Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମରେ ୧୫୦ଟି ସ୍ମାର୍ଟ ହାଇସ୍କୁଲରେ ସୌରଚାଳିତ ଇନଭର୍ଟର ସ୍ଥାପନ ପାଇଁ ଚୁକ୍ତିନାମା

ବ୍ରହ୍ମପୁର: ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷାର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୬୬ଟି ହାଇସ୍କୁଲ ‘ସ୍ମାର୍ଟସ୍କୁଲ’ରେ ପରିଣତ…

ମମତା ବାନାର୍ଜୀ ସରକାରର ୮ ଆଇପିଏସଙ୍କୁ ସମନ କଲା ଇଡି, ଜେରା ପାଇଁ ଦିଲ୍ଲୀ ଆସିବାକୁ ନିର୍ଦ୍ଦେଶ

କୋଲକାତା: ଇଡି ପଶ୍ଚିମବଙ୍ଗର ୮ ଜଣ ଆଇପିଏସ ଅଧିକାରୀଙ୍କୁ ସମନ କରିଛି। ସମସ୍ତଙ୍କୁ ପଚରାଉଚରା ପାଇଁ ଇଡି ଦିଲ୍ଲୀ ଡକାଯାଇଛି। କୋଇଲା ଘୋଟାଲା ସଂପର୍କରେ ଏହି ପୋଲିସ ଅଧିକାରୀଙ୍କୁ ଇଡି ପଚରାଉଚରା କରିବ ବୋଲି ସୂଚନା ରହିଛି। ବେଆଇନ କୋଇଲା ଖନନ ସମୟରେ ଏହି ଅଧିକାରୀଙ୍କ ପୋଷ୍ଟିଂ ସେହିଠାରେ…

[ଦେଖନ୍ତୁ ଭିଡିଓ] ହାତୀ ଛୁଆକୁ ସଂଘବଦ୍ଧ ଭାବେ ମାରିଦେଲେ ହାତୀପଲ

କାମାକ୍ଷାନଗର: ହାତୀ ଛୁଆର ମୃତଦେହ ଉଦ୍ଧାର । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତଦେହ ମିଳିଛି । ମୃତ ହାତୀ ଛୁଆର ଆନୁମାନିକ ବୟସ ପ୍ରାୟ ୪ ବର୍ଷ । ହାତୀପଲଙ୍କ ମଧ୍ୟରେ…

ଯୋଗୀଙ୍କ ବିଜୟ ପଛର ନେପଥ୍ୟ ନାୟକ ବଂଶଲ: ଓଡ଼ିଶା ବିଜେପିକୁ ବାଟକୁ ଆଣିବେ ଶାହଙ୍କ ‘ପିକେ’?

ଭୁବନେଶ୍ୱର: ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଓଡ଼ିଶା ଗସ୍ତରେ ଆସି କହିଥିଲେ ଓଡିଶାରେ ବିଜେପି ଗଢିବ ସରକାର। ଏହାପରେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଅନେକ ବାର୍ତ୍ତା ଦେଇଛନ୍ତି। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ, ବଡ଼ ବଡ ନେତାଙ୍କୁ ଏକ ଘରିକିଆ କାହିଁକି ରଖାଗଲା…

ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ: ଟିଏମସି ସାଂସଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ପଟ୍ଟ ପରିବର୍ତ୍ତନ କରିବା ପରେ ସେ ଆଗାମୀ ଦିନରେ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେ ମୋଦୀଙ୍କ ସମସ୍କନ୍ଧ ନେତା ହୋଇଥିବାରୁ ଆଗାମୀ ଦିନରେ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି…

ଗାଡି ଚଢ଼ାଇଥିବାରୁ ଅନୁତାପ କରୁନି: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଖୋର୍ଦ୍ଧା ବାଣପୁରରେ କାର ଚଢ଼ାଇବା ଘଟଣାରେ ଜାମିନରୁ ମୁକୁଳିବା ପରେ ଭିକ୍ଟିମ୍ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ନିଜର ନୀରିହତା ଦେଖାଇବାକୁ ଯାଇ ମାର୍ଚ୍ଚ ୧୨, ୨୦୨୨ ଘଟଣା ବାବଦରେ ମିଡିଆକୁ କହିଛନ୍ତି। ସେଦିନ ବିଜେପି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା। ତାଙ୍କୁ…

ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ: ୫୦୮ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ୫୦୮ ଜଣ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । 'ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମର' ଅଧୀନରେ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଜଣ ଯୋଗ୍ୟ…

ବିଦ୍ୟୁତ ସଂଯୋଗ କଟିଯିବ କହି ଯନ୍ତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର୍‌ ଲୁଟେରା

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ସାଇବର୍‌ ଠକେଇ ଜନିତ ଘଟଣା ସାମ୍ନାକୁ ଆସୁଛି । କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି । ଏପରିକି ଜଣେ ଯନ୍ତ୍ରୀ ମଧ୍ୟ ଏହି ସାଇବର୍‌ ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି । ଘରର ବିଦ୍ୟୁତ୍‌ ସଂଯୋଗ କଟିଯିବ କହି…

ଓଡ଼ିଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂସଲ

ଭୁବନେଶ୍ବର: ବଦଳିଛନ୍ତି ଓଡ଼ିଶା ପାଇଁ ରାଜ୍ୟ ବିଜେପି ପ୍ରଭାରୀ । ନୂଆ ଦାୟିତ୍ବ ତୁଲାଇବେ ସୁନୀଲ ବଂଶଲ ।  ସୁନୀଲ ବଂଶଲ ହୋଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ମଧ୍ୟ ସମ୍ଭାଳିବେ ସୁନୀଲ ବଂଶଲ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର…

ଦାଉ ସାଧୁଛି ଲଗାଣ ବର୍ଷା; ହାତୀ ପଲ ଭାଙ୍ଗିଲେ ଘର

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ବାସୀଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ । ଲଗାଣ ବର୍ଷା ସାଙ୍ଗକୁ ହାତୀ ମାନଙ୍କର ତାଣ୍ଡବ। କଚ୍ଚା ଘରେ ରହୁଥିବା ଲୋକଙ୍କ ଉପରେ ତ ଦାଉ ସାଧିଛି ଏଇ ଋତୁ । ଅବିରତ ବର୍ଷାରେ ଜଙ୍ଗଲ ଭିତରୁ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଲଗାଣ…