Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆବାସ ଯୋଜନାରେ ଅଯବ ମାପଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ, ବିଜେପି କହିଲା ତୃଣମୂଳ ସ୍ତରରେ ଘେରିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ ଭୋଟ୍ ଦେଇ ଘର ଖଣ୍ଡିଏ ପାଇଁ ଯେଉଁ ଆଶା ରଖିଥିଲା ତାହା ସଫଳ ନହେବା ପରେ ଏବେ ଅସନ୍ତୋଷ ଝାଡିବା ଆରମ୍ଭ କରିଛି । ଆଉ କେଉଁଠି…

ତିନି ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ

କୋରାପୁଟ: ଦୀର୍ଘ ୩ ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ । କରୋନା କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳୁ ନ ଥିଲା । କରୋନା କଟକଣା କୋହଳ ହେବାର ତିନି ବର୍ଷ ପରେ କୋରାପୁଟ ଜିଲ୍ଲାର ଅନ୍‌କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି ।…

ଡଟ୍ ଫେଷ୍ଟର ୫ମ ସନ୍ଧ୍ୟା: ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଡଟ୍ ଫେଷ୍ଟର ଗୁରୁବାର ଥିଲା ୫ମ ଦିନ । ଆଜିର ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ୧୨ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ସଙ୍ଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ…

ରୋଜଗାର ମେଳାରେ ନିଯୁକ୍ତି ପତ୍ର ବଂଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ଶୁକ୍ରବାର ଓଡ଼ିଶାରେ ଚଳିତବର୍ଷର ପ୍ରଥମ ରୋଜଗାର ମେଳା ଆୟୋଜିତ ହେବ । ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର -ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଏମଏମଟିରେ ଏହି ରୋଜଗାର…

ବଦଳିଲେ ୧୬୯ ଓଏଏସ୍ ଅଫିସର , ୭୯ ନୂଆ ତହସିଲଦାର ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ…

ଚାଷୀଙ୍କ ସମସ୍ୟା ବୁଝିଲା ବିଧାନସଭା ଷ୍ଟାଣ୍ଡିଂ କମିଟି

କୋରାପୁଟ: ବିଧାନ ସଭା ଷ୍ଟାଣ୍ଡିଂ କମିଟି ଜୟପୁର ଆରଏମଏସି ୟାର୍ଡ ଧାନ ମଣ୍ଡି ପରିଦର୍ଶନ କରିଛି । ଏହି ଟିମରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲି, ମେମ୍ବର ନିତ୍ୟା ନନ୍ଦ ଗୋଣ୍ଡ ଥିଲେ । କମିଟି ଚାଷୀଙ୍କ ସମସ୍ୟା ବୁଝିବା ସହ ଏସଏସଜି ଗ୍ରୁଫ ସହ ଆଲୋଚନା କରିଥିଲେ । କିଛି…

୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ, କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡ ସହ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୱାଲେ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଆଜିର ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ…

କାଠ ମାଫିଆକୁ ଧରିଲେ ଗାଁ ପ୍ରକୃତି ସୁରକ୍ଷା ସମିତି

କାମାକ୍ଷାନଗର: ଲକ୍ଷାଧିକ ଟଙ୍କାର କାଠ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ପଞ୍ଚାୟତ ଭାଲୁମୁଣ୍ଡା ଗାଁର ଜଣେ କାଠ ମାଫିଆଙ୍କ ଘରେ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି । ତେବେ ଚଢ଼ାଉ ବେଳେ ଖସି…

ସାଧାରଣ ବଣ୍ଟନ କେନ୍ଦ୍ରରେ ବିଜେପି ଲଗାଇବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଏକ ପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେଣୁ ଯୋଜନାକୁ ନେଇ ଯେପରି ଲୋକଙ୍କ ଭିତରେ ଭ୍ରମ ନରହୁ ସେ ନେଇ ଆରମ୍ଭ ହୋଇଛି ପ୍ରଚାର ରାଜନୀତି। ଏହି କ୍ରମରେ ବିଜେପି ଏବେ ସାଧାରଣ ବଣ୍ଟନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ସ୍ଥିର…

ହାଇସ୍କୁଲ୍ ପରେ 5T ଅଧିନରେ ବଦଳିବ ଜିଲ୍ଲା ଚିକିତ୍ସାଳୟର ରୂପରେଖ

ଭୁବନେଶ୍ୱର: 5T ଅଧିନରେ ରୂପାନ୍ତରିତ ହେବ ଚିକିତ୍ସାଳୟ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ । ସମସ୍ତ ଜିଲ୍ଲା ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗ…