Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପୃଥିବୀ-୨ର ସଫଳ ପରୀକ୍ଷଣ

ଚାନ୍ଦିପୁର: ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍‌ ପୃଥିବୀ-୨ର ସଫଳ ପରୀକ୍ଷଣ। ମଙ୍ଗବାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ପୃଥିବୀ-୨ ମାରକ କ୍ଷମାତ ୩୫୦ କିମି ରହିଛି। ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଗୋଟାଏ ପରଠୁ ବନ୍ଦ

ଭୁବନେଶ୍ୱର : ଆଜି ବାରବାଟିରେ ହକି ବିଶ୍ୱକପର ଉଦଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଦିନ ୧ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ, ବେସରକାରୀ ତଥା ଅନୁଦାନ ପ୍ରାପ୍ତ ସ୍କୁଲ…

ଭୁବନେଶ୍ୱରରେ ରଣବୀର ସିଂହ, ଦିଶା ପଟାନି ଓ ପ୍ରୀତମ

ଭୁବନେଶ୍ୱର: ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନି ଏବଂ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଚକ୍ରବର୍ତ୍ତୀ ସଂଧ୍ୟାରେ ଭୁବନେଶ୍ୱର ପହଁଚିଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। 2023 ପୁରୁଷ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର…

କୋଲକାତାରୁ ଆସୁଛି ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର: କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ 'ଡାକୋଟା' (ଡିସି-୩) ଓଡ଼ିଶାକୁ ଆସିବ। ଏହି ବିମାନର ପରିବହନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏକ ବଡ ଟ୍ରକରେ ଏହି ବିମାନଟିକୁ ଅଣାଯିବ ବୋଲି ସୂଚନା ରହିଛି।…

ସାବଧାନ! ସିସିଟିଭି ଛାଉଣୀରେ ରାଜଧାନୀ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ସିସିଟିଭି ଛାଉଣୀରେ ରାଜଧାନୀ ଭୁବନେଶ୍ୱର। ଅସାମାଜିକ ବ୍ୟକ୍ତି ଓ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୪୭ଟି ଛକରେ ଆଠ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି। ଭୁବନେଶ୍ୱରର ୧୪୭ଟି ଟ୍ରାଫିକ୍ ଛକରେ…

ଶ୍ମଶାନରୁ ଉଦ୍ଧାର ହେଲା ଅପହରଣ ହୋଇଥିବା ଯୁବକ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଅପହରଣ କରିି ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଅଞ୍ଚଳର ଉତ୍ତମ କୁମାର ଷଡ଼ଙ୍ଗୀକୁ କିଛି ବାଇକ୍ ଆରୋହୀ ତାଙ୍କୁ କଲେଜ କ୍ୟାମ୍ପସରୁ ବଳପୂର୍ବକ ଉଠାଇ ନେଇ ଜଟଣୀର ଏକ ନିଛାଟିଆ…

ମିଶନ ଶକ୍ତିରେ ବିନା ସୁଧରେ ନବୀନ ଦେଲେ ଋଣ, ବିଜେପି କହିଲା ମୋଦୀ ସରକାର ଯୋଜନାର ରିବ୍ରାଣ୍ଡିଂ

ଭୁବନେଶ୍ୱର: ରାଜ୍ୟର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପ ପାଇଁ ମୁଖ୍ୟମନ୍ତ୍ରୀ ୧୨୫କୋଟିର ସୁଧ ରିହାତି ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ନିଦ ଭାଙ୍ଗିଛି ବିରୋଧୀ ବିଜେପିର। ଦୀର୍ଘ ଦିନ ଧରି ଏହି ଯୋଜନା ମହିଳା ଭୋଟ୍ ବ୍ୟାଙ୍କ ଉଦ୍ଦିଷ୍ଟ କହୁଥିବା ଦଳ ପ୍ରେସ କନଫରେନସ କରି କହିଛି କେନ୍ଦ୍ରର…

ହକି ବିଶ୍ୱକପ ବିଜ୍ଞାପନ: ମାମଲା କୋର୍ଟକୁ ଯିବା ପୂର୍ବରୁ ଭୁଲ ସୁଧାରିଲେ ରାଜ୍ୟ ସରକାର!

ଭୁବନେଶ୍ୱର: ବୁଧବାର ହକି ବିଶ୍ୱକପ ପାଇଁ ବିଗୁଲ ବାଜିବ। ଏହାପୂର୍ବରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ଶେଷ ହୋଇଯାଇଛି। କିନ୍ତୁ ଏହାରି ଭିତରେ ମଙ୍ଗଳବାର ଖବରକାଗଜରେ ଦେଖିବାକୁ ମିଳିଥିଲା ଗୋଟିଏ ବ୍ୟତିକ୍ରମ। ସାରା ରାଜ୍ୟରେ ହକି ବିଶ୍ୱକପ ପାଇଁ ହୋର୍ଡିଂ ଲାଗିଛି ସେଥିରେ…

କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଡିସେମ୍ବର ୫ ତାରିଖରୁ ଦୀର୍ଘ ୩୭ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ…

ଭୁବନେଶ୍ୱରକୁ ପୁଣି ଫେରିଛି ଆଇକୋନିକ୍ ଷ୍ଟୋରି-ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ ୨୦୨୩’

ଭୁବନେଶ୍ୱର: ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଗାମୀ ଡଟ୍ ଫେଷ୍ଟ୍ ପାଇଁ ପୁଣିଥରେ ଭୁବନେଶ୍ୱର ସହରକୁ ଫେରିଛି । ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡିକର ମହାନତାକୁ ବଂଚାଇ ରଖିବା ପାଇଁ…