Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାମ୍ନାକୁ ଆସିଲା ଗୋପାଳ ଦାସଙ୍କ ଛୁଟି ଉପସ୍ଥାପନ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଛୁଟି ମିଳୁନଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ଗୋପାଳ ଦାସ ହୁଏତ ଏଭଳି ଏକ ଘଟଣା ଭିଆଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।…

ସଭାରେ ନବୀନଙ୍କ ଭରପୂର ପ୍ରଶଂସା, କ’ଣ ଇସାରା ଦେଉଛନ୍ତି ତାରା ?

ଭୁବନେଶ୍ୱର: ଭରା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଖାଲି ପ୍ରଶଂସା କରି ନାହାନ୍ତି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ତାରା । ଜୟପୁର ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ତାରା ନବୀନଙ୍କୁ…

ଆଇଏଏସ ପରୀକ୍ଷା ପାଇଁ କୋଚିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ଯୋଜନା କରିଛି। ଓଡ଼ିଆଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍‌ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି। ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ…

ବାଲି ମାଫିଆଙ୍କ ଆକ୍ରମଣରେ ଉପଜିଲ୍ଲାପାଳ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହାନଙ୍କୁ ଶୁକ୍ରବାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ାଠାରେ ବାଲି ମାଫିଆମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଚୌହାନ ଫୁଲାଡ଼ିରୁ ବାଲେଶ୍ୱର ଯାଉଥିବା ବେଳେ ଫୁଲାଡ଼ି ବ୍ରିଜ୍ ଉପରେ ଏକ ବାଲି ବୋଝେଇ ଟ୍ରକ୍…

ବାଇକ୍ ଡିକି ଭାଙ୍ଗି ସଞ୍ଜ ବେଳେ ଲୁଟିନେଲେ ୩୯ ଗ୍ରାମ୍ ସୁନା ଓ ୪୦ ହଜାର ଟଙ୍କା

ଭଦ୍ରକ: ଭଦ୍ରକରେ ଲୁଟେରା ମାତିଛନ୍ତି । ସଞ୍ଜ ନଇଁବା କ୍ଷଣି ଆରମ୍ଭ ହୋଇ ଯାଉଛି ଟାର୍ଗେଟ୍ ଖୋଜା । ସୁଯୋଗ ଦେଖି କ୍ଷଣିକରେ ଲୁଟି ନେଉଛନ୍ତି ସର୍ବସ୍ୱ । ଆଜି ଟାଉନ ଥାନା ଅଧିନ ଚରମ୍ପା ଏସବିଆଇ ଏଟିଏମ୍ ସମ୍ମୁଖରୁ ଲୁଟ୍ ହୋଇଛି । ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୩୮ ଗ୍ରାମର ସୁନା ଅଳଙ୍କାର…

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ…

ରେଳ ବଜେଟରେ ଓଡ଼ିଶା ଦାବି ଠାରୁ ୧୯% ଅଧିକ ଅନୁଦାନ ଦିଆଯାଇଛି: ଅଶ୍ୱିନୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି । ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଏ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ…

ହାଇକୋର୍ଟଙ୍କ ଛାଟ ପରେ ଯୁବ ବିଧାୟକ ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଜଗତସିଂହପୁର: ଯୁବ ବିଜେଡି ବିଧାୟକଙ୍କ ବିରୋଧରେ ରୁଜୁ ହେଲା ମାମଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ବିଜୟଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ସାନି ଏତଲା କ୍ରମେ ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ପୂର୍ବରୁ ସୋମାଲିକା…

ବିକ୍ରମଦେବ କଲେଜରେ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କୋରାପୁଟ: ଆଜି ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ…

ଫାଙ୍କା ଗୁଳି ଫୁଟାଇ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା

କାମାକ୍ଷାନଗର(ହରେକୃଷ୍ଣ ରାଉତ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟବ୍ୟାଙ୍କରୁ ବଡ ଧରଣର ଲୁଟ୍ ।  ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୧ କୋଟିର ସୁନା ଏବଂ ୫ ଲକ୍ଷ ନଗଦ ଟଙ୍କାଲୁଟି ନେଇଛନ୍ତି ଦୁୃର୍ବୃତ୍ତ । ଦିନ ଦ୍ୱିପହରରେ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ ଲୁଟି ନେଇ…