Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭାରେ ମାନିଲେ ମନ୍ତ୍ରୀ, ଛତିଶଗଡ଼ ପାଇଁ ମହାନଦୀରେ କ୍ରମାଗତ କମୁଛି ଜଳ ପ୍ରବାହ

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ମନମାନି ପାଇଁ ମହାନଦୀ ଅବବାହିକା ଶୁଖିବାରେ ଲାଗିଛି । ଅଣମୌସୁମୀ ସମୟରେ କ୍ରମାଗତ ଭାବେ ମହାନଦୀ ଅବବାହିକାରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ମହାନଦୀରେ ଜଳପ୍ରବାହ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା…

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ୪ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ୫ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା…

ଫୁଲ ତୋଳିବା ବାହାନାରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲା ଦୁର୍ବୁତ୍ତ  

ଗଜପତି : ପାରଳାଖେମୁଣ୍ଡି ଚିତ୍ରକର ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଘର ବାରିକୁ ଫୁଲ ତୋଳିବା ବାହାନାରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ । ଆଜି ଭୋରୁ ଉକ୍ତ ସାହିର  ଦିବ୍ୟାଙ୍ଗ ଯୁବତୀ ସୁଜାତା ପାଣିଗ୍ରାହୀ ଘର ବାରି ବାଥରୁମକୁ ଯିବା ସମୟରେ ଜଣେ ଅଜଣା ଯୁବକ…

ଆରପାରିରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ

ବ୍ରହ୍ମପୁର: ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ । ଓଡ଼ିଆ ସହ ସଂସ୍କୃତ ଓ ତେଲୁଗୁ ଭାଷା ସାହିତ୍ୟର ପ୍ରତି ତାଙ୍କର ଥିଲା ବିଶେଷ ପାଣ୍ଡିତ୍ୟ । ପୁରୁଣା ପୋଥି ଓ…

ଜାମିନ୍ ପାଇଁ ଉପର କୋର୍ଟକୁ ଗଲେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ଜେଲରେ ବିଚଳିତ ହୋଇ ପଡ଼ିଲେଣି ଅର୍ଚ୍ଚନା ଓ ଜଗବନ୍ଧୁ । ଛାଟିପିଟି ହେଉଛନ୍ତି ବାହାରକୁ ବାହାରିବା ଲାଗି । ଜାମିନରେ ମୁକୁଳିବା ଲାଗି ବାରମ୍ବାର କୋର୍ଟରେ ଆବେଦନ କରୁଛନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲିଙ୍କରେ ଇଡି ସ୍କାନରକୁ ଆସୁଛନ୍ତି ଅନେକ ବଡ଼ ବଡ଼ିଆ । ଯାହାକି…

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟିଦେବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । କାର୍‌ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  ।…

କିଟକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟକୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ବ୍ରହ୍ମପୁରରେ ‘ପ୍ରତିକ୍ଷା’ ଟିମ୍‌

ବ୍ରହ୍ମପୁର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିପାଇଁ ରାଜ୍ୟର ଅନେକ ପ୍ରମୁଖ ଅଞ୍ଚଳରେ ‘ପ୍ରତୀକ୍ଷା’ ଟିମ ଦ୍ବାରା ଜୋରସୋରରେ ପ୍ରମୋସନ କାର୍ଯ୍ୟ…

ଡିସେମ୍ବର ୨୦ ଯାଏ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଲୋୟର ପିଏମଜିରୁ ହଟିବେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ । ଡିସେମ୍ବର ୨୦ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆନ୍ଦୋଳନ ସ୍ଥଗିତ ନେଇ ସଂଘ ନିଷ୍ପତ୍ତି ନେଇଛି । ୨୭ ତାରିଖ…

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ…