Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ…

ଓଡିଶା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ଦାବି ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି  ।  ତାସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ଏହି ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବି…

ଗାଡ଼ି ଚାଳକଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବ୍ରହ୍ମପୁର: ଗତ ୧୦ ତାରିଖରେ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ନାରାୟଣପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ କାଳିଆ ବିଷୋୟୀ(୩୮) ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ବେପରୁଆ ଭାବେ ଗାଡି ଚଳାଇ ଆସୁଥିବା ଜଣେ କାର ହଠାତ୍ ଧକ୍କା ଦେଇଥିଲା । ଫଳରେ କାଳିଆଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।…

ଚାଲିଥିଲା ଗଞ୍ଜେଇ ଯାଞ୍ଚ, ବସ୍‍ ଭିତରୁ ମିଳିଲା ୩୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ପୁଣି ଥରେ ବସ୍‍ ଭିତରୁ ପୁଳାପୁଳା ଟଙ୍କା ମିଳିବାକୁ ନେଇ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ ଥରେ ଏକ କୋଟି ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମଙ୍ଗଳବାର ମିଳିଛି ନଗଦ ୩୨ ଲକ୍ଷ ଟଙ୍କା। ପ୍ରାଥମିକ ସୂଚନା ଅନୁଯାୟୀ, ବସ୍‍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ…

ସ୍ୱାମୀ ଆଖି ଆଗରେ ପୋଖରିରେ ବୁଡ଼ିଗଲା ଗର୍ଭବତୀ ସ୍ତ୍ରୀ

ବଲାଙ୍ଗିର: ହସ୍ପିଟାଲରୁ ଚେକଅପ୍ ସାରି ଫେରୁଥିଲେ । ପେଟରେ ବଢ଼ୁଥିବା ଛୁଆକୁ ନେଇ ମନରେ ଢେର୍ ଆଶା ବି ବାନ୍ଧିଥିଲେ । ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା । କାରରେ ଫେରୁଥିବା ବେଳେ କାର ଯାଇ ସିଧା ପୋଖରି ଭିତରେ ପଶିଗଲା । କୌଣସି ମତେ ସ୍ୱାମୀ ପହଁରି ପହଁରି କୂଳକୁ ପଳାଇ ଆସିଲେ ।…

ଖଣ୍ଡାରେ ଯୁବକଙ୍କୁ ହାଣି ହତ୍ୟା

ବ୍ରହ୍ମପୁର:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକ ପାଖରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାହାକ। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବାଇକ୍‍ରେ କେଉଁଆଡ଼େ…

ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର ଛୁଆ

ଯାଜପୁର: ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ଗାଁ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଗାଁର କୁନା ମଲ୍ଲିକ ମାଛ ଧରିବାକୁ ପଗିଡ଼ିଆ ନଦୀରେ ବନିଶି ପକାଇଥିଲେ । ହେଲେ ବନିଶିରେ ମାଛ ନପଡ଼ି ପଡ଼ିଥିଲା କୁମ୍ଭୀର ଛୁଆ । ସଙ୍ଗେ ସଙ୍ଗେ କୁନା…

ଥାନା ଭିତରେ ‘ଗୁଣ୍ଡାଗର୍ଦ୍ଦି’, ଉତ୍ତ୍ୟକ୍ତ ଜନତା ମାରିଲେ ପୋଲିସକୁ ଧକ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି । ଗତ…

5T ଅଧିନରେ ରୂପାନ୍ତରଣ ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆପଡ଼ା: 5T ଅଧିନରେ ସ୍କୁଲ ରୂପାନ୍ତରଣରେ ଦୁର୍ନୀତି । ମାସ କେଇଟା ନ ହେଉଣୁ ଛାତରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଗତ କିଛିମାସ ତଳେ 5T ଅଧିନରେ ରାଜ୍ୟ ସରକାର ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିଲେ । ହେଲେ ମାସ କେଇଟା ନ…

ବସ୍ତିରେ ଶିକ୍ଷାର ଦୀପ ଜାଳୁଛି ସାତ୍ତ୍ୱିକ ସୋଲ୍‍

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ବସ୍ତିଗୁଡ଼ିକର ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଦୀପ ଜାଳିବାରେ ଏବେ ପ୍ରମୁଖ ଭୂମିକା ନେଉଛି ସାତ୍ତ୍ୱିକ ସୋଲ୍‍। ଉତ୍ସାହି ଯୁବତୀ ଯୁବକଙ୍କୁ ନେଇ ଗଠିତ ଏହି ସଂଗଠନ ବସ୍ତିଗୁଡ଼ିକରେ ପାଠ୍ୟ ପୁସ୍ତକ ବଣ୍ଟନ ଠାରୁ ଆରମ୍ଭ କରି ଶିକ୍ଷା ସଂପର୍କିତ ପ୍ରତିଯୋଗିତା…