Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକକୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ…

ମଦୁରା ମାଇକ୍ରୋ ଫାଇନାନ୍ସରେ ଠକେଇ;୮ ଲକ୍ଷ ଟଙ୍କା ନେଇ ଦୁଇ ମ୍ୟାନେଜର ଫେରାର

ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ…

ସ୍ବାସ୍ଥ୍ୟକେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ କରିବ ସ୍ବତନ୍ତ୍ର ଯାନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପରିଚାଳନାରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ବୁଧବାର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି…

ରେଲୱେରେ ଚାକିରି ଦେବା ଆଳରେ ନେଇଥିଲେ ୭ଲକ୍ଷ, ଗିରଫ କଲା ପୋଲିସ

ବ୍ରହ୍ମପୁର: ରେଲୱେରେ ଚାକିରି କରାଇଦେବା ନାଁରେ ଜଣେ ଆଶାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବତୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଝିଲା ଝିମାଣି ଗ୍ରାମର ଜେଏମଏସ. ପ୍ରଭା। ସେ ବର୍ତ୍ତମାନ ବ୍ରହ୍ମପୁର ଶରଧାବାଲି…

ଆରପାରିରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର

ଭଦ୍ରକ : ଆଉ ନାହାଁନ୍ତି ଭଦ୍ରକର ବରିଷ୍ଠ ଅଧିବକ୍ତା ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ…

କାଲି ଲଞ୍ଚ ହେବ 5G: କେତେ ରହିଛି ପ୍ରାଇସ ଏବଂ କେମିତି ପାଇବେ ସୁବିଧା

ଭୁବନେଶ୍ଠର: ଆସନ୍ତାକାଲିଠାରୁ ଓଡ଼ିଶାରେ ଲାଗି ହେବ ୫ଜି ସେବା । 5G ସେବା ପାଇବା ପାଇଁ ଚାହିଁ ରହିଥିବା ଉପଭୋକ୍ତାମାନଙ୍କ ସ୍ୱପ୍ନ ପୂରଣ ହେବ । ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱର ସୋଆ କ୍ୟାମ୍ପସ-୨ରେ ଏହାର ଉଦ୍ଘାଟନ…

ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ; ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି

ଭୁବନେଶ୍ୱର:  ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି । ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ସିନିୟର । ଆକ୍ରମଣର ଶିକାର ଛାତ୍ର ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି । ମାରପିଟ୍ ର ଭିଡିଓ ଏବେ ଭାଇରାଲ ହେବାରେ…

‘ରତ୍ନଭଣ୍ଡାର ଲୁଟ ହୋଇଛି ଜାଣି ସରକାର ମରାମତି କରୁନାହାନ୍ତି’

ପୁରୀ: ରତ୍ନ ଭଣ୍ଡାର ଲୁଟ ହୋଇଛି । ଏକଥା ସରକାର ଜାଣିଛନ୍ତି । ତେଣୁ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ପୁଣି ତେଜିଛି ରତ୍ନଭଣ୍ଡାର ପ୍ରସଙ୍ଗ। ଆସନ୍ତାକାଲି ହାଇକୋର୍ଟରେ…

ଚିଙ୍ଗୁଡ଼ି ଘେରିରେ ଫସିଥିଲା ପାଣିକୁଆ, ପକ୍ଷୀଗଣନାକାରୀ ଉଦ୍ଧାର କରିବା ପରେ ଉଡିଗଲା ଦୂର ଆକାଶକୁ

ଖୋର୍ଦ୍ଧା: ବନ୍ଦୀ ଜୀବନରୁ ମୁକ୍ତ ହେଲା ପାଣି କୁଆ । ଖୋଲା ଆକାଶରେ ଉଡ଼ିଗଲା । ଉଡିଗଲା ଦୂରକୁ, ବହୁ ଦୂରକୁ । ବନ୍ଦୀ ଥିବାର ଦୁଃଖକୁ ଭୁଲିଗଲା । ଯଦି ପକ୍ଷୀଗଣନାକାରୀ ଆସିନଥାନ୍ତେ, ସତରେ ସେ କଣ ମୁକୁଳୁପାରିଥାନ୍ତା । ଆଉ ଖୋଲା ଆକାଶରେ ଉଡ଼ିବାର ମଜା ପୁଣି କଣ ପାଇଥାନ୍ତା । ମନେ ମନେ…