Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତୁ ଜାଣିବା କାଳିଆର ପୁଷ୍ପଶୃଙ୍ଗାର ଓ ନାକଚଣା ରହସ୍ୟ

ପୁରୀ: ଶୃଙ୍ଗାରପ୍ରିୟ ଆମ କଳାଠାକୁର ।ଶୃଙ୍ଗାରରେ ତାଙ୍କର ଭାରି ଆଦର।କଳାଠାକୁରଙ୍କ ଦିନଚର୍ଯ୍ୟାରେ ଯୋଡି ହୋଇଥାଏ ଦିନର ଅନ୍ତିମ ବେଶ ବଡ଼ସିଂହାର ବେଶ ବା ବଡ଼ଶୃଙ୍ଗାର ବେଶ ।ରାତିରେ ଚନ୍ଦନ ଲାଗି ନୀତି ପରେ ବଡ଼ସିଂହାର ବେଶରେ ନାନାଦି ପୁଷ୍ପ ଅଳଙ୍କାରରେ ସଜେଇ ହୁଅନ୍ତି ବଡ଼…

ବିଡା ବିଡା ଟଙ୍କା ଧରି ଯାଉଥିଲେ ବାବୁ, ମାଡି ବସିଲା ଭିଜିଲାନ୍ସ

ରାୟଗଡ଼ା: ରଖିଥିଲେ ବିଡା ବିଡା କଳା ଟଙ୍କା । ଘରେ ଯେତିକି ବାହାରେ ବି ସେତିକି । କଳା ବ୍ୟାଗରେ କଳା ଟଙ୍କାକୁ ଭର୍ତ୍ତି କରି ଅନ୍ଧାର ରାତିରେ ଯାଉଥିଲେ ବାବୁ । ତଥାପି ଧରାପଡିଗଲେ । ମାଡ଼ି ବସିଲା ଭିଜିଲାନ୍ସ । ବ୍ୟାଗରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । ଏମିିତି ଘଟଣା ସାମ୍ନାକୁ ଆସିଛି…

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ । ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ।ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ଏକତ୍ରିତ ହୋଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଫଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।…

ଅର୍ଚ୍ଚନା ନାଗ ମାମଲା; ଚାର୍ଜସିଟ୍ ଦାଖଲ କରିବ ଇଡି

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍‌ ଦାଖଲ କରାଯିବ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିବ । ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରାଯିବା ନେଇ ସୂଚନା ରହିଛି । ଏଥିସହ  ଜେରା ସମୟରେ…

ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ: ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ…

ବିମାନ ଉଡିଲା, ବିଜ୍ଞାପନ ଜରିଆରେ ବିବାଦ ବଢିଲା: ରାଉରକେଲାକୁ ବିମାନ ଉଡାଣର ଶ୍ରେୟ କାହାର?

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଅବସରରେ ବିଭିନ୍ନ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ହୋର୍ଡିଂ ଓ ବିଜ୍ଞାପନରେ ମୋଦିଙ୍କ ଫଟୋ ନଥିବା…

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର: ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଏହି ନିଯୁକ୍ତି ସେ…

ଆଇଏଏସ ମନୋଜ ମିଶ୍ରଙ୍କୁ ଠିକା ନିଯୁକ୍ତି, ନଜର ପକାନ୍ତୁ ବିଜେଡି-ବିଜେପିର ଆଭିମୁଖ୍ୟ ଉପରେ

ଭୁବନେଶ୍ୱର: ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଦୁଇ ଦିନ ତଳେ ମନୋଜ ମିଶ୍ର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ୍)ରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଗ୍ରହଣ କରାଯିବାର ତୁରନ୍ତ ପରେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମ୍ସ ପରିଦର୍ଶନର କିଛି ସମୟ ପରେ ଖସିଲା ସିଲିଂ, ୨ ଆହତ

ଭୁବନେଶ୍ୱର: ବିଭିନ୍ନ ସମୟରେ ଭୁବନେଶ୍ୱର ଏମ୍ସ ଚର୍ଚ୍ଚାରେ ରୁହେ । ସର୍ବାଧିକ ଚର୍ଚ୍ଚା ହୁଏ ରୋଗୀ ସେବାକୁ ନେଇ । ଘଣ୍ଟା ଘଣ୍ଟା, ରାତି ରାତି ଶୀତ କାକରରେ ପଡ଼ି ରହିବା ପରେ ଏମ୍ସ ଡାକ୍ତର ରୋଗୀ ଦେଖନ୍ତି । ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଭୁବନେଶ୍ୱରରେ ଥିବା ବେଳେ…

ବଳ ବଢ଼ାଉଛନ୍ତି ବିଜୟ, ପୁଅ ଅରବିନ୍ଦ ହେବେ ପ୍ରାର୍ଥୀ !

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ବିଜୟ ମହାପାତ୍ର । ଅଶୀ ଓ ନବେ ଦଶକରେ ଓଡ଼ିଶା ରାଜନୀତିରେ ଥିଲା ବିଜୟ ଦବଦବା । ଏକଦା ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜୟଙ୍କୁ କୁହା ଯାଉଥିଲା ସୁପର ସିଏମ୍ । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ଓଡ଼ିଶା…