏକ କୂଅ ଭିତରୁ । କେହି ତାଙ୍କୁ ହତ୍ୟା କରିବା ପରେ କୂଅ ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପାରିବାରିକ ଶତ୍ରୁତାରୁ କେହି ତାଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୪ ଦିନ ଧରି…

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ । ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘…

ପ୍ୟାରୀମୋହନ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ଫରକ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା 'ଦ ଲଲନଟପ'କୁ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଦଳ ଛାଡିଲେ, ଓଡ଼ିଶା ରାଜନୀତିଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ବିରୋଧୀ ଉଠାଇଲେ ନବ ଦାସ ପ୍ରସଙ୍ଗ, ଶାସକ ଦଳ କହିଲା… ବିରୋଧୀ ବିଧାନସଭାର ନିୟମ ଭାଙ୍ଗୁଛି

ଭୁବନେଶ୍ୱର: ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ 43 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ ଦାସର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିବାରେ କ୍ରାଇମବ୍ରାଞ୍ଚ ଏଯାଏଁ ସଫଳ ହୋଇପାରିନାହିଁ। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ପରେ ସୋମବାର ଶୂନ୍ୟକାଳରେ ବିଧାନସଭାରେ…

ମୋବାଇଲ ନଦେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କଲା ସ୍ତ୍ରୀ

ବଲାଙ୍ଗୀର: ମୋବାଇଲ୍ ଫୋନ୍ ପାଇଁ ଝଗଡ଼ା ହେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ। ଏହାପରେ ସ୍ୱାମୀ ଗୁରୁତର ଆହତ ହୋଇଛି। ରବିବାର ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କେଶରକେଲା ଗାଁର ଗଣେଶ୍ୱର ସୁନାଙ୍କୁ ଗୁରୁତର ଅବସ୍ଥାରେ ଭୀମା ଭୋଇ…