Latest Odisha News

BREAKING NEWS

Browsing Category

ଓଡିଶା

Odisha

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି…

ଖଡ଼ିଆଳ ମହୋତ୍ସବ : ଉଦିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

ନୂଆପଡା : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ ।  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩  ଗୁରୁବାର ଷ୍ଟାର…

ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ୫ ରୁ ୧୦ ଲକ୍ଷ ଟଙ୍କା

କୋରାପୁଟ: ମାଓବାଦୀଙ୍କ ନାଁରେ ଲାଗିଛି ପୋଷ୍ଟର । ସେମାନଙ୍କୁ ଧରାଇଲେ ଦିଆଯିବ ପୁରସ୍କାର। ଆଜି ସକାଳୁ କୋରାପୁଟ ବସ୍ ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି । ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIR)ର କଲିକତା କାର୍ଯ୍ୟାଳୟ ତରଫରୁ  ଏହି ମୋଷ୍ଟ…

ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ୱର: ୭୪ତମ ସାଧାରଣତନ୍ତ୍ର ଦିବସରେ କିଏ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୨ଟି ସ୍ଥାନରେ ଆରଡିସି ଏବଂ ୧୦ଟି ସ୍ଥାନରେ ଜିଲ୍ଲାପାଳ ତ୍ରିରଙ୍ଗା ଉତ୍ତୋଳନ…

ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ଫଳରେ ଗତ ୧୮ ତାରିଖ ଦିନ ଅନିମେଶ…

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…

ରାଜ୍ୟରେ କୁହୁଡ଼ିର ଆସ୍ତରଣ; ସାମୁଦ୍ରିକ ବାୟୁ ପ୍ରବାହରେ ବୃଦ୍ଧି ଯୋଗୁ କମିବ ଶୀତ

ଭୁବନେଶ୍ୱର: ଗୁରୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ। ତେବେ ସାମୁଦ୍ରିକ ବାୟୁ ପ୍ରବାହ ବଢ଼ିଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଶେଷ ଶୀତ ଅନୁଭତ ହେବ ନାହିଁ। ତାପମାତ୍ରା ବେଶି କମିବ ନାହିଁ। ଆଗାମି ୪ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି…

ଯୋରନ୍ଦା ମେଳା ପାଇଁ ଖୋଲିଲା ବାଟ

ଢେଙ୍କାନଳ : ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁଁ ଯୋରନ୍ଦା ମେଳା ଠିକ୍‌ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା…

ଓଡ଼ିଶାରେ ଅସୁରକ୍ଷିତ ବାଘ, ହାତୀ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭୟାରଣ୍ୟ ଜୀବ ଜନ୍ତୁଙ୍କୁ ସୁରକ୍ଷିତ ରଖିବାର ସ୍ଥାନ। ହେଲେ କିଛି ବର୍ଷ ହେବ ଓଡ଼ିଶାରେ ଅଭୟାରଣ୍ୟରେ ରହୁଥିବା ଜୀବ ଜନ୍ତୁ ମାନେ ଯେପରି ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଭଳି ମନେ ହେଉଛି । କେବେ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁଁ ବାଘ, ହାତୀ, ଭାଲୁ,…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା

ଭୁବନେଶ୍ୱର: ଓଡିଶାର ରାଜନୈତିକ କରିଡରକୁ ଦୋହଲାଇ ଦେଇଥିବା ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା। ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଥିବା ସୂଚନା ରହିଛି । ସୂଚନା ମୁତାବକ, ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ' ପ୍ରୋଗ୍ରାମ…