Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳିତ ବର୍ଷ ହେବ କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ହବିଷ୍ୟାଳୀ ଶିବିର

ପୁରୀ: ଆଉ ମାସେ ପରେ କାର୍ତ୍ତିକ ବ୍ରତ କରିବେ ହବିଷ୍ୟାଳୀ । କରୋନା ପାଇଁ ଦୁଇ ବର୍ଷ ହେଲା ପୁରୀରେ କାର୍ତ୍ତିକ ବ୍ରତ ଠିକ ଭାବେ କରିପାରିନାହାଁନ୍ତି ହବିଷ୍ୟାଳି ।  ଆସନ୍ତା ମାସ  ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । କରୋନା କଟକଣା ଯୋଗୁଁ  ୨ ବର୍ଷ ହେଲା ହବିଷ୍ୟାଳୀ…

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ  ରବୀନ୍ଦ୍ର ମଣ୍ଡପରେ ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ଆୟୋଜନ କରିଥିଲେ । ଉଦ୍‌ଘାଟନୀ ସନ୍ଧ୍ୟାରେ ବଂଶୀ ଉପରେ ପଣ୍ଡିତ ରୋନୁ ମଜୁମଦାର, ଜେମ୍ବେରେ ଉସ୍ତାଦ୍ ତୋଫିକ୍ କୁରେଶି ଏବଂ…

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ଆବେଦନ

ଭୁବନେଶ୍ୱର:  ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି । ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କ (ପଞ୍ଜୀକରଣ ଓ ସଂରକ୍ଷଣ) ଅଧିନିୟମ, ୧୯୯୯ ଦ୍ବାରା ସାମଗ୍ରୀ ଗୁଡିକର ଭୌଗୋଳିକ…

ଭୁବନେଶ୍ୱରରେ ଜୀବନଯାତ୍ରା ଠପ୍‌ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର : ରାଜଧାନୀରେ ଆଜି ଟ୍ରାଫିକ ଜାମକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।  କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ଘଟିଛି ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ  ଦିଲୀପ ମଲ୍ଲିକ  ଅଭିଯୋଗ ଆଣିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ…

ରାସ୍ତା ସାଜିଛି ମରଣଯନ୍ତା, ସତ୍ୟାଗ୍ରହ କଲେ ଗ୍ରାମବାସୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା । ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ବହୁ ଥର ଅଭିଯୋଗ କରିବା ପରେ ମଧ୍ୟ ରାସ୍ତା ମରାମତି ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।  ଶେଷରେ ମଙ୍ଗଳବାର ଲୋଚାପଡ଼ା ସରପଞ୍ଚ…

ହର ଘର୍ ତ୍ରିରଙ୍ଗା ପରେ ଏଣେତେଣେ ପଡ଼ିଲା ପତାକା; ଏବେ ସମ୍ମାନ ପାଇଁ ସଚେତନ କରୁଛନ୍ତି ଅଧ୍ୟାପିକା

ବ୍ରହ୍ମପୁର: ହର ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେଲେ। ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ। କିନ୍ତୁ ବର୍ତ୍ତମାନ ଆଉ ସମ୍ମାନ ଦିଆଯାଉ ନାହିଁ। ପତାକା ନଷ୍ଟ ହେଉଛି। ସମ୍ମାନ ହାନୀ ହେଉଛି। ଏନେଇ ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ କରିଛନ୍ତି ଜଣେ ଅଧ୍ୟାପିକା। ସେ ହେଲେ ବ୍ରହ୍ମପୁର…

ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜ୍ୟରେ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ସେମାନଙ୍କୁ ଜୀବନ ଦକ୍ଷତା କାର୍ଯ୍ୟକଳାପ ପ୍ରଦାନ କରୁଥିବା ପ୍ରତିଷ୍ଠିତ ଅନନ୍ୟ ସଙ୍ଗଠନ ତିତିଲି ଫାଉଣ୍ଡେସନର ପଂଚମ ବାର୍ଷିକୀ ନାଗେଶ୍ୱର ଟାଙ୍ଗୀ ସ୍ଥିତ କାର୍ଯ୍ୟକଳାପ କେନ୍ଦ୍ରରେ ଅତି ଉତ୍ସାହ ଏବଂ ଆଡ଼ମ୍ବର ସହ…

୨୦୨୪ ଦଖଲ ପାଇଁ ପ୍ରଭାରୀ ବଂଶଲ ପ୍ରସ୍ତୁତ କଲେ ରଣନୀତି

ଭୁବନେଶ୍ୱର: ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନରେ ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଜେପି କିଭଳି ୨୦୨୪ ନିର୍ବାଚନରେ ସଫଳ ହେବ ସେ ନେଇ ଆଲୋଚନା କରିଛନ୍ତି। ବୁଥ ସ୍ତରୀୟ ଅଭିଯାନ ପାଇଁ ଖସଡା ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟର ୩୭…

୧୩ ବର୍ଷ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ରରେ ନାହାନ୍ତି ଦିଦି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଡାଉଁଶନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍କେଲିଟନ। ବିନା ଅଙ୍ଗନୱାର୍ଡି କର୍ମୀରେ ଚାଲିଛି ଶିଶୁ ଏବଂ ମାତୃତ୍ୱ ବିକାଶ । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ଧରି ବିନା ଅଙ୍ଗନୱାର୍ଡି…

ଦୁର୍ନୀତି କରେନି… ଦଳୀୟ କଣ୍ଟ୍ରାକ୍ଟର ଚାନ୍ଦା ଦିଅନ୍ତି: ବିଜେଡି ବିଧାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆନନ୍ଦପୁର ଜିଲ୍ଲା ପରିଷଦ ସଦସ୍ୟା ଅଷିମା ମିଶ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିକରି ଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା କେନ୍ଦୁଝର ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ 'ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ଦଳୀୟ କଣ୍ଟ୍ରାକ୍ଟର…