Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ନୀତି କରେନି… ଦଳୀୟ କଣ୍ଟ୍ରାକ୍ଟର ଚାନ୍ଦା ଦିଅନ୍ତି: ବିଜେଡି ବିଧାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆନନ୍ଦପୁର ଜିଲ୍ଲା ପରିଷଦ ସଦସ୍ୟା ଅଷିମା ମିଶ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିକରି ଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା କେନ୍ଦୁଝର ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ 'ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ଦଳୀୟ କଣ୍ଟ୍ରାକ୍ଟର…

ମଳଦ୍ଵାର ପଟେ ଗ୍ଲାସ୍ ପୁରାଇବା ଘଟଣା; ମାନବାଧିକାର କମିଶନରେ ଅଭିଯୋଗ ପରେ ତନାଘନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ୍ ପୂରାଇବା ଘଟଣାରେ ନୂଆ ମୋଡ଼ ଆସିଛି। ଅସ୍ତ୍ରୋପଚାର କରାଯାଇ ପେଟରୁ ଗ୍ଲାସ କଢ଼ାଯାଇଛି ଏବଂ ବ୍ୟକ୍ତି ଜଣକ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଘଟଣା ପଦାକୁ ଆସିବା ବେଳେ ଏଭଳି ଅମାନବୀୟ…

ଆଗାମୀ ତିନି ଘଣ୍ଟା ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନ ୧ଟା ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ସକାଳ ୧୦ଟା ବେଳର ପ୍ରତି ତିନି ଘଣ୍ଟିଆ ବୁଲେଟିନରେ ଏହି ସୂଚନା ଦିଆଯାଇଛି । ରାଜ୍ୟର କିଛି ଜିଲ୍ଲାରେ ଆଂଶିକ ବର୍ଷା ହେବାକୁ ଥିବା ବେଳେ କିଛି…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା…

ଦେବଗଡ଼ରେ ଯୁବକଙ୍କୁ ତୀର ମାରି ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବାରକୋଟରେ ଜଣେ ଯୁବକଙ୍କୁ ଧନୁ ତୀରରେ ଆକ୍ରମଣ ହୋଇଛି । ଉପରଖଣ୍ଡମା ଗାଁରେ ତୀର ମାଡ଼ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ଯୁବକ ବାବୁ ଧିବର ବୋଲି ଜଣାପଡ଼ିଛି। ତୀର ମାରିବା ପରେ ଆକ୍ରମଣକାରୀ ଖସିଯାଉଥିବା ବେଳେ ଧିବରଙ୍କ ଜଣେ…

ରାସ୍ତା କଡ଼ରେ ମଳ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଦେଉଛି ଆସ୍କା ଏନଏସି

ବ୍ରହ୍ମପୁର: ନିଜ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ସରକାରୀ ଅଧିକାରୀମାନେ ଅନେକ ପ୍ରକାରର ପଦକ୍ଷେପ ନେଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲା ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କ ଉଦ୍ୟମକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ରାସ୍ତା କଡ଼ରେ ମଳ…

ବିଜେପିର ମିଶନ TWO ସହ ସୁନୀଲଙ୍କ ସମ୍ପର୍କ

ଭୁବନେଶ୍ୱର : ଆଜିଠୁ ଓଡିଶା ଗ୍ରସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ  । ଓଡିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ  । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୁଇଦିନ  ଓଡ଼ିଶା ଗସ୍ତର ଆସିଥିବା ବେଳେ ଓଡିଶାରେ ବିଜେପି ସରକାର ଗଠନ ହେବାକୁ…

“ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ ସମୟର ଆବଶ୍ୟକତା : କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଦେଶର ଅର୍ଥନୀତି ଏକ ସଂକଟମୟ ସନ୍ଦିକ୍ଷଣ ଦେଇ ଗତି କରୁଥିଲା ବେଳେ…

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର:  ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା । ଏଠାରୁ ଖେଲା ବଜାରରେ ବିକ୍ରି…

ଅଜଗର ଖାଇଥିଲା ୩ ଫୁଟରୁ ଛୋଟ ପ୍ରାଣୀ, ମଣିଷ ଗିଳି ନାହିଁ !

କଟକ ଜିଲ୍ଲା ବାଙ୍କୀ ସବ ଡିଭିଜନ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ସାପ ଗିଳି ଦେଇଥିବା ଖବର ଭାଇରାଲକୁ ୯ ଦିନ ବିତିଲାଣି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କଟକ ଜିଲ୍ଲା ସାନ ମୁଣ୍ଡଳି ଗାଁର ନନ୍ଦ କିଶୋର ବେହେରା । ସେ ଗତ ଅଗଷ୍ଟ ୨୮ରେ ଡମପଡ଼ା ଅଭୟାରଣ୍ୟ ଭିତରକୁ ଲୁଗା…