Latest Odisha News

BREAKING NEWS

Browsing Category

ଓଡିଶା

Odisha

ନକଲି ଔଷଧ, ୬ ଜିଲ୍ଲାରେ ରୁଜୁ ହେଲା ୧୨ ମାମଲା

ଭୁବନେଶ୍ୱର: ଦେହ ଭଲ ହେବା ପାଇଁ ଆପଣ ଖାଉଥିବା ଔଷଧ ନକଲି । ଗଳିକନ୍ଦି ସହର ବଜାର ରାଜ୍ୟର ସବୁଠି ଏହି ନକଲି ଔଷଧ ବିକ୍ରି ହେଉଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଭଳି ରାଜ୍ୟର ପ୍ରାୟ ଜିଲ୍ଲାରେ ନକଲି ଔଷଧ କ୍ଲାଭାମ-୬୨୫ ବେଧଡ଼କ ଭାବେ ବିକ୍ରି ହେଉଛି । ରାଜ୍ୟ ବାହାରୁ ଆସୁଥବା ଏହି ନକଲି…

ବଢିଲା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ; ମିଳିବନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ବଢିଲା ଅଡ଼ୁଆ ।  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି ହାଇକୋର୍ଟ।  ଅନ୍ୟପକ୍ଷେ  …

ଓଡ଼ିଶାର କେଉଁଠି ବି ସ୍ଥାପନ ହେବନି ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟର ସ୍ଥାୟୀ ବେଞ୍ଚ । ପଶ୍ଚିମ ଓଡ଼ିଶା ହେଉ କିମ୍ବୂା ଦକ୍ଷିଣ ଓଡ଼ିଶା କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ଆଜି ଓକିଲ ଆନ୍ଦୋଳନକୁ ନେଇ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ…

ଡାକ୍ତରଖାନାରେ ମିଳିଲାନି ଆମ୍ବୁଲାନ୍ସ ; ବାଇକରେ ଶବକୁ ବୋହି ଗାଁକୁ ଆଣିଲେ

କୋରାପୁଟ:  ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର। ମେଡ଼ିକାଲରେ ମୃତ ନବଜାତ ଶିଶୁଙ୍କ ଶବ ନେବାପାଇଁ ମିଳିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ମୃତ ନବଜାତ ଶିଶୁର ଶବକୁ ବାଇକରେ ନେଲେ ପରିବାର ଲୋକେ।ଏଭଳି ନଗ୍ନ ଦୃଶ୍ୟ ପୁଣି ଥରେ ହୃଦୟ…

ଓକିଲ ଆନ୍ଦୋଳନକୁ ନେଇ ଓଡ଼ିଶା ପୋଲିସକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜି ଓ ଉତ୍ତରାଞ୍ଚଳ ଆଇଜି । ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନଫରେନ୍ସିଂ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ…

ପୁଣି ଶାଶୂ ଘର ଆଗରେ ବସିଲେ ଜଣେ ନବବିବାହିତା

ଅନୁଗୋଳ: ପୁଣି ଶାଶୂ ଘର ଆଗରେ ବସିଲେ ଜଣେ ବିବାହିତା । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିରୁ ଆସିଲା ଖବର । ୮ ମାସ ତଳେ ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ ଜୋସ୍ନା ସାହୁ  । ୪ ମାସ ଶାଶୁ ଘରେ ରହିବା ପରେ ତାଙ୍କୁ ମାଡ ମାରିଥିଲେ ଶାଶୂଘର ଲୋକେ ।…

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଜଣ ଗିରଫ ପରେ କୋର୍ଟ ଚାଲାଣ

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ ହେଲେ ୩ଜଣ । ମଞ୍ଚେଶ୍ୱର ଥାନା ପୋଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି । ୧୧ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଦୀପକ ବାର୍ଥ ଡେ ପାର୍ଟି ଆୟୋଜନ କରିଥିଲେ । ଅତ୍ୟଧିକ ମାତ୍ରାରେ ହୋ-ହଲ୍ଲା ହେଉଥିବାରୁ ମହିଳା…

ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ନିଲମ୍ୱିତ ବନ କର୍ମଚାରୀ ଗିରଫ

ବାରିପଦା : ୭ ତାରିଖରେ ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ବନ କର୍ମଚାରୀ ଗିରଫ । ଶିମିଳିପାଳରେ ହାତୀକୁ ମାରି ପୋଡ଼ିବା ଘଟଣାରେ ୩ ନିଲମ୍ୱିତ ବନକର୍ମଚାରୀ ଗିରଫ ହୋଇଛନ୍ତି । ପୂର୍ବରୁ ଏମାନଙ୍କ ନାଁରେ ଦିଆଯାଇଥିଲା ଏତଲା । ଶିମିଳିପାଳରେ ଦନ୍ତା ହାତୀକୁ ମାରି ଦାନ୍ତ…

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ, ଜଣେ ଗିରଫ

ବାରିପଦା : ଏସଟିଏଫ୍ ହାତର ଧରାପଡିଲା ବାଘ ଶିକାରୀ  । ବାରିପଦା ଶ୍ରୀରାମଚନ୍ଦ୍ରପୁରଠାରେ ଶିକାରୀକୁ କାବୁ କରିଛି ଏସଟିଏଫ । ବାଘ ଛାଲ ସହ ଜଣେ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର  ହୋଇଯାଇଛନ୍ତି । ଶିକାରୀଙ୍କ ଟାର୍ଗେଟ୍ ରେ ଶିମିଳିପାଳ  । ମାସକ ତଳେ ଗୁଳି କରି ଶିକାର କରିଥିବା ଅନୁମାନ…

ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ବାରିପଦା: ଜଣେ ଡାକ୍ତର ଚିକିତ୍ସା ସମୟରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଶିଶୁ ଓ୍ୱାର୍ଡରେ ସୋମବାର ରାତିରେ ଚିକିତ୍ସିତ ହେବାକୁ ଆସିଥିବା ଜଣେ ନାବାଳିକାଙ୍କୁ ସେଠାରେ ନିୟୋଜିତ ଶିଶୁ ରୋଗ ବିଶେଷଜ୍ଞ…