Latest Odisha News

BREAKING NEWS

Browsing Category

ଓଡିଶା

Odisha

IAS ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି

ଭୁବନେଶ୍ୱର: ୧୯୯୩ ବ୍ୟାଚର ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଦଳଙ୍କୁ ସରକାର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବେ ନିଯୁକ୍ତି ଦେଇଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କୁ ସରକାର ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିଲେ । ପ୍ରଦୀପ ଜେନାଙ୍କ ସ୍ଥାନରେ…

ପ୍ଲାଷ୍ଟିକ ଚାଉଳ ନୁହଁ, ଭିଟାମିନ୍ ଯୁକ୍ତ ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପିଡିଏସରେ ପ୍ଲାଷ୍ଟିକ ଚାଉଳ । ଏନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଗତକାଲି ଚିଠି ଲେଖିଥିଲେ । ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି…

ପ୍ଲାଣ୍ଟେସନ ନାଁରେ ହରିଲୁଟ୍‌, ଜାଳିଦେଲେ ହଜାର ହଜାର ଗଛ

କାମାକ୍ଷାନଗର : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଲା ସଙ୍ଗିନ ଅଭିଯୋଗ । ବୃକ୍ଷ ରୋପଣ ନାଁରେ ବନ ବିଭାଗ ବାବୁଙ୍କ ହରିଲୁଟ। ଜାଳିଦେଲେ ହଜାର ହଜାର ବୃକ୍ଷ  । ପ୍ଲାଣ୍ଟେସନ ନାଁରେ ହରିଲୁଟ କରିଛନ୍ତି ବନ ବିଭାଗ ଅଧିକାରୀ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର କନ୍ଧରା ବିଟ ଅନ୍ତର୍ଗତ କରଡାପାଳ…

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଜଗତସିଂହପୁର: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । ଚାଲିଗଲା ୨ ଜଣଙ୍କ ଜୀବନ, ୨ ଜଣ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଆଜି ମଧ୍ୟାହ୍ନରେ ବାଣ ବନ୍ଧା କାମ ଚାଲୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।…

ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ: ପାେଲିସ-ବିଜେପି ମାରପିଟ, ଅଫିସରଙ୍କ ଫାଟିଲା ମୁଣ୍ଡ

ଭୁବନେଶ୍ୱର: ଲୋୟର ପିଏମଜି ଛକରେ ଆଜି ସୃଷ୍ଟି ହୋଇଛି ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଧସ୍ତାଧସ୍ତି ମାରପିଟ ଭିତରେ ଜଣେ ପୋଲିସ କମର୍ଚାରୀଙ୍କ ମୁଣ୍ଡ ଫାଟି ଯାଇଥିବା ଖବର ମିଳିଛି ।…

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ, ରଖିଲେ ଏମିତି ସର୍ତ୍ତ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଦେଖା ଦେଇଥିବା ସମସ୍ୟା ଦୂର ହୋଇଛି । ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି…

ଜନ୍ମଦିନରେ କେକ୍‌ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ

ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍‌ କାଟିବା  । ଆଉ ଜନ୍ମଦିନରେ କେକ୍‌ କଟା ନଗଲେ ଫିକା ପଡ଼ିଯାଏ ମନ  । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍‌ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍‌ କାଟିବାର ବି ଦେଖିଥିବେ  । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍‌ କାଟୁଛି…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତାଙ୍କ ଟାର୍ଗେଟ: ଏମିତି ସଙ୍ଗୀନ ବେଳାରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାହିଁକି…

ଭୁବନେଶ୍ୱର:ରାଜ୍ୟର ଏବେ ସଙ୍କଟ ସମୟ । କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦିପହରରେ ହତ୍ୟା । ଅଥଚ  ମାସେ ପରେ ବି ପୋଲିସ ହାତ ଖାଲି । ଏବେ ପରୀକ୍ଷା ଋତୁ ଚାଲିଛି । ଆସନ୍ତାକାଲି ଯୁକ୍ତି ଦୁଇ ପରୀକ୍ଷା । କିନ୍ତୁ ଅଧ୍ୟାପକମାନେ ପରୀକ୍ଷା ବର୍ଜନ କରି ଧାରଣାରେ ବସିଛନ୍ତି । ପିଲା ପରୀକ୍ଷା …

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ…

ଗୁପ୍ତତଥ୍ୟ ଲିକ ଘଟଣାରେ ବାବୁ ରାମଙ୍କୁ ଫସାଇଥିବା ଯୁବତୀ ପାକିସ୍ତାନର ନା ହାଇଦ୍ରାବାଦର ?

ବାଲେଶ୍ୱର : ଗୋପନୀୟ ତଥ୍ୟ ଲିକ ଘଟଣାରେ ଗିରଫ ବାବୁରାମ ଦେକୁ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ହନି ଟ୍ରାପରେ ପଡିଥିବା ବାବୁରାମ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ଗୋପନ ତଥ୍ୟ ଜଣେ ଯୁବତୀଙ୍କୁ ପ୍ରଦାନ କରିଛନ୍ତି । ସଂପୃକ୍ତ ଯୁବତୀ ପାକିସ୍ତାନ ଆଇଏସଆଇ ଦ୍ୱାରା ନିୟୋଜିତ ହୋଇଥିଲେ ।…