Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଗାବଳୀ ନଦୀର ଝୁଲା ପୋଲ, ପର୍ଯ୍ୟଟଙ୍କ ପାଇଁ ସାଜିଛି ଡେଥ ଜୋନ୍

ରାୟଗଡ଼ା: ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲର ଆଖପାଖ ଏବେ ଲୋକଙ୍କ ପାଇଁ ବିପଦ ସାଜିଛି।  ପର୍ଯ୍ୟଟନ ସ୍ଥଳରୁ ଧୀରେ ଧୀରେ ଡେଥ ଜୋନର ପରିଚୟ ନେବାରେ ଲାଗିଛି ।  ବିଗତ 5 ବର୍ଷର ରେକର୍ଡ କହୁଛି ସୁରକ୍ଷା ଅଭାବରୁ ଏଠାରେ ବୁଡି ମଲେଣି 27 ପର୍ଯ୍ୟଟକ । ଗୋଟିଏ ପଟେ ଦକ୍ଷିଣ…

ବ୍ରହ୍ମପୁର ମହାନଗର ନିଗମ ତରଫରୁ ନଷ୍ଟ କରାଗଲା ପଚା ଖାଦ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ଶୁକ୍ରବାର ସହରର ବିଭିନ୍ନ ହୋଟେଲ୍‌ରେ ଚଢ଼ଉ କରାଯାଇ ଖାଦ୍ୟର ମାନ ଦେଖାଯାଇଥିଲା । ବିଏମ୍‌ସିର ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଗଠିତ ଏକ ଟିମ୍‌ ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କ ନେତୃତ୍ବରେ ଚଢ଼ଉ ସହ ପଚା ଖାଦ୍ୟ ନଷ୍ଟ କରାଯାଇଛି…

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଷ୍ଟାର୍ଟଅପ୍ ଓଡିଶା ଯାତ୍ରା 2.0 ଆରମ୍ଭ କରିଛନ୍ତି। ଏହି ଯାତ୍ରା 60 ଦିନ ମଧ୍ୟରେ 30 ଟି ଜିଲ୍ଲାର 100 ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବ।  ତୃଣମୂଳ ସ୍ତରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ…

ବନ୍ୟା ପରେ ଦୁର୍ଦ୍ଦଶାରେ ଚାଷୀ, ଧୋଇ ଯାଇଛି ଏକର ଏକର ଧାନ ଚାଷ

ଯାଜପୁର: ବନ୍ୟା ପାଣି ଛାଡ଼ି ଯାଇଛି । ହେଲେ ଦେଇ ଯାଇଛି ଦୁଃଖ । ନଷ୍ଟ ହୋଇ ଯାଇଛି ଏକର ଏକର ଜମିରେ ହୋଇଥିବା ଚାଷ । ଯାଜପୁରର ବୈତରଣୀ ଏବଂ ଶାଖା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର, ଯାଜପୁର ବ୍ଲକର ବ୍ୟାପକ ଅଞ୍ଚଳରେ ଚାଷ କାର୍ଯ୍ୟ ନଷ୍ଟ ହୋଇଛି । ଧାନ ରୁଆ ପୋତା ସମୟରେ ବନ୍ୟା ପାଣି…

ହୋଟେଲର ୬ ମହଲାର ଏକ ରୁମରୁ ଖସି ଘରୋଇ କମ୍ପାନୀର ଏଚ୍.ଆରଙ୍କ ମୃତ୍ୟୁ

ପୁରୀ: ପୁରୀ ବଳିଆ ପଣ୍ଡା ସ୍ଥିତ ହୋଟେଲ୍ କ୍ରିଷ୍ଣା ସି ସାଇଡରେ ଅଘଟଣ । ହୋଟେଲର ୬ ମହଲାର ଏକ ରୁମର ଝରକାରୁ ଖସି ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ବଳିଆ ପଣ୍ଡା ଥାନା…

‘ଚାଷୀଙ୍କ ସ୍ୱାର୍ଥରେ କାମ ନକରି ସରକାର ବୀମା କମ୍ପାନୀ ସ୍ୱାର୍ଥରେ କାମ କରୁଛନ୍ତି’

ଭୁବନେଶ୍ୱର: ବନ୍ୟା ପରେ କ୍ଷୟକ୍ଷତି କାହିଁକି ଆକଳନ କରାଯାଉନି ଏବଂ ବୀମା କମ୍ପାନୀକୁ ରାଜ୍ୟ ସରକାରଙ୍କ ଅନୁକମ୍ପା ପାଉଥିବାରୁ ଚାଷୀ ହାଇରାଣ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ…

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।…

ତେଜୁଛି ଅଳିଆ ବିବାଦ: ବିଜେପିର ଚେତାବନୀ, କ’ଣ କରିବେ ମେୟର ମାଡାମ ?

ଭୁବନେଶ୍ୱର: ଗୋଟିଏ ପଟେ ରାଜଧାନୀକୁ ଚିକ୍କଣା କରିବା ଇଚ୍ଛା ଅନ୍ୟପଟେ ଦୈନନ୍ଦିନ ଅଳିଆ କେଉଁଠି ପକାଇବେ ସେ ନେଇ ଦ୍ୱନ୍ଦ୍ୱରେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି। ରାଜଧାନୀର ଅଳିଆ ପ୍ରତିଦିନ ଦାରୁଠେଙ୍ଗ ଡମ୍ପିୟାର୍ଡକୁ ୧୦୦ ଟ୍ରିପ୍ ଅଳିଆ ଯାଏ । ହେଲେ ଏଠିକାର ଲୋକେ ପୁତିଗନ୍ଧମୟ…

୨୨ ବର୍ଷ ସରକାରର ଭୁଲ୍ ନୀତି ପାଇଁ ଦୁର୍ଦ୍ଦଶାରେ ବିପନ୍ନ: ପିସିସି ସଭାପତି

ଭୁବନେଶ୍ୱର: ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାରଙ୍କ ଭୁଲ ନୀତି ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଏପରି କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ। ଏହାପୂର୍ବରୁ ସମାନ କଥା କହି ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଥିଲା। ପିସିସି ସଭାପତି କହିଛନ୍ତି,…

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି। ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…