Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏପ୍ରିଲ ୬ରୁ ୧୪ ସାମାଜିକ ନ୍ୟାୟ ସପ୍ତାହ ପାଳିବ ବିଜେପି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଇତି ମଧ୍ୟରେ ଅନୁସୂଚିତ ଜାତିର ଭୋଟର୍ସଙ୍କୁ ଟାଣବା ପାଇଁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳିବ  । ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ  ଦୁଷ୍ୟନ୍ତ ଗୌତମ …

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

ନୂଆପଡ଼ା : ଗାଁର ଚାରିପଟେ ଘେରି ରହିଛି ଜଙ୍ଗଲ । ପ୍ରତିଦିନ ବିପଦ ସଂଙ୍କୁଳ ରାସ୍ତା ଦେଇ ପାର୍‌ ହେଉଛନ୍ତି ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସୁବିଧା କଥା ନକହିବା ଭଲ । ଦୁର୍ବିସହ ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଦୁର୍ଗମ ଅଞ୍ଚଳ ବାସୀ । ଏଭଳି ଏକ ଗାଁ ହେଉଛି ବୋଡେ଼ନ ବ୍ଲକର…

ଆଗାମୀ ୩ ଘଣ୍ଟାରେ କାଳବୈଶାଖୀ ନେଇ ଖୋର୍ଦ୍ଧା, କଟକ ସହ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ସତର୍କତା । ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କତା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ…

ସମର୍ଥ ହତ୍ୟା ଘଟଣା:  ପୁଲିସ୍ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମିତ ଶର୍ମା ପୋଲିସ ରିମାଣ୍ଡରେ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଛି । ସେ ନିଜ ହାତ କାଟି ଦେଇଥିବା ପୋଲିସ କହିଛି । ଉପସ୍ଥିତ ପୋଲିସ ଅମିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ…

ପୁଞ୍ଜି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ବର : ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟ ପଚାରିଛନ୍ତି, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ଏଥିସହ ସେ…

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ପାଇଁ ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ହେଲେ ଏଣିକି ଦେବାକୁ ହେବ ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଡାକ୍ତରୀ ଶିକ୍ଷା ଭଳି ଏବେ ନର୍ସିଂ ପାଠ ପଢିବା ପାଇଁ ଦେବାକୁ ପଡ଼ିବ ଜାତୀୟ ସ୍ତରରେ ହେଉଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) । ଓଡ଼ିଶାରେ ମଧ୍ୟ ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଦେବାକୁ ହେବ ନିଟ୍ ପରୀକ୍ଷା।…

ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା 

ନୂଆପଡ଼ା: ଶିକାର କରିବାରେ ମାତିଛି ବାଘ। ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ । ଗତକାଲି ରାତିରେ ଚିଟିରାମ…

ବଲାଙ୍ଗୀରରେ ଶିକ୍ଷକ ଚାକିରିରେ ବି ଜାଲ୍ ସାର୍ଟିଫିକେଟ!

ବଲାଙ୍ଗୀର: ଜିଲ୍ଲାରେ ଜାଲ୍ ସାର୍ଟିଫିକେଟକୁ ନେଇ ଧରପଗଡ ଜୋରଦାର ଚାଲିଛି। ଡାକଘର ପରେ ସମବାୟ ବ୍ୟାଙ୍କ ଆଉ ଏବେ ଶିକ୍ଷକ ଚାକିରିରେ ବି କିଛି ବ୍ୟକ୍ତି ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ସୂଚନା ରହିଛି। ଯାହା ସମସ୍ତଙ୍କୁ ହତବାକ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ…

ଝାରସୁଗୁଡାରେ କଂଗ୍ରେସର ଚୟନ କମିଟି, ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା

ଝାରସୁଗୁଡା: ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ କିଏ କଂଗ୍ରେସ ପ୍ରାର୍ଥୀ ହେବେ ସେ ନେଇ ଆରମ୍ଭ ହୋଇଛି କସରତ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ କମିଟି ଏ ନେଇ ଝାରସୁଗୁଡାରେ ପହଁଚିଛନ୍ତି। ସାଲୁଜାଙ୍କ ରିପୋର୍ଟ ଆଧାରରେ ବିଧାୟକ ପ୍ରାର୍ଥୀ କିଏ…