Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଲରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଏକାଧିକ ବାର ରିମାଣ୍ଡ ସତ୍ତ୍ୱେ ଇଡି ଆଗରେ ମୁହଁ ଖୋଲି ନଥିଲା ଅର୍ଚ୍ଚନା । ଏବେ ଇଡି ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ୍ ଡିଭାଇସର ଫରେନ୍ସିକ ଆନାଲିସିସ୍ ରିପୋର୍ଟ ରହିଥିବା ବେଳେ ଝାରପଡ଼ା ଜେଲରେ ହେବ ଜେରା । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ…

ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝି କେଉଁଠି? ବଢୁଛି ସସପେନ୍ସ

ଯୋଡ଼ା : ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଜୁଛି ପୋଲିସ । ତାଙ୍କ ଦେହରେ ବିଷକ୍ରିୟା କେମିତି ହେଲା, ସେନେଇ କାରଣ ଖୋଜୁଛି ପୋଲିସ । ସେ ନିଜେ ବିଷ ପିଇଛନ୍ତି ନା ଆଉ କି ଷଡଯନ୍ତ୍ର ହୋଇଛି, ତନାଘନା ଆରମ୍ଭ ହୋଇଛି । ଏପରିସ୍ଥଳେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର…

ପାରାଦୀପରେ କେମିତି ହେଲା ରୁଷୀୟ ନାଗରିକଙ୍କ ମୃତ୍ୟୁ? କ୍ରାଇମବ୍ରାଞ୍ଚ ତଦନ୍ତର ସଙ୍କେତ ଦେଲେ ଡିଜିପି

ପାରାଦୀପ : ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇପାରେ ବୋଲି କହିଛନ୍ତି ଡିଜିପି । ଏକ ଜାହାଜର ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ନେଇ ସ୍ଥାନୀୟ ପୋଲିସକୁ ପୋର୍ଟ କର୍ତ୍ତୃପକ୍ଷ ସୂଚିତ…

ପରଲୋକରେ ଓଡ଼ିଆ ସିନେ ପ୍ରଯୋଜକ ଆଳୟ ମହାନ୍ତି

ଭୁବନେଶ୍ୱର: ଓଲିଉଡ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ୱରରେ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଆଳୟ ଆଶା ଫିଲ୍ମ ନିର୍ମାଣ କରିଥିବା ସହ ବାଲିଘର, ମରିଚିକା ପରି ଅନେକ ଲୋକପ୍ରିୟ ଧାରାବାହିକ ମଧ୍ୟ କରିଥିଲେ । ସେ…

ତୁଟିଲା ବିବାଦ; ତିନିଦିନ ପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସୂଚନାଥାଉ କି,  …

ବିଜେଡି ନେତା ଓ ଦୁଇ କନେଷ୍ଟବଳଙ୍କୁ ବାନ୍ଧିଲା ଅବକାରୀ ପୋଲିସ

ଭୁବନ (ଆଶୁତୋଷ ପଟ୍ଟନାୟକ): ଶାସକ ଦଳ ବିଜୁ ଜନତା ଦଳର ନେତା ସୁବାସ ମାଝୀ ଗିରଫ। ନକଲି ମଦ କାରଖାନା ଚଳାଇବା ଅଭିଯୋଗରେ ଅବକରୀ ବିଭାଗର ପୋଲିସ ଦ୍ୱାରା ଚଢାଉ ବେଳେ ରଙ୍ଗେ ହାତ ଗିରଫ ହୋଇଛନ୍ତି। ଢେଙ୍କାନାଳ ଭୁବନର ଏହି ନେତା ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ…

ଆସିଲା ପୋଷ୍ଟମର୍ଟମ ରିପୋର୍ଟ; ବିଷକ୍ରିୟାରୁ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ

କେନ୍ଦୁଝର : ବିଷକ୍ରିୟାରୁ କେନ୍ଦୁଝର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ପୋଷ୍ଟମର୍ଟମ ପରେ ବିଷ କ୍ରିୟାରୁ ମୃତ୍ୟୁ ହୋଇଥିବା କହିଛି ବିଭାଗ । ଜବତ ବିଷ ବୋତଲକୁ ଫରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯିବ । ଯୋଡ଼ା ହେଲଥ୍ ଆଣ୍ଡ୍…

କୋଇଲା ବୋଝେଇ ଟ୍ରକ୍ ପଛରୁ ପିଟିଲା ସ୍କୁଟି, ୨ ମୃତ ଜଣେ ଗୁରୁତର

ଯାଜପୁର: ଟମକା ଥାନା ଅନ୍ତର୍ଗତ ଫୁଲଝର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ଆଡକୁ ଯାଉଥିଲେ ସେହି ରାସ୍ତା ପାର୍ଶ୍ବରେ…

ସିବିଏସଇ ଦ୍ୱାଦଶ,ଦଶମ ପରୀକ୍ଷାକୁ ନେଇ ବଡ ଖବର: ଡେଟସିଟରେ ପରିବର୍ତ୍ତନ ଆଣିଲା ବୋର୍ଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସିବିଏସଇ ବୋର୍ଡ ପରୀକ୍ଷା ୨୦୨୩  ପରୀକ୍ଷା ତାରିଖରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସିବିଏସଇ ଗୁରୁବାର ଦ୍ୱାଦସ ଏବଂ ଦଶମ ପରୀକ୍ଷାର ଡେଟସିଟ ଜାରି କରିଥିଲେ । ଡେଟସିଟ ଜାରି କରିବାର ୩ ଦିନ ପରେ ଦ୍ୱାଦଶ ପରୀକ୍ଷା ଟାଇମଟେବୁଲରେ…

ନୂଆବର୍ଷରୁ ୩ ଦିନ ହେଲା ପ୍ରଭୁ ଲିଙ୍ଗରାଜ ଉପାସରେ, ସମାଧାନ ବାଟ ଫିଟୁନି

ଭୁବନେଶ୍ୱର : ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ନୂଆବର୍ଷରୁ ଲାଗିରହିଛି ବିବାଦ । ଲଗାତାର ତିନି ଦିନ ହେଲା ଅଚଳାବସ୍ଥା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯାଇଥିଲେ । ଭୋଗ ମାରାକୁ ନେଇ ଲାଗିରହିଛି ବିବାଦ । ମାରା ଭୋଗକୁ ଅମଣିଆ କୂଅରେ ପକାଯିବା…