Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗତ ଜୁନରେ ଅଭିଯୋଗ କରିଥିଲେ, ଜାନୁଆରୀରେ ନିଜେ ଧରା ପଡ଼ିଲେ

ପୁରୀ: ପୋଲିସ ବଟି ନେଇ ନିଶା କାରବାରକୁ ପ୍ରୋତ୍ସାହନ ଦେଉଛି, ଅବକାରୀ ବିଭାଗ କଣ କରିବ ? ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଏଭଳି ଏକ ଚିଠି ପୁରୀ ସମେତ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ଏ ଚିଠି ଅବକାରୀ କମିଶନରଙ୍କୁ ଲେଖିଥିଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ।…

ବିଶ୍ୱକପ ହକି ଉଦଘାଟନରେ ଝୁମିଲେ ପୁରୀ ଦର୍ଶକ

ପୁରୀ : ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଆରମ୍ଭ ହୋଇଛି । ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି "ସିଟି ଫେଷ୍ଟ ଇନ ଓଲିସ୍ ଲ୍ୟାଣ୍ଡ"ରେ ଏକ ଏଲଇଡି ଟିଭି ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଓ ଦଇତାପତି…

ହକି ବିଶ୍ୱକପ୍, କେନ୍ଦ୍ରକୁ କୃତଜ୍ଞତା ଜଣାଇଲେ ନବୀନ

କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଜି କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ହକି ବିଶ୍ୱକପ୍ । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ବୁଧବାର ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

BSKY କାର୍ଡରେ ଠକେଇ ଉପରେ ସ୍ୱାସ୍ଥ୍ୟ ବିଭାଗର ଆଖି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ୟତମ ଜନହିତାକାଂକ୍ଷୀ ଯୋଜନା ବିଏସକେୱାଇରେ ଜାଲିଆତି ପଦାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି । ହିତାଧିକାରୀଙ୍କ ଅଗୋଚରରେ BSKY କାର୍ଡରେ ମିଛ ବିଲ୍ ମାମଲାରେ ପୋଲିସ କଟକରେ ହସ୍ପିଟାଲ୍ ମାଲିକଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା । ଏହି…

ବନ୍ଧୁକ ଓ ଧନୁତୀର ଜବତ, ୩ ଜଣ ଶିକାରୀ ଗିରଫ

କାମାକ୍ଷାନଗର: ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗିରଫ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ବାଲିସାହି ଗାଁ ନିକଟ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁ ତୀର,…

କ୍ରସର ଧୂଆଁରେ ଅଣନିଃଶ୍ୱାସୀ ଋଷିଗାଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆପଡ଼ା: ବଢୁଛି କ୍ରସର ବିବାଦ  । ନା ଶୁଣୁଛି ରାଜସ୍ୱ ବିଭାଗ ନା ଶୁଣୁଛି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଇ ରହିଛି ପ୍ରଶାସନ।  ଫଳରେ ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ଦେଉଛି ।  ବାରବାର କ୍ରସରକୁ ନେଇ ବିବାଦ ତେଜିବା ସହ ଆନ୍ଦୋଳନ…

ହକି : ନୂଆ ଓଡ଼ିଶାର ପରିଚୟ

ବିମଳ କୁମାର ରାଉଳଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଜ୍ଞାନ, ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଓଡ଼ିଶାକୁ ଧିରେ ଧିରେ ଊର୍ଦ୍ଧ୍ୱମୁଖୀ କରାଇଛି । ପାରମ୍ପରିକ ଖୋଳପାରୁ ବାହାରି ଓଡ଼ିଶାର ନବକଳେବର ହୋଇଛି । ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଏହି କଳେବରର ପ୍ରମୁଖ ଅଂଶ…

ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନ ପାଇଁ ଡାକ୍ତରଙ୍କ ଚେତାବନୀ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର । ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚେତାବନୀ ଦିଆଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଯୋଗ ଦେବେ…

ଗଛରେ ପିଟି ହେଲା ସ୍କୁଲ ବସ, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର: ସକାଳୁ ସକାଳୁ ଅଘଟଣ  । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଘଟିଛି  ଏହି ଦୁର୍ଘଟଣା । ୨ ଗୁରୁତରଙ୍କୁ କୋରାପୁଟ ଏବଂ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ ଆହତ ସମସ୍ତ ଛାତ୍ରଛାତ୍ରୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର । ସକାଳୁ…

ବିଧବା ନବୀନାଙ୍କ ଅସହାୟ ପରିବାର, ପ୍ରଶାସନ ସହାୟତାକୁ ଅପେକ୍ଷା

ନବରଙ୍ଗପୁର : ଭଙ୍ଗା ଦଦରା ଘର,୩ ନାବାଳିକା ଝିଅ ସହ ବିଧବା ମହିଳା,ପର ଘରେ ଅଇଁଠା ବାସନ ମାଜିଲେ ପରିବାରକୁ ଗଣ୍ଡେ ଖାଇବାକୁ ମିଳେ । ଅଧାବାଟରୁ ହାତଛାଡି ଆରପାରିକୁ ଚାଲିଗଲା ସ୍ୱାମୀ, ଝିଅ ବି ପାଠଛାଡି ବାସନ ମାଜିବା କାମରେ ମା’କୁ ସହଯୋଗ କରୁଛି । ଏଭଳି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି…