Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି

ନୂଆଦିଲ୍ଲୀ: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ । ଗଠନ ହେଉ ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ୍ । ଏହି ୨ଟି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ…

ଇଡି ସାମ୍ନାରେ ସତ ଓଗାଳି ପାରନ୍ତି ଅର୍ଚ୍ଚନା

ଭୁବନେଶ୍ୱର:ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ…

ପୁଣି ମୁହଁ ଖୋଲିଲେ ଅର୍ଚ୍ଚନା, ‘ମୁଁ କହିଲେ ଓଡ଼ିଶା ବଦଳି ଯିବ, ୩୦ ମିନିଟ୍ ଦିଅନ୍ତୁ’

ଭୁବନେଶ୍ୱର: ମୋତେ ସମୟ ଦିଅ, ସବୁ କହିବି, ସମସ୍ତଙ୍କ ମୁଖା ଖୋଲିବି । ହନିଟ୍ରାପ୍ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଆଜି ପୁଣି ପୋଲିସ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ, ଓଡ଼ିଶା ବଦଳି ଯିବ । ଏଥିପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଦେବା ଦରକାର ବୋଲି…

ଛୁରାମାଡ଼ରେ ଯୁବକ ଗୁରୁତର ଆହତ

ବଡ଼ବିଲ : ପୁରୁଣା ବସ ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼ । ବସ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ଆହତ ହୋଇଥିବା ଯୁବକଙ୍କ ନାମ ଏମ୍ ଡି ଆକବର । ସେ ନ୍ୟୁ ମାର୍କେଟ ଅଞ୍ଚଳର ବୋଲି ଜଣାପଡ଼ିଛି  । ଛୁରାମାଡ଼ ଯୋଗୁଁ ତାଙ୍କ ଯୁବକ ଜଣକର ବାମପଟ ପେଟରେ…

ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ ଲଘୁଚାପ, ୮ ସକାଳେ ବାତ୍ୟା ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା ପରେ ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି…

ଅର୍ଚ୍ଚନାଙ୍କ ମୁହଁରୁ ସତ ଉଗାରିବ ଇଡି, ଖୋଲିବ କଳାସାମ୍ରାଜ୍ୟର ଗୁମର ?

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜିଠୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ । ପଚାରିବ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତି କେମିତି ହେଲେ କୋଟିପତି । କାହାକୁ କାହାକୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲ୍ କରି ଆଣିଛନ୍ତି କଳାଧନ । ସୋମବାର ଖୋର୍ଦ୍ଧା…

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌…

୪ଟା ସୁଦ୍ଧା ସରିଲାନି ପଦ୍ମପୁର ଭୋଟ୍, କୌଣସି ଉତ୍ତେଜନା ହୋଇନି

ପଦ୍ମପୁର : ୪ଟା ସୁଦ୍ଧା ସରିଲାନି ଭୋଟ୍ । ୪ଟା ପରେ ବି ୮୯ ବୁଥରେ ଭୋଟିଂ ଜାରି ରହିଥିଲା । ୮୯ଟି ବୁଥରେ ପ୍ରାୟ ୧୨ ହଜାର ଭୋଟ୍ ଦେବାକୁ ଲାଇନରେ ଥିଲେ । ୩ଟା ସୁଦ୍ଧା ୬୫.୨୮% ମତଦାନ ନେଇ ସୂଚନା ଦେଇଛନ୍ତି  ସିଇଓ ସୁଶୀଲ କୁମାର ଲୋହାନୀ । ଭୋଟ୍ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ସରିବା ପରେ ଭୋଟ୍…

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଉଭୟେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଘଟଣା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ମୃତ ପ୍ରେମୀ ଯୁଗଳ ହେଲେ ଚିତ୍ରସେନ୍ ଗୌଡ଼ ଓ ପି.ବର୍ଷା ରେଡ୍ଡୀ । ଚତ୍ରସେନଙ୍କ ଘଣ…