Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିକାରୀଙ୍କ ଟାର୍ଗେଟରେ ବାଘ: ପୁଣି ବାଘ ଛାଲ ଜବତ

ମୟୂରଭଞ୍ଜ: ଶିକାରୀଙ୍କ ଟାର୍ଗେଟରେ ବାଘ । ପୁଣି ବାଘ ଛାଲ ଜବତ ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନେ ହେଲେ ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ । ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ କୌଣସି ସୂତ୍ରରୁ…

ରାମନାଗୁଡ଼ା ପଞ୍ଚାୟତ ଅଧକ୍ଷ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ଅଧ୍ୟକ୍ଷଙ୍କ ପତ୍ନୀ ରୀନା ଶବର ସାହାରା ପରିବାର ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତାଙ୍କ ସ୍ୱାମୀ ରବି ଶଙ୍କର ଗମାଙ୍ଗ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କର କୌଣସି…

ଆଉ ୩ ଦିନ ଘନ କୁହୁଡ଼ି, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତ କମିଥିବା ବେଳେ ଭୋରରୁ ଲାଗି ରହୁଛି ଘନ କୁହୁଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୧୯ ସକାଳ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍ୱଳ୍ପ ବର୍ଷା…

ଜମି ବିକ୍ରି ଏବଂ ଅଧିଗ୍ରହଣ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅନୁଗୋଳ : ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମରୁ ଚକବନ୍ଦୀ ରେକର୍ଡ ଉଚ୍ଛେଦ କରିବା ସହିତ ଜମି ବିକ୍ରି କରିବା ଏବଂ ଅଧିଗ୍ରହଣ ସ୍ଥଗିତ ରଖିବା ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ ।…

ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କଲେ ୧୧ ବର୍ଷର ବାଳକ

କାମାକ୍ଷାନଗର : ବୟସ ସିନା କମ୍ କିନ୍ତୁ ମୁଣ୍ଡରେ ଅନେକ ଇନଭେଟିଭ୍ ଆଇଡ଼ିଆ । ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କରି ଚର୍ଚ୍ଚାରେ ୧୧ ବର୍ଷର ବାଳକ ପ୍ରତୀକ । ପ୍ରତୀକ ତାଳଚେର ଥର୍ମାଲ ସ୍ଥିତ ଡିଏଭି (DAV) ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ।…

ଏସିଆନ୍ ଗେମ୍ସ ପୂର୍ବରୁ ଦୂତି ଚାନ୍ଦଙ୍କୁ ବଡ଼ ଝଟକା, ଡୋପ୍ ଟେଷ୍ଟରେ ଫେଲ୍

ଭୁବନେଶ୍ୱର: ସ୍ପ୍ରିଣ୍ଟର କ୍ୱିନ୍ ଦୂତି ଚାନ୍ଦଙ୍କୁ ବଡ଼ ଝଟକା ଲାଗିଛି । ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ଦୂତି ଚାନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ୨୦୨୨…

ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା GRP ପୋଲିସ  । ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରିନେଇଥିଲେ । ପରେ…

ବିବାଦରେ ହ୍ୟୁମାନ ସାଗର: ଶାରିରୀକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏଫ୍‌ଆଇଆର୍ ଦେଲେ ପତ୍ନୀ

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଛି ବୋଲି ମଙ୍ଗଳବାର ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତା ସହିତ କଟକ ଡିସିପି ପିନାକ ମିଶ୍ରଙ୍କୁ…

ପଟିଆ ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ…

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର। ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଟିଆ ନିକଟସ୍ଥ ମାଛ ଦୋକାନରେ କାମ କରୁଥିବା ଦୁଇ ଭଉଣୀକୁ ଦୁଇ ଜଣ ଯୁବକ…

ଓଡ଼ିଶା ସୀମାରେ ଡାକୋଟା ବିମାନ…

ଭୁବନେଶ୍ୱର :  ଓଡ଼ିଶା ଆସିଲା ବିଜୁ ବାବୁଙ୍କ ଡାକୋଟା ବିମାନ। କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଏହା ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଆସୁଛି । କୋଲକାତା ବିମାନବନ୍ଦରରୁ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଆସୁଛି ଓଡ଼ିଶା  । ଦୁଇଟି ଟ୍ରକରେ ଭାଗଭାଗ ହୋଇ ଭୁବନେଶ୍ୱରକୁ ଅଣାଯାଉଛି…