Latest Odisha News

BREAKING NEWS

Browsing Category

ଓଡିଶା

Odisha

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ…

ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ: ଏବେ ଟଙ୍କା ଦେବ, ଜେଲ ବି ଯିବ

ଜଗତସିଂହପୁର: ଚେକ ବାଉନ୍ସ ଶେଷରେ ପଡିଲା ମହଙ୍ଗା । ଟଙ୍କା ତ ଫେରାଇବେ ତ ସହ ଜେଲ ବି ଯିବେ । ଏମିତି ରାୟ ଶୁଣାଇଛନ୍ତି କୋର୍ଟ । ଘଟଣଟି ଥିଲା ଏମିତି । ଏକ ବାଉନ୍ସ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଦୀର୍ଘ ୬ବର୍ଷ ପରେ…

ଜୟନାରାୟଣଙ୍କ ମାନସିକ ଦୋଷ ଅଛି, ଟ୍ରିଟମେଣ୍ଟ୍ ଆବଶ୍ୟକ : ଲତିକା

ଭୁବନେଶ୍ୱର : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁଣ୍ଡ ଦୋଷ ଅଛି ବୋଲି ଶୁଣାଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଶାସକ ଦଳ ବିଧାୟକ ଅମର ଶତପଥୀଙ୍କ ପରେ ପୁଣି ସମାନ ଢଙ୍ଗରେ ଜୟନାରାୟଣ ମିଶ୍ରଙ୍କୁ 5-T ର ଭୂତ ଲଗା ଭୂମିକାକୁ ଭିଡିଛନ୍ତି ଲତିକା। ଏପରିକି ବିରୋଧୀ ଦଳ ନେତା…

ସୀମାନ୍ତରେ ଓଡ଼ିଶା ପୋଲିସକୁ ସଫଳତା, ୬ଟି ଟିଫିନ୍ ବୋମା ସହ ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ବଡ଼ ସଫଳତା ପାଇଛି ମାଲକାନଗିରି ପୋଲିସ । ମାଲକାନଗିରି ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର କୁସୁମପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ୫୦ରୁ ୬୦ କେଜି କର୍ଡେକ୍ସ ତାର ସହ ୬ଟି ଟିଫିନ୍ ବୋମା, ବିପୁଳ ବିସ୍ଫୋରକ ଏବଂ ୨ଟି…

ଅସହାୟ ବୃଦ୍ଧା ଦମ୍ପତ୍ତିଙ୍କ ପାଇଁ ଆବାସ ଖଣ୍ଡିଏ ପାଲଟିଛି ସାତ ସପନ

ମାଲକାନଗିରି : ଯେଉଁ ବୟସରେ ସାହାରା ମିଳିବା କଥା ସେ ବୟସରେ ନିରାଶ୍ରୟ। ତିନି ଝିଅଙ୍କୁ ବାହା ଦେଲା ପରେ ପରିଣତ ବୟସରେ ଏବେ ଅସହାୟ ବୃଦ୍ଧ ଦମ୍ପତ୍ତି। ୮୦ ଟପିଲାଣି ବୟସ । କାମ କରିବାକୁ ପାଉନି ବଳ । ତଥାପି ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । ଏ ହେଉଛନ୍ତି କାଲିମେଳା ଏମ୍ ପି ଭି ୬  ଗ୍ରାମ ର…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ…

୨୦୨୨ରେ ରାଜ୍ୟରେ ବଢିଛି ୧୪.୬୫% ଧର୍ତ୍ତବ୍ୟ ଅପରାଧ, ତେବେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର : ଗୃହ ବିଭାଗ ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ଛୁଇଁଛି ।…

ଫେସବୁକ୍‌ ପ୍ରେମ; ତ୍ରିପୁରାରୁ ଯାଜପୁର ଏବେ ଥାନାରେ…..

ଯାଜପୁର : ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ରୋଡ଼ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଜକୁ ଇଞ୍ଜିନିୟର ପରିଚୟ ଦେଇ ଡାକ୍ତରୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି। ତ୍ରିପୁରା ରାଜ୍ୟ…

ରାଜ୍ୟର ୫ ଜିଲ୍ଲାର ଏହି ସବୁ ସ୍ଥାନରେ ‘ସାତଭାୟା’ ଭଳି କୂଳ ଖାଉଛି ସମୁଦ୍ର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନାଁ ଶୁଣିଲେ ସମୁଦ୍ର କୂଳିଆ ଲୋକଙ୍କ ଛାତି ଥରେ । ଆଉ ଏବେ ରାଜ୍ୟର ଅନେକ ସ୍ଥାନରେ ସାତଭାୟା ସ୍ଥିତି ଉପୁଜୁଛି । ଯାହାକୁ ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ବିଧାନସଭାରେ କରିଥିବା ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ…

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ…