Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁଆଡ଼େ ଗଲେ ବଣେଇ ବ୍ଲକ ଉପାଧ୍ୟକ୍ଷ ? ୭ ଦିନ ହେଲା ମିଳୁନି ପତ୍ତା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କ ନିଖୋଜକୁ ୭ ଦିନ ବିତିଲାଣି । ସପ୍ତାହକ ପରେ ବି ବିନତିଙ୍କ କୌଣସି ଖୋଜ ଖବର ନାହିଁ । ବିନତିଙ୍କୁ ଅପହରଣ କରାଯାଇ ଥିବା ନେଇ ସ୍ୱାମୀ ପ୍ରସନ୍ନ ବେହେରା ଟିକାୟତପଲୀ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ,…

ଆସନ୍ତା ସପ୍ତାହରୁ ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ଭେଇକିଲ୍ ସ୍କ୍ରାପିଂ ପଲିସିକୁ ବିରୋଧ କରି ସଂଘ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପାଦକ…

କମୁଛି ଶୀତ, ୩ ଦିନ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର: ମଧ୍ୟ ଭାରତରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ଏବେ ପୂର୍ବ ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି । ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବା ସହ ଶୀତ କମୁଛି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ସହିତ ଆସନ୍ତା ୩ ଦିନ ରାଜ୍ୟର କିଛି…

ହକି ପାଇଁ ରାଜଧାନୀ ସୌନ୍ଦର୍ଯ୍ୟକରଣ କେତେ ସତ ? ମୁକୁଳା ଡ୍ରେନରେ ଖସି ପଡ଼ିଲେ ସାମ୍ବାଦିକ

ଭୁବନେଶ୍ୱର: ହକି ପାଇଁ ସଜେଇ ହୋଇଛି ଭୁବନେଶ୍ୱର । ରାସ୍ତାକଡ଼ ଉଠାଦୋକାନୀଙ୍କୁ ମଧ୍ୟ ବିଏମସି ଓ ବିଡିଏ ଉଠେଇ ଦେଇଛନ୍ତି । ସହର ପୂରା ଚମକୁଛି । ହକି ବିଶ୍ୱକପ୍ ପାଇଁ ବିଦେଶୀ ଖେଳାଳିଙ୍କ ସହ ଓଡ଼ିଶା ଆସିଛନ୍ତି ବିଦେଶରୁ ବହୁ ଅତିଥି । ରାଜଧାନୀର ରାସ୍ତାଘାଟ ଚକାଚକ ଦିଶୁଥିବା ବେଳେ…

ରସିଦ କହିବ ଚାଉଳ କାହାର ?

ଭୁବନେଶ୍ୱର: ମାଗଣା ଚାଉଳକୁ ନେଇ ଆଉ ଚଳିବନି ରାଜନୀତି । ମିଛରେ ନିଜର କହି ଆଉ ବାହାବାହା ନେଇ ପାରିବେନି ରାଜ୍ୟ ସରକାର । ମାଗଣା ଚାଉଳ କାହାର ? ରାଜ୍ୟ ଦେଉଛି ନା କେନ୍ଦ୍ର ? ଏନେଇ ବିବାଦ ପରେ ଚଳିତ ଜାନୁଆରୀ ମାସରୁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ…

ଜାନୁଆରୀ ୧୨ରେ କାହିଁକି ପାଳନ ହୁଏ ଜାତୀୟ ଯୁବ ଦିବସ..

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି। ୧୮୬୩ ମସିହା…

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ଦୁଇ ଅଧିକାରୀ ଗିରଫ

ଫୁଲବାଣୀ: ନକଲି ସୁନା ବନ୍ଧକ ରଖି ଋଣ ଦେବା ମହଙ୍ଗା ପଡ଼ିଛି। ଗିରଫ ହେଲେ ମଣପୁରମ ଫାଇନାନ୍ସ ଲିମିଟିଡେର ଦୁଇ ଅଧିକାରୀ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ। ୭୦ ଲକ୍ଷ ୮୭ ହଜାର ୮୭୨…

‘ଆର୍ଥିକ ମାନଦଣ୍ଡରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆର୍ଥିକ ମାନଦଣ୍ଡ ଆଧାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଏହାପଛକୁ ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ପରିବେଶ ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ଏହି ତାଲିକାର ଶୀର୍ଷରେ ରହିଛି। କର୍ଣ୍ଣାଟକ ଦ୍ୱିତୀୟ ଓ ତେଲେଙ୍ଗାନା…

ହକି ବିଶ୍ୱକପ ଆଳରେ ନବୀନଙ୍କ ଭାବମୂର୍ତ୍ତି ସଜଡା ହେଉଛି: ବିଜେପି

ଭୁବନେଶ୍ୱର: ଗାଁ ଲୋକଙ୍କ ଠାରେ ହକି ବିଶ୍ୱକପର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ। ଏପରି ବ୍ଯବସ୍ଥାକୁ ନେଇ କିନ୍ତୁ ପ୍ରଶ୍ନ ଉଠାଇଛି ବିଜେପି।…

ବିଶ୍ୱକପ ହକି ସମୟରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର…