Latest Odisha News

BREAKING NEWS

Browsing Category

ଓଡିଶା

Odisha

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ…

ବର୍ଷା ପରେ ବନ୍ୟା ଭୟ, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଯାଜପୁର/ଭଦ୍ରକ/ସୁବର୍ଣ୍ଣପୁର: ବର୍ଷା ପରେ ବନ୍ୟା ଭୟ । ହୀରାକୁଦ ଡ୍ୟାମର ଏକାଧିକ ଗେଟ୍ ଖୋଲିବା ପରେ ମହାନଦୀ ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ମହାନଦୀ ଫୁଲୁଥିବା ବେଳେ ବୈତରଣୀର ଜଳସ୍ତର ବଢ଼ୁଛି । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।…

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ବିଜେପି

ଭୁବନେଶ୍ୱର: ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ । ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର…

ଅଙ୍ଗଦାନ କରିଥିବା ଦୁଇ ଜଣଙ୍କ ପରିବାରକୁ ‘ସୁରଜ’ ପୁରସ୍କାର

ବ୍ରହ୍ମପୁର:ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବିଶ୍ବ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଥାଏ। ଗଞ୍ଜାମ ଜିଲାରେ ଅଙ୍ଗଦାନକୁ ପ୍ରୋତ୍ସାହନ ପାଇଁ ‘ସୁରଜ’ ପୁରସ୍କାର ପ୍ରଦାନ କରାଯାଏ । ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ବାନ ହଲ୍ ଠାରେ…

ଆଇରନ ମ୍ୟାନ ପ୍ରତିଯୋଗତିାରେ ଭାଗ ନେଉଛନ୍ତି ଦୁଇ ଓଡ଼ିଆ

ଭୁବନେଶ୍ୱର: ଆଇରନ୍ ମ୍ୟାନ୍ ପ୍ରତିଯୋଗିତା ପାଇଁ ଦୁଇ ଓଡିଆ ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ କାଜାଖସ୍ତାନ ପହଞ୍ଚିଛନ୍ତି। ଏହା ସୌଭାଗ୍ୟଙ୍କ ଦ୍ଵିତୀୟ ଆଇରନ ମ୍ୟାନ ପ୍ରତିଯୋଗିତା । ବିଜୟ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛନ୍ତି । ଆଇରନ ମ୍ୟାନ ରେ ୩.୮ କିମି ସନ୍ତରଣ, ୧୮୦ କିମି…

ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: ଡାକ୍ତର ନିକୁଞ୍ଜ କିଶୋର ରାଉତ

ଭୁବନେଶ୍ୱର : ଗୋଟିଏ ବ୍ୟକ୍ତି ଅଙ୍ଗ ଦାନ କଲେ ଅତି କମ୍‌ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି। ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି ଅଙ୍ଗଦାନ କ୍ଷେତ୍ରରେ…

ରାଉରକେଲାରେ ଧର୍ମେନ୍ଦ୍ରଙ୍କ ‘ହର ଘର ତ୍ରିରଙ୍ଗା’ ଯାତ୍ରା

ଭୁବନେଶ୍ୱର: ହାତରେ ତ୍ରିରଙ୍ଗା ମୁହଁରେ ଜାତୀୟତା ବୋଧ ନାରାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲାରେ ଆରମ୍ଭ କରିଛନ୍ତି 'ହର ଘର ତ୍ରିରଙ୍ଗା ଶୋଭାଯାତ୍ରା' । ଏହା ସହ ରାଉରକେଲାର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ।…

ରାମସାର ସାଇଟରେ ସାମିଲ ହେଲେ ଓଡ଼ିଶାର ତିନି ସ୍ଥାନ

ଭୁବନେଶ୍ୱର: ଓଡ଼ିଶାର ଆଉ ତିନୋଟି ବୃହତ ଜଳାଶୟ (ଓ୍ୱେଟଲ୍ୟାଣ୍ଡ) ରାମସାର ସାଇଟ ତାଲିକାରେ ଯୋଡ଼ି ହୋଇଛି । ସମ୍ବଲପୁରର ହୀରକୁଦ ଡ୍ୟାମ, ଗଞ୍ଜାମର ତାମ୍ପରା ହ୍ରଦ ଏବଂ କଟକର ବାଙ୍କୀ ସ୍ଥିତ ଅଂଶୁପା ହ୍ରଦକୁ ରାମସାର ସାଇଟରେ ଯୋଡ଼ା ଯାଇଛି । ଏନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ…

[ଦେଖନ୍ତୁ ଭିଡିଓ] ଶ୍ରମ କାର୍ଡ ସଂଶୋଧନ ନାଁରେ ଆଦିବାସୀ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ

ରାୟଗଡ଼ା: ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି…

ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ: ବର୍ଷା ଛେଚୁଛି, ବୈତରଣୀ ଫୁଲୁଛି । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି । ଯାହାକୁ ନେଇ ଭଦ୍ରକର…