Latest Odisha News

BREAKING NEWS

Browsing Category

ଓଡିଶା

Odisha

ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା ସେକ୍ସ ରାକେଟ, ଧରାପଡ଼ିଲେ ୫ ଦେବଜୀବୀଙ୍କ ସହ ୨ ଗ୍ରାହକ

କଟକ: ଆଜି କଟକ ବାଦାମବାଡ଼ି ଅଞ୍ଚଳରୁ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ କରଛି ପୋଲିସ । ପୋଲିସ ଚଢାଉ କରି ୫ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଧରି ଅଟକ ରଖିଛି । ଏହି ସେକ୍ସ ରାକେଟ ଏକ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା । ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି…

ଆଜି ବି ତାତି, ୪ ସହରରେ ପାରଦ ୩୩ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାରଦ ଉପର ମୁହାଁ ରହିଛି । ଶୀତ ନଥିବା ବେଳେ ଦିନ ବେଳା ଟାଣ ଖରା ହେଉଛି । ଆଜି ରାଜ୍ୟର ୪ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ବେଳେ ୧୨ଟି ସ୍ଥାନରେ ପାରଦ ୩୨ ଡିଗ୍ରୀ ଡେଇଁଛି ।…

କୋହଳ ହେଲା କନେଷ୍ଟବଳ ନିଯୁକ୍ତି ବୟସ ସୀମା

କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କନେଷ୍ଟବଳ ନିଯୁକ୍ତି ବୟସ ସୀମା କୋହଳ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୨୨ ଡିସେମ୍ବର ୩୦ରେ ୪,୭୯୦ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ନେଇ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନକୁ ନେଇ ଏହା ରାୟ ଦେଇଛନ୍ତି…

ଓଡ଼ିଶାର ଆଉ ୬ଟି ସହରରେ ମିଳିବ ଜିଓ ଟ୍ରୁ 5-G ସେବା

ଭୁବନେଶ୍ୱର: ଜିଓ ଟ୍ରୁ 5-G ସେବା ଦେଶର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦ ସହରରେ ମିଳିବ । ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଏହି ୫୦ ସହର ମଧ୍ୟରେ ରହିଛି ଓଡ଼ିଶାର  ୬ଟି ସହର । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ୟୁଜର୍ସମାନେ 5-G ସେବା ପାଇ…

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ମହିଳା ମାଓବାଦୀ ଜଣକ ହେଲେ ଉଙ୍ଗା ମାଣ୍ଡଭି ଓରଫ ଅନୀତା ଓ ସହଯୋଗୀ ହେଲେ ମଙ୍ଗଳ ବାଗ । ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ…

ରାସ୍ତାରେ ଧାନବସ୍ତା ରଖି ଚାଷୀ କଲେ ଆନ୍ଦୋଳନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମଣ୍ଡିରେ ଉପୁଜୁଥିବା ସମସ୍ୟା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଆଜି ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ ଚଳାଇଛନ୍ତି । ମଣ୍ଡିରୁ ଶୀଘ୍ର ଧାନ ନ ଉଠାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।…

୨୦୨୪ ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ଭୁବନେଶ୍ୱର: ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣି ବିଧାୟକ ସୁର ରାଉତରାୟ  । ୨୦୨୪ ନିର୍ବାଚନରେ ସେ ଆଉ ଲଢିବେ ନାହିଁ ସୂଚନା ଦେଇଛନ୍ତି । ସୋମବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ରାଉତରାୟ କହିଛନ୍ତି, ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ତାଙ୍କର ପ୍ରତିନିଧିତ୍ୱ…

ମହାପ୍ରଭୁଙ୍କୁ ଦର୍ଶନ କରିବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌

ଭୁବନେଶ୍ବର : ବିମାନ ବନ୍ଦରରେ ପହଞ୍ଚିଲେ ଅନନ୍ତ ଅମ୍ବାନୀ । ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ବିବାହ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାହା ହେବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌ । ଦେଶର ଦ୍ବିତୀୟ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ…

ସୁନା କଳସର ଦାମ ୧ କୋଟି ନୁହେଁ, ୧୦ ଲକ୍ଷ

ସମ୍ବଲପୁର: ସାମ୍ନାକୁ ଆସିଲା ପ୍ରକୃତ ସତ୍ୟ । ଗଣମାଧ୍ୟମରେ ମୁହଁ ଖୋଲିଲେ ନବ ଦାସ । ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନି ଦେବଙ୍କୁ ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ନବ…

ସଂପର୍କରେ ତିକ୍ତତା;ବିବାହିତ ମହିଳାଙ୍କୁ ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର:ପ୍ରେମ ସଂପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇ ବିବାହିତ ମହିଳାଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରେମିକ। ପୋଲିସ ଅଭିଯୁକ୍ତ ପ୍ରମିକଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କାତିକୁ ଜବତ କରିଛି। ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା…