Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଥମ ଦିନ କରିବେ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଆସନ୍ତାକାଲି ରାଷ୍ଟ୍ରପତି ସକାଳ 10ଟା 50ରେ ଆସି ବିମାନ ବନ୍ଦରରେ…

ଅର୍ଚ୍ଚନା ନାଗ ମାମଲା: ପୋଲିସ ଚୁପ୍, ଇଡି ଆରମ୍ଭ କଲା କି ଗୁମର ଖୋଲିବା?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବାକୁ ମାସେ ପୂରିଛି। ହେଲେ ଏହି ମାମଲାରେ ଆର୍ଥିକ ନେଣଦେଣ ପାଖରୁ ଆରମ୍ଭ କରି ହନିଟ୍ରାପର ଦିଗ ସାମ୍ନାକୁ ଆସିଥିଲେ ମଧ୍ୟ ପୋଲିସ ଏଯାବତ ଅର୍ଚ୍ଚନା ପରେ ତାଙ୍କ ସ୍ୱାମୀ ଧନଞ୍ଜୟ ଚାନ୍ଦଙ୍କୁ ହିଁ ଗିରଫ କରିବାରେ ସକ୍ଷମ ହୋଇଛି। କିନ୍ତୁ…

୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ପଟ୍ଟା, ଡ୍ରୋନ୍‌ ସର୍ଭେକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟର ୫ଟି ମହାନଗର ନିଗମର ବସ୍ତି ବାସନ୍ଦାଙ୍କୁ ମିଳିବ ଜମି ପଟ୍ଟା। ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବସ୍ତି ବାସିନ୍ଦାଙ୍କୁ ‘ଜାଗା ମିଶନ୍‌’ ଜରିଆରେ ଜମିପଟ୍ଟା ପ୍ରଦାନ କରାଯିବ। ପ୍ରଥମେ ଡ୍ରୋନ୍‌ ସର୍ଭେ କାର୍ଯ୍ୟ ହେବ। ଗୁରୁବାର ଏହି କାର୍ଯ୍ୟକୁ ୫ଟି…

JSPL ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟା ଘଟଣା, ଗେଷ୍ଟ ହାଉସ୍ ରୋଷେୟା ଗିରଫ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ପାୱାର୍ ମିଲିଟେଡ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟାର ୨ ଦିନ ପରେ ପୋଲିସକୁ ସଫଳତା ମିଳିଛି । ଲଜିଷ୍ଟିକ ମ୍ୟାନେଜର ମୋତିରାମ ପାଲଙ୍କୁ ହତ୍ଯା ଘଟଣାରେ ଲହୁଣୀପଡ଼ା ପୋଲିସ ବରସୁଆଁ ସ୍ଥିତ କମ୍ପାନୀ ଗେଷ୍ଟ ହାଉସର ରୋଷେୟାକୁ ଗିରଫ କରିଛି । ଗିରଫ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ତୃତୀୟ ଦିନରେ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ଜାରି ରହିଛି । ଆଜି ତୃତୀୟ ଦିନରେ ଏକାଧିକ କିଡନୀ ରୋଗୀ ମନ୍ତ୍ରୀ ନବ ଦାସଙ୍କ ଘରେ ଆଗରେ ଧାରଣା ଦେବା ସହ ସେଇଠି ରୋଷେଇ କରି ଖାଉଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ପରେ ମନ୍ତ୍ରୀଙ୍କ…

ବିଦ୍ୟାଳୟରୁ ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ନବରଙ୍ଗପୁର: ମିଳିଲା ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ । ୨ ଦିନ ହେବ ବିଦ୍ୟାଳୟରୁ ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଗଛରୁ ମିଳିଛି । ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ମାନିଗାଁ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଛାତ୍ର ଶଙ୍କର ହରିଜନଙ୍କ ପରିବାର…

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ…

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ତାଙ୍କ ଗସ୍ତବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩ ଶହ ଅଫିସର ନିୟୋଜିତ ହେବେ । କେବଳ ପୁରୀରେ ୫ଜଣ ଏସପି…

ପଦ୍ମପୁର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ ବିଜେଡି ?

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି ସମସ୍ତଙ୍କ ଆଖି । ବିଜେଡି ଆସନ ବଜାୟ ରଖିବ ନା ବିଜେପି ବାଜି ପଲଟାଇବ । ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତାକାଲି ପ୍ରକାଶ ପାଇବ ଉପନିର୍ବାଚନ ଲାଗି ବିଜ୍ଞପ୍ତି । ହେଲେ ଏବେ ଯାଏ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି…

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର…