Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ଜଓ୍ୱାହିରି ସହିତ ନିପାତ ହୋଇଛି ହକ୍କାନି ପରିବାର !

କାବୁଲ: ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ମୁଖ୍ୟ ଆୟମାନ-ଅଲ୍-ଜଓ୍ୱାହିରି ସହିତ ସେ ରହୁଥିବା ତାଲିବାନ ନେତା ହକ୍କାନି ପରିବାର ଲୋକ ମଧ୍ୟ କିଛି ମୃତ୍ୟୁବରଣ କରିଛନ୍ତି। ତାଜାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଦୂତାବାସର ଅଧିକାରୀ ମହମ୍ମଦ ଜାହିର ଅଘବର ଏହି…

[ଦେଖନ୍ତୁ ଭିଡିଓ] ମନରେଗା କାହା ପାଇଁ ? କାମ ନକରି ଆକାଉଣ୍ଟକୁ ଯାଉଛି ଟଙ୍କା !

ପାଟଣାଗଡ଼: ମନରେଗା ଲକ୍ଷ୍ୟ ଗାଁରେ ଘର ପାଖରେ ଲୋକଙ୍କୁ କାମ । କିନ୍ତୁ ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ପାଟଣାଗଡ଼ରେ ବାଟବଣା । ମନରେଗାରେ କାମ ପାଇଁ ଟଙ୍କା ଆସୁଛି ସତ କିନ୍ତୁ ଜବକାର୍ଡଧାରୀଙ୍କୁ କାମ ମିଳୁନି । ଜିଆରଏସ୍ ଓ ଗ୍ରାମସାଥୀ, ବ୍ଲକ କର୍ମଚାରୀଙ୍କ ସହ ସଲାସୁତୁରାରେ କାମ…

ଆମେରିକା ଗଲେ ଅଲୋଡ଼ା ଅଲିଅଳି, ରାସ୍ତାରେ ଛାଡ଼ି ଦେଇଥିଲେ ବାପାମାଆ

ଯାଜପୁର: ଭିନ୍ନକ୍ଷମ ଦୁଇ ଭଉଣୀ । ନା କିଛି କହି ପାରନ୍ତି ନା ବୁଝି ପାରନ୍ତି । ଦୁନିଆକୁ ଆସିବା ପରେ ବାପାମାଆ ନିର୍ଦ୍ଦୟ ହୋଇ ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ଅଲୋଡ଼ା ଭାବେ ରାସ୍ତାରେ ଛାଡ଼ି ଦେଇଥିଲେ । ବାପାମାଆଙ୍କ ପାଇଁ ଅଲୋଡ଼ା ଦୁଇ ଭଉଣୀ ଏବେ ଆମେରିକା ଯାଉଛନ୍ତି । ଆମେରିକାର ଦମ୍ପତି…

କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା, ୭ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଫେରୁଛି ମୌସୁମୀ । ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ସ୍ୱାଭାବିକ ଅବସ୍ଥାନକୁ ଫେରୁଛି । ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡ଼ି ସନ୍ଦେହରେ ବାପାକୁ ହତ୍ୟା, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡ଼ା: ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ମାରିଦେଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଗୁଣି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗାଁର ଦଇ ମାଝୀ ନିଜ ପରିବାର…

ଅଗଷ୍ଟ ୫ ରେ ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା…

ସମ୍ବଲପୁର ଏବଂ ବଲାଙ୍ଗୀରେ ଖୋଲିବ ଆଉ ଦୁଇଟି ଆଇଟିଆଇ

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ଆଉ ଦୁଇଟି ଆଇଟିଆଇ । ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବା…

କ୍ୟାମ୍ପସରେ ରାଗିଂ: କଲେଜ ମାନଙ୍କୁ ଏତଲା ଦେବାକୁ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ରୋକିବା ପାଇଁ ବୁଧବାର ଉଚ୍ଚଶିକ୍ଷା ବିଭାଗ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ-ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ପ୍ରତିରୋଧକ ପଦକ୍ଷେପ ନେବାକୁ…

ରାଜ୍ୟ ଆଇଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ହେଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟ ବରିଷ୍ଠ ଆଇଏସ ଅଫିସର ତଥା ସଚିବ ସ୍ତରରେ ଧରଣର ଅଦଳବଦଳ ହୋଇଛି । ଅଫିସର ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ବିଭାଗ ଗୁଡ଼ିକର ଅତିରିକ୍ତ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅରବିନ୍ଦ ପାଢ଼ୀଙ୍କୁ…