Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓବିସି ଜନଗଣନାରେ ବିଳମ୍ବ, ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ବିଜେପି

ଭୁବନେଶ୍ୱର: ଓବିସି ଜନଗଣନାରେ ବିଳମ୍ବ ହେଉଥିବା କହି ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଚେତାବନୀ ଦେଇଛି। ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ଓବିସି ସର୍ଭେ କାହିଁକି ହେଉନାହିଁ ବୋଲି ଇତିମଧ୍ୟରେ ଓବିସି…

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକାକୁ ଭିଡିଓ କଲ୍ କରି ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ଗୋଟିଏ ଦିନରେ ରାଜଧାନୀରେ ୨ ଜଣ ଯୁବକ ଦୁଇଟି ପୃଥକ ମାମଲାରେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘଟଣା ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ । ଲିଙ୍ଗରାଜ ଥାନା ଅଞ୍ଚଳର ଏକ…

ବିମାନ ବନ୍ଦରରେ ଡାକୋଟା ରହିଲେ ଦେଖିବ କିଏ ?

ପୁରୀ:  ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ୱର  ମୂକସାକ୍ଷୀ ଡାକୋଟା ବିମାନକୁ ନେଇ ପୁଣି ଉଠିିଛି ବିବାଦ । ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅନେକ ସ୍ମୃତି ଲୁଚି ରହିଥିବା ଏହି  ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ କାହିଁକି ରଖାଯାଇଛି ? ଏହାକୁ ସମସ୍ତେ ଦେଖିବା ଉଚିତ । ଧନୀ, ଗରିବ…

ମେଡ଼ିସିନ ଷ୍ଟୋର, ଡ଼ିଜିଟାଲ ଏକ୍ସରେ ଚଢାଉ କରି ସିଲ କଲା ପ୍ରଶାସନ

କେନ୍ଦ୍ରାପଡ଼ା: ଗୁରୁବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାର ମେଡିକାଲ ରୋଡରେ ଥିବା ବିଭିନ୍ନ ମେଡ଼ିସିନ ଷ୍ଟୋର ଏବଂ ଡିଜିଟାଲ ଏକ୍ସରେ ଦୋକାନ ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ତରଫରୁ ଚଢାଉ କରାଯାଇଛି । ଡ୍ରଗ ଇନିସପେକ୍ଟର, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ସଦଳବଳେ ମେଡିକାଲ ରୋଡରେ ଥିବା ମହାବୀର…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

[ଦେଖନ୍ତୁ ଭିଡିଓ] ମୁଁ ଆଉ ଅନୁଭବ ପରିବାର: ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର: ଅଭିନେତା ଓ ସାଂସଦ ଅନୁଭବ ମହାନ୍ତିଙ୍କ ସହ ଜାଗ୍ରତି ଶୁକ୍ଳାଙ୍କ ସମ୍ପର୍କକୁ ନେଇ ବିଗତ ୩ ବର୍ଷ ଧରି ଓଡ଼ିଶାରେ ବେଶ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଅଭିଯୋଗ ଅନୁସାରେ, କୁଆଡ଼େ ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଫାଟ ଆସିଛି । ଏପରିକି ଜାଗ୍ରତିଙ୍କ ପାଇଁ ଅନୁଭବ,…

ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍‌

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅନ୍ତର୍ଗତ ଆଳତୁମା ଗାଁ ରାମିଆଳ ବ୍ରିଜ ନିକଟରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍ । ଏଥିସହିତ ତାଙ୍କ ଠାରୁ ୬ଶହ ଲିଟର ଦେଶୀ ମଦ ଏବଂ ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛି ଅବକାରୀ ପୋଲିସ । ଗିରଫ ମଦ…

ପୁରୀ ଛାତ୍ର ଓ ଯୁବ କଂଗ୍ରେସର ବିଶାଳ ରାଲି

ପୁରୀ: ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲା । ଆଇପିଏସ୍ ଦିପ୍ତେଶ୍ ପଟ୍ଟନାୟକଙ୍କ ବିରୋଧରେ ଓ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ସସପେନ୍ସକୁ ନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି…

ଖାଇବାକୁ ନ ପାଇ ହଷ୍ଟେଲରୁ ଚାଲି ଚାଲି ପଳାଇ ଆସିଲେ ୧୪ ଛାତ୍ର

କୋରାପୁଟ: ହଷ୍ଟେଲ ଆସିଥିଲେ ପାଠ ପଢିବାକୁ । ହେଲେ ଭୋକିଲା ପେଟରେ କଣ ବା ପାଠ ପଢିବେ ? ତେଣୁ  ଖାଇବାକୁ ନ ପାଇ ହଷ୍ଟେଲରୁ ବାହାରି ଚାଲି ଚାଲି ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ ଏହି ୧୪ ଛାତ୍ର ।  କୁନି କୁନି ପିଲା ଭୋକିଲା ପେଟରେ ଚାଲି ଚାଲି ଘରକୁ ଫେରୁଛନ୍ତି ।  ଏଭଳି ଏକ…

ସେଲସ ମ୍ୟାନ୍‌‌ ସାଜିଥିଲେ ଚୋର;ମିଳିଲା ୧୩୬ଟି ମୋବାଇଲ୍‌‌ ଫୋନ୍‌‌

ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍‌‌ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍‌‌। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ…