Latest Odisha News

BREAKING NEWS

Browsing Category

ଓଡିଶା

Odisha

ନକଲି ଗୁଟ୍‌ଖା କାରଖାନା ମାଲିକଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ବାଉଁଶିଆପଲ୍ଲୀ ଠାରେ ନକଲି ଗୁଟଖା ସାମ୍ରାଜ୍ୟ ଚଳାଇଥିବା ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି । ଗତ ଅଗଷ୍ଟ ୩୦ ତାରିଖରେ ସଦର ଥାନା ପକ୍ଷରୁ ବାଉଁଶିଆପଲ୍ଲୀ ଠାରେ ଥିବା ୩ଟି ନକଲି ଗୁଟଖା କାରଖାନା ଓ ଗୋଦାମରେ ଚଢଉ…

ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକରେ ପୂର୍ବାହ୍ନରେ ପୂର୍ଣ୍ଣଚନ୍ଦ୍ର ନାହାକ(୩୮)ଙ୍କୁ କେତେକ ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ଣ୍ଣଚନ୍ଦ୍ରଙ୍କ ଘର ପୁରୁଷୋତ୍ତମପୁର ଥାନା…

ଜୁଆ ଆଡ୍ଡାରୁ ଗିରଫ ହେଲେ ୧୩ ଜୁଆଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ପୋଲିସ ମଙ୍ଗଳବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିବା ସହିତ ୮୦ ହଜାର ଟଙ୍କା, ୧୫ଟି ମୋବାଇଲ ଏବଂ ୨ଟି ବାଇକ୍‌କୁ ଜବତ କରିଛି । ଏହି ଆଡ୍ଡାରୁ ୧୩ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଆସିକା ଥାନା ଅନ୍ତର୍ଗତ ଧୋବପଲ୍ଲୀ ଶିବ ମନ୍ଦିର ପାଖରେ ଜୁଆ ଖେଳ…

ଜଙ୍ଗଲରୁ ବାଘର ଗଳିତ ମୃତ ଦେହ ଠାବ

ସୁବର୍ଣ୍ଣପୁର : ବାଘପାଲି ଜଙ୍ଗଲରୁ ବାଘର ଗଳିତ ମୃତ ଦେହ ଠାବ । ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଘଟିଛି । ବାରହା ଫାସରେ ପଡି କରଲାପତରିଆ ବାଘର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  । ମୃତ ବାଘର ନଖ ଓ ନିଶକୁ ଦୁର୍ବୁତ୍ତମାନେ ନେଇଯାଇଥିବା ଅଭିଯୋଗ…

ଟ୍ରକ୍ ଚୋରି ମାମଲାରେ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣ ଗିରଫ

ଯାଜପୁର: ଟ୍ରକ୍ ଚୋରି ମାମଲାର ପର୍ଦ୍ଦାଫାସ୍ କରିଛି ଧର୍ମଶାଳା ପୋଲିସ । ମାମଲାରେ ପୋଲିସ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର ସହ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଗତ ୧୧ ତାରିଖରେ ଧର୍ମଶାଳା…

୨୯୦ କେ.ଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣ ରୁ ୨୯୦ କେ.ଜି ଗଞ୍ଜେଇ ଜବତ ହୋଇଛି  । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି  । ନନ୍ଦପୁର ବ୍ଲକ ମାରଡ଼ା ଅଞ୍ଚଳ ରୁ…

ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ପୁରୀ: ବିଜେପିକୁ ଧୋକା ଦେଇଛି ବିଜେଡି । ଆମେ ବିଜେଡି ସାଙ୍ଗରେ ୯ ବର୍ଷ ଥିଲୁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । କେନ୍ଦ୍ରରେ ସଂଖ୍ୟା…

ପ୍ରଫେସର ତ୍ରିପାଠୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

କୋରାପୁଟ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିଲା।…

ଡେଙ୍ଗୁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢାଇଛି

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା।  ଡେଙ୍ଗୁ କବଳରେ ଏବେ ରାଜଧାନୀ ଭୁବନେଶ୍ୱର । ଡେଙ୍ଗୁ ପାଇଁ ଭୁବନେଶ୍ୱରବାସୀ ଙ୍କ ଚିନ୍ତା ବଢିଯାଇଛି । କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଡେଙ୍ଗୁକୁ ନେଇ ଚିନ୍ତାଜନକ ସ୍ଥିତି ଥିବା…

ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ।  ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ରେ ବିସିବାସହ ପ୍ରତିବାଦ କରିଛନ୍ତି ଟ୍ରାକ୍ଟର ମାଲିକମାନେ  ।  ଟ୍ରାକ୍ଟର ମାଲିକ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର…