Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ: ରହସ୍ୟରୁ ପରଦା ହଟାଇବ ଶବ ବ୍ୟବଚ୍ଛେଦ ରିପୋର୍ଟ

ପାରାଦୀପ( କର୍ମଜିତ୍ ଜେନା ) : ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣା ଉପରୁ ଏବେ ହଟିନି ରହସ୍ୟର ପରଦା । ରୁଷ ନାଗରିକ ତଥା  'ଏମ୍ .ଭି. ଅଲଦାନା'  ଜାହାଜର ଚିଫ ଇଞ୍ଜିନିୟର 'ମିଲ ଯିକୁବ ସର୍ଜିଇ' (୫୨)ଙ୍କj ମୃତ୍ୟୁ କିପରି ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇ ପାରୁନି । ପୂର୍ବରୁ ୨…

ହକି ବିଶ୍ୱ କପ୍ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର : ଓଡ଼ିଶାରେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍ । ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ. ଜୋରାମଥାଙ୍ଗାଙ୍କୁ ଆଜି ସକାଳେ…

ଜେଲରେ ଅର୍ଚ୍ଚନାଙ୍କୁ ଜେରା; ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ନୂଆ ମୋଡ ନେଉଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୨୧ ଟିମରେ ଶହେରୁ ବେଶୀ କର୍ମଚାରୀ ନିୟୋଜିତ

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି। ବାଲୁଗାଁ ସହିତ ୫…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ କୋଭିଡ୍ ଲହର!

ଭୁବନେଶ୍ୱର: ଚୀନ ଓ ଦକ୍ଷିଣ କୋରିଆରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ପରେ ଭାରତରେ ଚତୁର୍ଥ କୋଭିଡ୍ ଲହରର ଭୟ ଦେଖାଦେଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି ମଙ୍ଗଳବାର କହିଛନ୍ତି ଯେ ଅନେକ ମଡେଲ ଅନୁଯାୟୀ, ଚୀନରେ କୋଭିଡ୍ ମାମଲା ବୃଦ୍ଧି ପାଇବାର…

ହକି ବିଶ୍ୱକପ: ବିଭିନ୍ନ ହୋଟେଲରେ ରାତି ଅଧରେ ଚଢାଉ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ପୂର୍ବରୁ ରାଜଧାନୀକୁ ଅପରାଧୀଙ୍କ କବଳରୁ ସୁରକ୍ଷିତ ରଖିବାକୁ କମିଶନରେଟ ପୋଲିସ ପ୍ରୟାସ କରୁଛି। ତେଣୁ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ଏବଂ ଲଜରେ ଅତର୍କିତ ଚଢାଉ କରିଛି ପୋଲିସ। ଚଢାଉ ବେଳେ ପୋଲିସ ବିଭିନ୍ନ କାଗଜପତ୍ର ସହିତ କିଏ କିଏ ହୋଟେଲକୁ…

ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘର ମୃତ୍ୟୁ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ରାଇଗୁଡାଠାରେ ଫାଶରୁ ମୁକୁଳାଇ ରଖାଯାଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଯାହାକି ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାତକୋଶିଆ…

ପାଭେଲ ଓ ବିଦାନୋଭ ମୃତ୍ୟୁ ଘଟଣା, ରାୟଗଡାରେ କ୍ରାଇମବ୍ରାଞ୍ଚର ଦ୍ବିତୀୟ ଟିମ୍

ରାୟଗଡା: ଦୁଇ ଋଷିଆ ପର୍ଯ୍ୟଟକ ମୃତ୍ୟୁ ବରଣ କରିଥିବା ହୋଟେଲରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ଦ୍ୱିତୀୟ ଟିମ୍। ହୋଟେଲ ସାଇ ଇଣ୍ଟରନେସନାଲରେ କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ ରାୟଗଡାରେ ପହଞ୍ଚି ରାୟଗଡା ଟାଉନ ଥାନାକୁ ଯାଇ କେଶ ଡାଇରୀ ଯାଞ୍ଚ କରିଛନ୍ତି।…