Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୯ ବିଭାଗରେ ପିଜି ଖୋଲିବାକୁ ଅନୁମତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଠାରେ ରହିଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ୯ଟି ବିଭାଗର ପିଜି ପାଠ୍ୟକ୍ରମ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି।…

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ…

୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର: ବାରହା ମାରି ଫସିଥିଲେ, ଏବେ ପୁଣି ଫସିବେ । ୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ସାପ୍ତାହିକ ହାଟରେ । ଦେଶୀ ବନ୍ଧୁକ ସଜାଡ଼ିବା ବେଳେ ବାରୁଦ ଫୁଟିବାରୁ ୫ ଜଣ ଆହତ ହୋଇ ମେଦଲପୁର…

ଓଡ଼ିଶାରେ ଚଳିତବର୍ଷ ୬୪ ନକ୍ସଲ ନିପାତ କରିଛି ବିଏସ୍ଏଫ୍

ଭୁବନେଶ୍ୱର : ଆସନ୍ତାକାଲି ସୀମା ସୁରକ୍ଷା ବଳ ବା ବିଏସଏଫ୍ ପ୍ରତିଷ୍ଠା ଦିବସ । ଆଜିକୁ ୫୭ ବର୍ଷ ଧରି ସୀମା ସୁରକ୍ଷା କରିଆସୁଛି ବିଏସଏଫ୍ । ଯାହାକୁ ବିଏସଏଫ୍ ପକ୍ଷରୁ ‘ରେଜିଙ୍ଗ ଡେ’ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ୨୦୧୦ରୁ ବିଏସଏଫ୍ କର୍ତ୍ତବ୍ୟରତ । ୨୦୦୪ରେ କୋରାପୁଟ ମୋଟୁ ଥାନା…

ରାଜଧାନୀର ୪ଟି ସ୍ଥାନରେ NH ଉପରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା ସହ ଜାତୀୟ ରାଜପଥକୁ ୬ ଲେନ୍ କରିବା କାର୍ଯ୍ୟ ଜାରି ରହିଛି । ରାଜଧାନୀରେ ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ…

ଡିସେମ୍ୱର ୨ରୁ ୪ ଯାଏଁ ରାଜଧାନୀରେ ହେବ  ‘ବାୟୁ ସମ୍ମିଳନୀ’

ଭୁବନେଶ୍ୱର : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବ ବାୟୁ ସମ୍ମିଳନୀ । ଡିସେମ୍ୱର ୨ରୁ ୪ ଯାଏଁ ହେବ  ‘ବାୟୁ ସମ୍ମିଳନୀ’ । ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରିଥିବା ସହରମାନଙ୍କୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ଦିଆଯିବ । ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ…

ପ୍ରଥମ ଓଡ଼ିଆ ଭାବେ GST ଗୁଇନ୍ଦା ମୁଖ୍ୟ ହେଲେ IRS ସୁର୍ଜିତ ଭୁଜବଳ

ଭୁବନେଶ୍ୱର: ଓଡ଼ିଶା ପୁଅ ହେଲେ ଜିଏସଟି ଗୁଇନ୍ଦା ମୁଖ୍ୟ । କେନ୍ଦ୍ର ସରକାରଙ୍କ ଅଧିନ ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । ସୁର୍ଜିତ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଆରକେ ଭୁଜବଳଙ୍କ ପୁଅ ଏବଂ ଅବସରପ୍ରାପ୍ତ ଆଇଜିପି କୁଳମଣି…

ଓଡ଼ିଶା ଭେଇକିଲ୍ ସ୍କାର୍ପିଂ ନୀତିକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ ନୂଆ ପଞ୍ଜିକୃତ ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ନୂତନ ଭେଇକିଲ୍ ସ୍କାର୍ପିଂ ପଲିସି ଦ୍ୱାରା ଗାଡ଼ି ପ୍ରଦୂଷଣ ହ୍ରାସ ପାଇବ । ନୂତନ ନୀତି ଅନୁସାରେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କାର୍ପିଂ ସେଣ୍ଟରରେ ନଷ୍ଟ…

୯ରୁ ମାଟ୍ରିକ ସମ୍ମେଟିଭ୍ ମୂଲ୍ୟାୟନ

କଟକ: ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ମୂଲ୍ୟାୟନ ଡିସେମ୍ୱର ୯ତାରିଖରୁ ଆରମ୍ଭ ହେବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ । ସକାଳ ୯ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖାତା ଦେଖା ହେବ । ଡିସେମ୍ୱର ୧୯ ତାରିଖ ଯାଏଁ ମୂଲ୍ୟାୟନ ହେବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ…

ନୂଆପଡାରେ ଜମୁଛି କୁରାଲ ପୂଜା

ନୂଆପଡ଼ା : କୁମ୍ଭାରଙ୍କ ପ୍ରମୁଖ ପୂଜା କୁରାଲ ପୂଜା  । ଏହି ପୂଜା କୁମ୍ଭାର ଜାତିର ଲୋକମାନେ ବହୁତ ଉତ୍ସାହର ସହ ମନାଇଥାନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଝୁମୁଛନ୍ତି ନୂଆପଡ଼ାବାସୀ । ଏନେଇ ଖଡ଼ିଆଳ, ସିନାପାଲି, ବୋଡେ଼ନ କୋମନା ବ୍ଲକର ବିଭିନ୍ନ ଗାଁ ଯଥା…